ହସ୍ତାକ୍ଷର ଯାହାର ପବନରେ ନଳଘାସ ପରି ଦୋହଲୁଥାଏ, ସେପରି ମଣିଷଠାରୁ ସାବଧାନ ରୁହ

ମୂଳ ଇଂରାଜୀ : ଆନ୍ କାର୍ସନ୍ ।। ଓଡ଼ିଆ ଅନୁବାଦ : ରମାକାନ୍ତ ସାମନ୍ତରାୟ ଏହା ହେଉଛି ହାତ ଓ ହସ୍ତାକ୍ଷର ସମ୍ପର୍କରେ ଏକ ପ୍ରବନ୍ଧ। ମୁଁ ଚିନ୍ତାମାନଙ୍କୁ ବିଭିନ୍ନ ଆକୃତିରେ ସଜାଇବାର ଏକ ମାଧ୍ୟମ ଭାବରେ ହସ୍ତାକ୍ଷରକୁ ଗ୍ରହଣ କରେ। …

ହସ୍ତାକ୍ଷର ଯାହାର ପବନରେ ନଳଘାସ ପରି ଦୋହଲୁଥାଏ, ସେପରି ମଣିଷଠାରୁ ସାବଧାନ ରୁହ Read More

ହଜିଯାଇଥିବା ମେଷପଲ

ମୂଳ ଇଂରାଜୀ : ଆନ୍ କାର୍ସନ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ ଭାରି ଶୀତ ଆଉ ଅନ୍ଧାର ଥିଲା; ଆମେ ବହୁତ ଆଗରୁ ପହଞ୍ଚି ଯାଇଥିଲୁ। ପାର୍ଟି ଫାର୍ଟିକୁ ମୋର ଘୋର ଅପସନ୍ଦ। ତମର ଜେଜେମା ରୋଷେଇ ଘରେ ଛିଡା …

ହଜିଯାଇଥିବା ମେଷପଲ Read More

ପୁରୀର ବିଶର

ମୂଳ ଇଂରାଜୀ : ରୁଦୟାଦ କିପଲିଙ୍ଗ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ କ୍ଷୁଦ୍ର ଦୃଷ୍ଟିହୀନ ମାଛ, ସମୁଜ୍ଜଳ ତମେ ପ୍ରଖର ବିଦ୍ୱାନକ୍ଷୁଦ୍ର ଦୃଷ୍ଟିହୀନ ମାଛ, ଆଖିକୁ ତମର କିଏ କଲା ନିର୍ବାପନ ?କାନ ଡେରି ଶୁଣ, ଗୁଣୁଗୁଣୁ କରୁଛି ମୋ …

ପୁରୀର ବିଶର Read More

ଏ କେ ରାମାନୁଜନଙ୍କ ତିନିଟି କବିତା

ଇଣ୍ଡୋ-ଏଙ୍ଗଲିଏନ ଅଥବା ଇଂରାଜୀରେ ଲେଖୁଥିବା ଭାରତୀୟ କବି ଓ ଲେଖକଙ୍କ ମଧରେ ଏ କେ ରାମାନୁଜନ(1929- 1993) ଏକ ବିଶିଷ୍ଠ ବହୁମୁଖୀ ପ୍ରତିଭା। ଜଣେ କବି ରୂପେ ଏବଂ ଦକ୍ଷିଣ ଭାରତୀୟ ଭକ୍ତି କବିତାର ମହାନ ପରମ୍ପରରୁ ଇଂରାଜୀ ଅନୁବାଦରେ ତାଙ୍କ …

ଏ କେ ରାମାନୁଜନଙ୍କ ତିନିଟି କବିତା Read More

ପୋଡାଭୂଇଁ

ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର  ଅନୁସୃଜନ ଏକଶବଦେହର ସତ୍କାରଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣଶୁଖିଲା ଚେରରେ ଯେବେପରଶ ଲାଗଇ ବସନ୍ତ ବର୍ଷାର।ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀଆଚ୍ଛାଦିତ …

