ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି

“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି …

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି Read More

ଚିରନ୍ତନ ପ୍ରେମର ପ୍ରତୀକ: କରବୀର

     ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା …

ଚିରନ୍ତନ ପ୍ରେମର ପ୍ରତୀକ: କରବୀର Read More

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ …

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା Read More

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍

ଦିଗନ୍ତ-ଦିଗନ୍ତ ବ୍ୟାପି ବାଲି! ପାଦ ପାଖରୁ ଦିଗବଳୟ ଯାଏଁ ଅସରନ୍ତି ବାଲୁକା ଶଯ୍ୟା। କାହିଁ କେଉଁ ଦିନୁ ବର୍ଷାର ଠୋପାଏ ବି ପଡିନି ଏ ଉତ୍ତପ୍ତ, ଶୁଷ୍କ ବାଲୁକା ରାଶି ଉପରେ। ଆଖି ପାଇବା ଯାଏଁ କୋଉଠି ବି ଧାପିଏ ପାଣି …

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍ Read More

ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ

ଅନେକ ବର୍ଷ ତଳର କଥା। ପେରିଓ୍ବିଙ୍କିଲ୍  ନାମକ ବରଫ ପରୀଟେ ଥରେ ନିଜ ଉତ୍ସୁକତା ଚାପି ନରଖି ପାରି, ଶୀତ-ବଣର ସୀମା ଅତିକ୍ରମ କରି ଗ୍ରୀଷ୍ମ ବଣରେ ପହଞ୍ଚି ଗଲା। କିଛି ସମୟ ବୁଲାବୁଲି କରି ପଶୁପକ୍ଷୀଙ୍କ ହାବଭାବ ଦେଖିବା ପରେ …

ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ Read More

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍

ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର …

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍ Read More

ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର …

ପିସ୍ ଲିଲି Read More

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ

ପ୍ରତିବର୍ଷ ମାର୍ଚ୍ଚ-ଅପ୍ରେଲ ସମୟରେ ଆମ ବାଲକୋନୀର ଦୁଇ-ତିନୋଟି କୁଣ୍ଡରେ ବର୍ଷସାରା ପତ୍ରର ପସରା ଧରି ବସିଥିବା ବୁଦା ମୂଳରୁ ଷଣ୍ଢା ଟେକି କଢଧରେ। ସପ୍ତାହେ ଖଣ୍ଡେ ଷଣ୍ଢାଟି କଢ ଦୁଇ-ତିନୋଟିକୁ ହାଲୁକା ସବୁଜ ରଙ୍ଗର ଦୁଇଟି ପତଳା ଆବରଣ ଭିତରେ ସାଇତି …

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ Read More