ପୁରୀର ବିଶର
ମୂଳ ଇଂରାଜୀ : ରୁଦୟାଦ କିପଲିଙ୍ଗ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ କ୍ଷୁଦ୍ର ଦୃଷ୍ଟିହୀନ ମାଛ, ସମୁଜ୍ଜଳ ତମେ ପ୍ରଖର ବିଦ୍ୱାନକ୍ଷୁଦ୍ର ଦୃଷ୍ଟିହୀନ ମାଛ, ଆଖିକୁ ତମର କିଏ କଲା ନିର୍ବାପନ ?କାନ ଡେରି ଶୁଣ, ଗୁଣୁଗୁଣୁ କରୁଛି ମୋ …
ପୁରୀର ବିଶର Read More
ମୂଳ ଇଂରାଜୀ : ରୁଦୟାଦ କିପଲିଙ୍ଗ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ କ୍ଷୁଦ୍ର ଦୃଷ୍ଟିହୀନ ମାଛ, ସମୁଜ୍ଜଳ ତମେ ପ୍ରଖର ବିଦ୍ୱାନକ୍ଷୁଦ୍ର ଦୃଷ୍ଟିହୀନ ମାଛ, ଆଖିକୁ ତମର କିଏ କଲା ନିର୍ବାପନ ?କାନ ଡେରି ଶୁଣ, ଗୁଣୁଗୁଣୁ କରୁଛି ମୋ …
ପୁରୀର ବିଶର Read More
ଭାରତର ଉପନିବେଶ କାଳର ଚିତ୍ରକଳା ଯାହାକୁ “କମ୍ପାନୀ ସ୍କୁଲ” ବୋଲି କୁହାଯାଏ ତାହାର ଗୋଟିଏ ଚିତ୍ର ଏଇଠି ସଂଲଗ୍ନ କରାଯାଇଛି। ଏହି ଚିତ୍ରର ସମୟ କାଳ ହେଉଛି ୧୮୦୯ ଖ୍ରୀଅ ଏବଂ ଏହାର ଚିତ୍ରକର ହେଉଛନ୍ତି ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ …
ପ୍ରାଚୀନବୋଧର ବିରୁଦ୍ଧରେ Read More
ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର ଅନୁସୃଜନ ଏକଶବଦେହର ସତ୍କାରଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣଶୁଖିଲା ଚେରରେ ଯେବେପରଶ ଲାଗଇ ବସନ୍ତ ବର୍ଷାର।ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀଆଚ୍ଛାଦିତ …
ପୋଡାଭୂଇଁ Read More
ମୋ ପାଖରେ ଏମିତି ଜଣେ ଲୋକର କାହାଣୀ ଅଛି ଯାହାର କାଭ କେବଳ କାହାଣୀ କହିବା। ମୁଁ ତା’କୁ ଆଗରୁ ଅନେକ ଥର କହିଛି ଯେ ସେ ଯାହା ଯାହା କହିଛି ସେଇ କାହାଣୀ ଗୁଡିକୁ ମୁଁ ଆଦୌ ବିଶ୍ୱାସ କରିନାହିଁ। …
ଆମେରିକା ବୋଲି କିଛି ମୁଲକ ନାହିଁ : -ପିଟର ବିକସେଲ Read More
ସମସ୍ତେ କହିଥାନ୍ତି କୌଣସି ବକ୍ତୃତାର ପ୍ରଥମ ବାକ୍ୟ ସବୁଥର ସବୁଠୁ କଠିନ । ସେ ଯାହା ହେଉ,ସେଇକଥା ଆଜି ମୋର ଆଲୋଚ୍ୟ ବିଷୟ ନୁହଁ। ମୋର ଗୋଟିଏ ଅଭିଜ୍ଞତା ଅଛି,ମୁଁ ଯେତେବେଳେ କୌଣସି କବିତାକୁ ନେଇ କିଛି କହୁଛି ,ସେତେବେଳେ ମୋତେ …
