ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ

ଏ ହେଉଚି ସୃଷ୍ଟି ଆରମ୍ଭ ପୂର୍ବ ସମୟର କଥା। ପ୍ରବାହମାନ ଥାଏ ଖାଲି କଳା-ଘୁମର ଜଳର ସ୍ରୋତଟେ। ତା’ରି ଭିତରେ ବାସୁକୀ କୋଳରେ ଭଗବାନ ବିଷ୍ଣୁ ଅନନ୍ତ ଶୟନରେ ଥା’ନ୍ତି। ହଠାତ୍ ତାଙ୍କ ନାଭିରୁ କମ୍ପନ କରି ସୃଷ୍ଟି ହୁଏ ‘ॐକାର …

ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ Read More

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି

“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି …

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି Read More

ସ୍ୱାଧୀନତା

ମୂଳ ଲେଖା : ଇୟୋନ ଫସସେ || ଅନୁବାଦ : ଜ୍ୟୋତି ନନ୍ଦ ଚରିତ୍ର: ଜଣେ ମହିଳାଜଣେ ପୁରୁଷଓଆଉ ଜଣେ ମହିଳା [ ଅନ୍ଧାର। ଆଲୁଅ ହେଉଛି। ଜଣେ ମହିଳା ଛିଡା ହୋଇଛି, ତଳକୁ ଦେଖୁଛି । ଲମ୍ବା ପଜ୍। ଜଣେ …

ସ୍ୱାଧୀନତା Read More

ଜଣେ ଲେଖକର ଏକକଚିତ୍ର ପ୍ରଦର୍ଶନୀ

ଲେଖକ ବୋଲି କୁହାଯାଉଛି ଯେତେବେଳେ ସେ ତେଣୁ ଲେଖକ ହିସାବରେ ଅଧିକ ଚର୍ଚ୍ଚିତ,ଚିତ୍ରକର ହିସାବରେ ନୁହଁ । ତଥାପି ବେଳେବେଳେ ସେଛବି ଆଙ୍କନ୍ତି ଆଉ ଚିତ୍ରକଳା ଉପରେ ନିଜର ବିଶ୍ଳେଷଣାତ୍ମକ ଲେଖା ଆଉ ବ୍ୟାଖ୍ୟାନ ପ୍ରଦାନ କରିଥାନ୍ତି । ସର୍ବମୋଟ କୋଡିଏ …

ଜଣେ ଲେଖକର ଏକକଚିତ୍ର ପ୍ରଦର୍ଶନୀ Read More

ଚିରନ୍ତନ ପ୍ରେମର ପ୍ରତୀକ: କରବୀର

     ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା …

ଚିରନ୍ତନ ପ୍ରେମର ପ୍ରତୀକ: କରବୀର Read More

କଲମ୍-ଖୁସ୍ ପେପର୍, କାଗଜୀ ସମ୍ପ୍ରଦାୟ ଓ ୭୦୦ ବର୍ଷର ପରମ୍ପରା

୧୫୨୬ରେ ପାନିପତ୍ ଯୁଦ୍ଧରେ ଇବ୍ରାହିମ୍ ଲୋଦ୍ଧୀଙ୍କୁ ପରାସ୍ତ କରି ଉଜବେକୀ ରାଜା ବାବର ଯେତେବେଳେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କଲେ, ସେତେବେଳେ ସେ ନିଜ ସାଙ୍ଗରେ କେବଳ ନିଜର ସୈନ୍ୟ-ସାମନ୍ତ ଧରି ରାଜ୍ୟ ଜୟ କରିବା ପାଇଁ ଆସିନଥିଲେ। ସେ ଆସିଥିଲେ …

କଲମ୍-ଖୁସ୍ ପେପର୍, କାଗଜୀ ସମ୍ପ୍ରଦାୟ ଓ ୭୦୦ ବର୍ଷର ପରମ୍ପରା Read More

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି

ପାଖାପାଖି ପ୍ରାୟ ଶହେ ବର୍ଷ ତଳେ ଚିତ୍ରଶିଳ୍ପୀ ବିନୋଦ ବିହାରୀ ମୁଖାର୍ଜୀ ୪୪ ଫୁଟ ଲମ୍ବା ଓ ଛଅ ଇଞ୍ଚ ଚଉଡାର ଜାପାନୀ ଶୈଳୀରେ ଏକ ସ୍କ୍ରୋଲ୍ ଛବି ଆଙ୍କିଥିଲେ । କିଛି କାରଣରୁ ତାହା ଅନେକ ବର୍ଷ ଧରି ଲୋକଲୋଚନର …

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି Read More

କାଫକାଙ୍କ ଛବି ଦେଖା

ତାଙ୍କର ଡାଏରୀରେ ଏଇଭଳି ଗୋଟିଏ ଛବିକୁ ନେଇ ଲେଖା ଏମିତି ରହିଛି। ଡାଏରୀରେ ଲେଖାଥିବା ତାରିଖଟି ହେଉଛି ୧୯୨୦ ସାଲ ଫେବ୍ରୁଆରୀମାସର ଦୁଇ ତାରିଖ। ନିଜର ଡାଏରୀରେ ଫ୍ରାଞ୍ଜ କାଫକା ସେଦିନ ଲେଖିଥିଲେ : ” ଛବିଟି ଉପରେ ସେ ଦୃଷ୍ଟି …

କାଫକାଙ୍କ ଛବି ଦେଖା Read More

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍

ଦିଗନ୍ତ-ଦିଗନ୍ତ ବ୍ୟାପି ବାଲି! ପାଦ ପାଖରୁ ଦିଗବଳୟ ଯାଏଁ ଅସରନ୍ତି ବାଲୁକା ଶଯ୍ୟା। କାହିଁ କେଉଁ ଦିନୁ ବର୍ଷାର ଠୋପାଏ ବି ପଡିନି ଏ ଉତ୍ତପ୍ତ, ଶୁଷ୍କ ବାଲୁକା ରାଶି ଉପରେ। ଆଖି ପାଇବା ଯାଏଁ କୋଉଠି ବି ଧାପିଏ ପାଣି …

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍ Read More