ହସ୍ତାକ୍ଷର ଯାହାର ପବନରେ ନଳଘାସ ପରି ଦୋହଲୁଥାଏ, ସେପରି ମଣିଷଠାରୁ ସାବଧାନ ରୁହ

ମୂଳ ଇଂରାଜୀ : ଆନ୍ କାର୍ସନ୍ ।। ଓଡ଼ିଆ ଅନୁବାଦ : ରମାକାନ୍ତ ସାମନ୍ତରାୟ ଏହା ହେଉଛି ହାତ ଓ ହସ୍ତାକ୍ଷର ସମ୍ପର୍କରେ ଏକ ପ୍ରବନ୍ଧ। ମୁଁ ଚିନ୍ତାମାନଙ୍କୁ ବିଭିନ୍ନ ଆକୃତିରେ ସଜାଇବାର ଏକ ମାଧ୍ୟମ ଭାବରେ ହସ୍ତାକ୍ଷରକୁ ଗ୍ରହଣ କରେ। …

ହସ୍ତାକ୍ଷର ଯାହାର ପବନରେ ନଳଘାସ ପରି ଦୋହଲୁଥାଏ, ସେପରି ମଣିଷଠାରୁ ସାବଧାନ ରୁହ Read More

ହଜିଯାଇଥିବା ମେଷପଲ

ମୂଳ ଇଂରାଜୀ : ଆନ୍ କାର୍ସନ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ ଭାରି ଶୀତ ଆଉ ଅନ୍ଧାର ଥିଲା; ଆମେ ବହୁତ ଆଗରୁ ପହଞ୍ଚି ଯାଇଥିଲୁ। ପାର୍ଟି ଫାର୍ଟିକୁ ମୋର ଘୋର ଅପସନ୍ଦ। ତମର ଜେଜେମା ରୋଷେଇ ଘରେ ଛିଡା …

ହଜିଯାଇଥିବା ମେଷପଲ Read More

ପୁରୀର ବିଶର

ମୂଳ ଇଂରାଜୀ : ରୁଦୟାଦ କିପଲିଙ୍ଗ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ କ୍ଷୁଦ୍ର ଦୃଷ୍ଟିହୀନ ମାଛ, ସମୁଜ୍ଜଳ ତମେ ପ୍ରଖର ବିଦ୍ୱାନକ୍ଷୁଦ୍ର ଦୃଷ୍ଟିହୀନ ମାଛ, ଆଖିକୁ ତମର କିଏ କଲା ନିର୍ବାପନ ?କାନ ଡେରି ଶୁଣ, ଗୁଣୁଗୁଣୁ କରୁଛି ମୋ …

ପୁରୀର ବିଶର Read More

ଫୁଲମାନେ, ପକ୍ଷୀମାନେ, ପ୍ରଜାପତିମାନେ

ଫୁଲମାନେ,ପକ୍ଷୀମାନେ,ପ୍ରଜାପତିମାନେଶୁଣ ଶୁଣ ମୁଁ ତୁମକୁ ଦେବାକୁ ଚାହୁଁଛି ମୋର ସବୁତକ ପୁଣ୍ୟଭାଗ ବାଣ୍ଟି ନିଅ । କିଛି କୋମଳତା,କିଛି ଗୀତ,କିଛି ରଙ୍ଗିନ ସ୍ୱପ୍ନ ଏବେ ଖୁବ୍ ଲୋଡ଼ା ପୃଥିବୀ ପାଇଁତୁମ ଟିକି ଟିକି ଡେଣାରେ ନିରୀହ ପାଖୁଡ଼ାରେବୋହି ଆଣି ଦିଅ ।ନିଅଣ୍ଟିଆ …

ଫୁଲମାନେ, ପକ୍ଷୀମାନେ, ପ୍ରଜାପତିମାନେ Read More

ଏ କେ ରାମାନୁଜନଙ୍କ ତିନିଟି କବିତା

ଇଣ୍ଡୋ-ଏଙ୍ଗଲିଏନ ଅଥବା ଇଂରାଜୀରେ ଲେଖୁଥିବା ଭାରତୀୟ କବି ଓ ଲେଖକଙ୍କ ମଧରେ ଏ କେ ରାମାନୁଜନ(1929- 1993) ଏକ ବିଶିଷ୍ଠ ବହୁମୁଖୀ ପ୍ରତିଭା। ଜଣେ କବି ରୂପେ ଏବଂ ଦକ୍ଷିଣ ଭାରତୀୟ ଭକ୍ତି କବିତାର ମହାନ ପରମ୍ପରରୁ ଇଂରାଜୀ ଅନୁବାଦରେ ତାଙ୍କ …

ଏ କେ ରାମାନୁଜନଙ୍କ ତିନିଟି କବିତା Read More

ପୋଡାଭୂଇଁ

ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର  ଅନୁସୃଜନ ଏକଶବଦେହର ସତ୍କାରଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣଶୁଖିଲା ଚେରରେ ଯେବେପରଶ ଲାଗଇ ବସନ୍ତ ବର୍ଷାର।ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀଆଚ୍ଛାଦିତ …

ପୋଡାଭୂଇଁ Read More

इतने दल, इतने नेता पर….

इतने दल, इतने नेता पर उन्नति का अभियान रुका है,गुमसुम हैं आकाश-दिशाएँ, फिर भी क्यों तूफ़ान रुका है? (1)गया नहीं क्यों तम जीवन सेदूर अभी भी सुख निर्धन सेभारत की …

इतने दल, इतने नेता पर…. Read More