କବି ଏବଂ କବିତାର ବିଶ୍ୱ : ୱିସଲାୟା ସିମ୍ବୋରସ୍କା Read More
ଏଇ ଶୀର୍ଷକଟି ଏକ ଚୌର୍ଯ୍ୟବୃତ୍ତି। “ଅଧୀନର କିଛି ଦେବୋତ୍ତର ସଂପତ୍ତି “ଏହି ଭଳି ଗୋଟିଏ ଶୀର୍ଷକଟିର ମୂଳ ବଙ୍ଗଳା ଭାଷାରେ ରଚୟିତା ହେଉଛନ୍ତି ବିଶିଷ୍ଟ ଅଜ୍ଞାତ ଭାରତୀୟ ଶ୍ରୀଯୁକ୍ତ ନିରଦ ସି ଚୌଧୁରୀ । ତାଙ୍କର ଶୀର୍ଷକକୁ ଉପସ୍ଥିତ ଚରିତ୍ରଟି ଏଇଠେ …
ଅଧୀନର କିଛି ଦେବୋତ୍ତର ସଂପତ୍ତି Read More
ଶ୍ରୀଯୁକ୍ତ ନିଗମାନନ୍ଦ ଷଡଙ୍ଗୀଙ୍କର କ୍ଳାନ୍ତିବିହୀନ ଶ୍ରମ ତଥା ଜନପକ୍ଷଧର ବିଚାରରେ ପରିପୁଷ୍ଟ, ମାନବ-ଅଧ୍ୟୟନର ଏକ ତଥ୍ୟାତ୍ମକ ଫଳଶ୍ରୁତି ହେଉଛି ଏକ ଗବେଷଣାମୂଳକ ପୁସ୍ତକ, “ଉଜାଣି ଝଞ୍ଜାବତୀ”। “ଉଜାଣି ଝଞ୍ଜାବତୀ” ପୁସ୍ତକକୁ ନେଇ ଏବେ ଏଇଠି କିଛି ଚର୍ଚ୍ଚା । ଗୋଟିଏ ନଈର …
ଉଜାଣି ଝଞ୍ଜାବତୀ:ଏକ ଜଟିଳ ସଂଘର୍ଷର ଅନ୍ତରଙ୍ଗ ଦସ୍ତାବେଜ Read More
ସମ୍ଭବତଃ ଆପଣମାନଙ୍କର ମନେ ଥିବ ସେହି ବହିଟିର କଥା । ସେହି ବହିଟି ଖୁବ୍ ଜନପ୍ରିୟ ଥିଲା ଆମର ତରୁଣ କାଳରେ । ଆମେ ସେହି ବହିଟି ଅନେକ ଥର କିଣିଛୁ । ଆମର ଉପହାର ତାଲିକାରେ ସେହି କ୍ଷୁଦ୍ରକାୟ ବହିଟି …
ଗୋଟିଏ ଉତ୍ସର୍ଗ ପୃଷ୍ଠା Read More
ପଦ୍ୟ : ବୋଇତ ଯାଉଛି ପ୍ରଳୟ ନେଇ,ରାଜା ଋଷି ନର ସବାର ଥାଇ। ଘର ର ଦୁଆର ଅଥଳ ଥଳକାଳ ଚହଟିଣ ହୁଏ ବିକଳ। ଗତି ଅଛି ନାହିଁ ଦିଗବାରେଣୀ,ଆଲୁଅ ଖେଳକୁ ଅଂଧାରେ ଗଣି। ସଭିଏଁ ଏଇଠି ବୋଇତିଆଳ,କେତେ ସଂଭାଳିବେ ଆପଣା …
ବୋଇତବନ୍ଦାଣ :ଏକ ପଦ୍ୟଗଦ୍ୟାଶ୍ରିତ ଚିତ୍ରାଲେଖ Read More
ତୁତ୍ ପୋକଟେ ସଁବାଳୁଆଟେତୋ ଭିତରେରେଶମ-ପିନ୍ଧା ପ୍ରଜାପତି ହୋଇ ତୁ ଉଡ଼ି ପଳାଇବୁ। -କବି ରାଜେନ୍ଦ୍ର କିଶୋର ସାର୍ ଆପଣଙ୍କ କାନ୍ଥରେ ଏଇ ମନ୍ତବ୍ୟଟି ଲେଖିବାର ଇଚ୍ଛା ଥିଲା।ସ୍ୱତନ୍ତ୍ର ଭାବରେ ଏଇଠି ଲେଖୁଥିବାର ଦୁଃଖିତ।କାରଣ ଲେଖାଟି ଟିକିଏ ବଡ ହୋଇଯାଇପାରେ,ତେଣୁ ଏଇଠି।ଆପଣଙ୍କ କବିତିକାର …
ସଁବାଳୁଆ ବା ପ୍ରଜାପତି, ଯାହା ହେଉ Read More