ପୋଡାଭୂଇଁ Read More

ଗୋଟିଏ କବିତା ଓ ଗୋଟେ ଚିଠି : ରୈନେର ମାରିଆ ରିଲ୍କା

ଷ୍ଟିଫେନ ମିଚେଲଙ୍କ ଇଂରାଜୀ ଅନୁବାଦ (1982)ର  ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ  ପ୍ରଭୁ! ମୁଁ ତୁମକୁ ପାଏ ପ୍ରତ୍ୟେକଟି ବସ୍ତୁ ଏବଂ ମୋର ସହଚର ସମସ୍ତ ଜୀବଙ୍କ ମଧ୍ୟରେ, ତୁମ ଜୀବନ୍ତ ଉପସ୍ଥିତି ଯାହା କ୍ଷୁଦ୍ର ସେଥି ମଧ୍ୟେ କ୍ଷୁଦ୍ରାତି କ୍ଷୁଦ୍ର ନିଦ୍ରିତ ବୀଜଟିଏ, …

ଗୋଟିଏ କବିତା ଓ ଗୋଟେ ଚିଠି : ରୈନେର ମାରିଆ ରିଲ୍କା Read More

କବି ଏବଂ କବିତାର ବିଶ୍ୱ : ୱିସଲାୟା ସିମ୍ବୋରସ୍କା

ସମସ୍ତେ କହିଥାନ୍ତି କୌଣସି ବକ୍ତୃତାର ପ୍ରଥମ ବାକ୍ୟ ସବୁଥର ସବୁଠୁ କଠିନ । ସେ ଯାହା ହେଉ,ସେଇକଥା ଆଜି ମୋର ଆଲୋଚ୍ୟ ବିଷୟ ନୁହଁ। ମୋର ଗୋଟିଏ ଅଭିଜ୍ଞତା ଅଛି,ମୁଁ ଯେତେବେଳେ କୌଣସି କବିତାକୁ ନେଇ କିଛି କହୁଛି ,ସେତେବେଳେ ମୋତେ …

କବି ଏବଂ କବିତାର ବିଶ୍ୱ : ୱିସଲାୟା ସିମ୍ବୋରସ୍କା Read More

ସାମ୍ବାଦିକଙ୍କ ମୃତ୍ୟୁ ପରେ

ମୂଳ ବଙ୍ଗଳା – ଏକରାମ କବୀର ।। ଓଡିଆ ଅନୁବାଦ – ମୃଣାଳ ଭରତପୁର ଗ୍ରାମର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପରେ ଲୋକମାନେ ଭାବିଲେ, ଭଲ ହେଲା ଆଉଜଣକର ଖାଇବା ବଂଚିଗଲା । ଏକଥା ସେମାନେ ଭାବୁ ଭାବୁ ସାରା ଭରତପୁରରେ …

ସାମ୍ବାଦିକଙ୍କ ମୃତ୍ୟୁ ପରେ Read More

ଗୋଟିଏ ଆଖି ଆଉ ଗୋଟିଏ ପାଦ

ମୂଳ ଲେଖା : ଫାରିଆ ବାଶାର || ଅନୁବାଦ : ଜ୍ୟୋତି ନନ୍ଦ ଯେବେ ମୋର  ଆଖିଟିଏ ମୋ ଆଖିଡୋଳାରୁ ଖସି ପଡିଲା,ମୁଁ ହଠାତ୍ ଡାକ ପକେଇଥିଲି ମୋ ମାଆକୁ। “ମାଆ !ମାଆ ! ଦେଖିଲୁ ମୋର ଇଏ କ’ଣ ହୋଇଯାଇଛି …

ଗୋଟିଏ ଆଖି ଆଉ ଗୋଟିଏ ପାଦ Read More

ସର୍ପବିଦ୍ୟା

ମୂଳ ବଙ୍ଗଳା: ଇକରାମ କବୀର II ଓଡ଼ିଆ ଅନୁବାଦ: ମୃଣାଳ ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ …

ସର୍ପବିଦ୍ୟା Read More