ଭ୍ରମଣ କାହାଣୀ ୧୩ (ଦ୍ୱାରକା)

ମହାପ୍ରଭୁ ସୋମନାଥଙ୍କର ସୁନ୍ଦର ଦର୍ଶନ ହେଲା । ମନ୍ଦିର ଏତେ ଗହଳି ବି ନଥିଲା ।ଆମ ପଟର ଶିବ ମନ୍ଦିର ପରି ଏଠି ଜଳାଭିଷେକ ଆଦିର ବ୍ଯବସ୍ଥା କାଇଁ ଦେଖିଲିନି । ଭିତରେ ପ୍ରଭୁଙ୍କ ସାଜସଜ୍ଜା ଖୁବ୍ ସୁନ୍ଦର ଥିଲା । …

ଭ୍ରମଣ କାହାଣୀ ୧୩ (ଦ୍ୱାରକା) Read More

ଭ୍ରମଣ କାହାଣୀ ୧୨ (ଦ୍ୱାରକା)

ସୋମନାଥ ମହାଦେବ ବାହାରିଲୁ ପ୍ରସିଦ୍ଧ ସୋମନାଥ ମନ୍ଦିର ଦର୍ଶନ ନିମନ୍ତେ । ଯାହା ବିଷୟ ରେ ଆମେ ଅଳ୍ପ ବହୁତେ ସମସ୍ତେ ଜାଣୁ । ଆମେ ରହୁଥିବା ଥାନଠୁ ଦଶ ମିନିଟର ରାସ୍ତା ଥିଲା ମନ୍ଦିର ।ନୂତନ ମନ୍ଦିର ର ସାମ୍ନାରେ …

ଭ୍ରମଣ କାହାଣୀ ୧୨ (ଦ୍ୱାରକା) Read More

ଭ୍ରମଣ କାହାଣୀ ୧୧ (ଦ୍ୱାରକା)

ଭଲ ଲାଗୁଥିଲା କଳାନାଗ ପରି ଛାଟ ବେଣୀ, କଳା ଗୋଲ ଟିପା, ଆଖି ରେ କାଜଲ, ଓଠ ତଳେ ତିନୋଟି ଅତଏବ ପରି କଳାଟିପା, ଆହୁରି ଭଲ ଲାଗୁଥିଲେ କହରା ନୀଳ ଦିଟି ଆଖି । ବୋଧହୁଏ ନୀଳଟି  ମିଶା ଥିଲା …

ଭ୍ରମଣ କାହାଣୀ ୧୧ (ଦ୍ୱାରକା) Read More

ଭ୍ରମଣ କାହାଣୀ ୧୦ (ଦ୍ୱାରକା)

ସକାଳୁ, ନା ନା ଭୋରୁ କହିଲେ ଠିକ୍ ହେବ …..ନିତ୍ଯକର୍ମ ସାରି ବାହାରିଲୁ ଆମେ ।ଦୂର ଦିଗବଳୟର ସେପାଖେ ଦିଶୁଥିଲା ନୂତନ ସୂର୍ଯ୍ୟ ର ଆହ୍ୱାନ ।ହାତ ଠାରି ଡାକୁଥିଲା ନୂଆ ସକାଳ ।ସରକାରୀ ବସରେ ଚଢିଲୁ ସମସ୍ତେ ।ସବୁଠି ଲୋକାଲ୍ …

ଭ୍ରମଣ କାହାଣୀ ୧୦ (ଦ୍ୱାରକା) Read More

ଭ୍ରମଣ କାହାଣୀ ୯ (ଦ୍ୱାରକା)

ଆଜି ବହୁତ ଭିଡ ହେଇଥାଏ । ନୂଆ ଜାଗା । ସେପଟୁ ଶୁଣିକି ଆସିଥାଉ ଏଇଠି ଅଛନ୍ତି କାଳେ ପ୍ରକୃତ କୃଷ୍ଣ ।ଏ ମନ ବି ଏତେ ମୂଢ ଯେ ଥରେ ଭାବିପାରିଲା କି ଯେ ” କୃଷ୍ଣ ” ତ …

ଭ୍ରମଣ କାହାଣୀ ୯ (ଦ୍ୱାରକା) Read More

ଭ୍ରମଣ କାହାଣୀ ୮ (ଦ୍ୱାରକା)

