ହଜିଯାଇଥିବା ମେଷପଲ
ମୂଳ ଇଂରାଜୀ : ଆନ୍ କାର୍ସନ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ ଭାରି ଶୀତ ଆଉ ଅନ୍ଧାର ଥିଲା; ଆମେ ବହୁତ ଆଗରୁ ପହଞ୍ଚି ଯାଇଥିଲୁ। ପାର୍ଟି ଫାର୍ଟିକୁ ମୋର ଘୋର ଅପସନ୍ଦ। ତମର ଜେଜେମା ରୋଷେଇ ଘରେ ଛିଡା …
ହଜିଯାଇଥିବା ମେଷପଲ Read More
ମୂଳ ଇଂରାଜୀ : ଆନ୍ କାର୍ସନ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ ଭାରି ଶୀତ ଆଉ ଅନ୍ଧାର ଥିଲା; ଆମେ ବହୁତ ଆଗରୁ ପହଞ୍ଚି ଯାଇଥିଲୁ। ପାର୍ଟି ଫାର୍ଟିକୁ ମୋର ଘୋର ଅପସନ୍ଦ। ତମର ଜେଜେମା ରୋଷେଇ ଘରେ ଛିଡା …
ହଜିଯାଇଥିବା ମେଷପଲ Read More
ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର ଅନୁସୃଜନ ଏକଶବଦେହର ସତ୍କାରଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣଶୁଖିଲା ଚେରରେ ଯେବେପରଶ ଲାଗଇ ବସନ୍ତ ବର୍ଷାର।ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀଆଚ୍ଛାଦିତ …
ପୋଡାଭୂଇଁ Read More
ଷ୍ଟିଫେନ ମିଚେଲଙ୍କ ଇଂରାଜୀ ଅନୁବାଦ (1982)ର ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ ପ୍ରଭୁ! ମୁଁ ତୁମକୁ ପାଏ ପ୍ରତ୍ୟେକଟି ବସ୍ତୁ ଏବଂ ମୋର ସହଚର ସମସ୍ତ ଜୀବଙ୍କ ମଧ୍ୟରେ, ତୁମ ଜୀବନ୍ତ ଉପସ୍ଥିତି ଯାହା କ୍ଷୁଦ୍ର ସେଥି ମଧ୍ୟେ କ୍ଷୁଦ୍ରାତି କ୍ଷୁଦ୍ର ନିଦ୍ରିତ ବୀଜଟିଏ, …
ଗୋଟିଏ କବିତା ଓ ଗୋଟେ ଚିଠି : ରୈନେର ମାରିଆ ରିଲ୍କା Read More
ମୂଳ ବଙ୍ଗଳା – ଏକରାମ କବୀର ।। ଓଡିଆ ଅନୁବାଦ – ମୃଣାଳ ଭରତପୁର ଗ୍ରାମର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପରେ ଲୋକମାନେ ଭାବିଲେ, ଭଲ ହେଲା ଆଉଜଣକର ଖାଇବା ବଂଚିଗଲା । ଏକଥା ସେମାନେ ଭାବୁ ଭାବୁ ସାରା ଭରତପୁରରେ …
ସାମ୍ବାଦିକଙ୍କ ମୃତ୍ୟୁ ପରେ Read More
ମୂଳ ଲେଖା : ଫାରିଆ ବାଶାର || ଅନୁବାଦ : ଜ୍ୟୋତି ନନ୍ଦ ଯେବେ ମୋର ଆଖିଟିଏ ମୋ ଆଖିଡୋଳାରୁ ଖସି ପଡିଲା,ମୁଁ ହଠାତ୍ ଡାକ ପକେଇଥିଲି ମୋ ମାଆକୁ। “ମାଆ !ମାଆ ! ଦେଖିଲୁ ମୋର ଇଏ କ’ଣ ହୋଇଯାଇଛି …
ଗୋଟିଏ ଆଖି ଆଉ ଗୋଟିଏ ପାଦ Read More
ମୂଳ ବଙ୍ଗଳା: ଇକରାମ କବୀର II ଓଡ଼ିଆ ଅନୁବାଦ: ମୃଣାଳ ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ …
ସର୍ପବିଦ୍ୟା Read More
I watch you tie-your shoelaces,high ponytail, eyes on the clock.You say, “I’ll be back by six.”And I nod—but my mind doesn’t listen.There’s a knot that forms,in my throat and even …
Dear Girl, I Owe You…. Read More
ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର | | ଓଡ଼ିଆ ଅନୁବାଦ: ମୃଣାଳ ରଥଯାତ୍ରା ଦିନ ପାଖେଇ ଆସିଲା ।ରାଣୀ ରାଜାଙ୍କୁ କହିଲେ, ଚାଲ ରଥ ଦେଖିବାକୁ ଯିବା ।ରାଜା କହିଲେ, ହେଉ ।ଘୋଡାଶାଳରୁ ଘୋଡ଼ା ବାହାରିଲା । ହାତୀଶାଳରୁ ହାତୀ …
ରଥଯାତ୍ରା Read More
ଘଡିଏ ସମୟ ବାହାର କରି ଏଇ ପତ୍ରଟିକୁ ଥରଟିଏ ପାଠ କରିବାକୁ ଅନୁରୋଧ। ଅବଶ୍ୟ ଆପଣମାନେ ଏହାକୁ ପାଠ ନକଲେ ଯେ ପୃଥିବୀର ତଥା ଆପଣମାନଙ୍କର ଜ୍ଞାନ ଜଗତରେ ସେମିତି କୌଣସି ଅପରିସୀମ କ୍ଷତି ହୋଇଯିବ ସେକଥା ଆଦୌ ନୁହଁ। ଏହାକୁ …
ଜଣେ ପିତାର ପତ୍ର Read More
ମୂଳ ରଚନା : ବୁଦ୍ଧଦେବ ଦାଶଗୁପ୍ତ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଆଈମା ର ହାଜରା ରୋଡ୍ ର ଘରର ଠିକ୍ ଉପର ତାଲାରେ ସତକୁ ସତ ଗୋଟିଏ ପାଗଳ ରହୁଥିଲା,ଅସଲରେ ସେ ଥିଲା ଗୋଟିଏ ପାଗଳୀ।ସେ ବାରଣ୍ଡାରେ …
ସାନମାମୁଁ ର ଘର ସାରା କବିତାର ଗନ୍ଧ Read More