ମୋ ଶଶୁର ବାପା ରାଜି ହେଲେନି ସମୁଦ୍ର ପାରି ହେଇ  ସେପଟକୁ ଯିବାକୁ, ଆଉ ମୋ ବାପା ଶାରୀରିକ ବାଧା ଯୋଗୁଁ ଯାଇପାରିଲେନି ।ତେଣୁ ଦୁଇ ସମୁଦିଙ୍କୁ ଡେକ୍ ଉପରେ ପର୍ଯ୍ୟଟକ ମାନଙ୍କ ଲାଗି ରଖାଯାଇଥିବା ବେଞ୍ଚ ରେ ବସେଇ ଆମେ …

ଭ୍ରମଣ କାହାଣୀ ୮ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୭ (ଦ୍ୱାରକା)

ମନ୍ଦିର ଅଗଣା ମଝିରେ ଏକ କୁଟିର ଥାଏ ।ସେଇ କୁଟୀର ଭିତରେ ଏକ ଯଜ୍ଞକୁଣ୍ଡ ଯୋଉଠି ଲେଲିହାନ ଶିଖା ରେ ଘୃତାହୁତି ଦେଉଥାନ୍ତି ମହତସାଧୁଗଣ ।ଲୋକେ ଯାଉଥାନ୍ତି ଦୁରରୁ ପ୍ରଣାମକରି ଯୋଡହସ୍ତରେ ପ୍ରତ୍ଯାବର୍ତ୍ତନ କରୁଥାନ୍ତି ଅଗଣା କୁ ଓ ମେଲାରେ ଖୁସି …

ଭ୍ରମଣ କାହାଣୀ – ୭ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୬ (ଦ୍ୱାରକା)

ରଙ୍ଗିଲା ର ସ୍ବପ୍ନ ଓ ବର୍ତ୍ତମାନ ର ଆମ ଦୁନିଆର ମଝିରେ ଗାଡି ର ଚକ ତିନୋଟି ଗଡି ଚାଲିଥାଏ।ସହର ଠୁ ବହୁତ ଦୂର ।ଗହଳି କି  ଚହଲପହଲ ପ୍ରାୟ ନାହିଁ କହିଲେ ଚଳିବ । ଆମରି ଗାଡି ପରି ଆହୁରି …

ଭ୍ରମଣ କାହାଣୀ – ୬ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୫ (ଦ୍ୱାରକା)

” ରଙ୍ଗିଲା ଅଟୋ ବାଲା ” ତାକୁ ନେଇ ମୋ ମନ ମନକୁ ମିଠା ଲାଗିଲା ପରି ନାଁଟେ ମୁଁ ତାର ଦେଲି ମୋ ଭବନା ଖିଅରେ ଡେଣା ଖଞ୍ଜି ।ଦିଲ୍ ଖୁସ୍ ପିଲାଟି । ପକ୍କା ଦିଲଦାର୍ । ସପ୍ତରଙ୍ଗୀ …

ଭ୍ରମଣ କାହାଣୀ – ୫ (ଦ୍ୱାରକା) Read More

ଭ୍ରମଣ କାହାଣୀ – ୪ (ଦ୍ୱାରକା)

ଧଳାରଙ୍ଗଦିଆ କମକୂଟ ଲଟା କାମହେଇଥିବା ଏହି ବିରାଟ କବାଟ ପଛରେ ଅପେକ୍ଷା କରିଥିଲା ମୋ ଆଖି ପାଇଁ କିଛି ଆଶ୍ଚର୍ଯ୍ୟ । ଆଶ୍ଚର୍ଯ୍ୟ ଓ ଐଶ୍ୱର୍ଯ୍ୟ ଏକାଠି। ଚମତ୍କାର ପ୍ରତି ମୁହୂର୍ତ୍ତରେ ହେଉଥାଏ, ଈଶ୍ୱରଙ୍କ ସୃଷ୍ଟି ହିଁ କ୍ଷଣେ କ୍ଷଣେ ପ୍ରତି …

ଭ୍ରମଣ କାହାଣୀ – ୪ (ଦ୍ୱାରକା) Read More