ଉପଚାର

ମୂଳ ଲେଖା: ମୋ ଇୟାନ || ଅନୁବାଦ: ଜ୍ୟୋତି ନନ୍ଦ ସେଦିନ ଉପରଓଳି ମା କୁଇଜାନ’ସ୍ ହୋମ୍ ର ସାଦା ଚୂନକାମ କରାଯାଇଥିବା କାନ୍ଥରେ ଗୋଟିଏ ପୋଷ୍ଟର ଲଟକାଇଦେଇଥିଲେ ଆର୍ମଡ୍ ୱାର୍କ ଡିଟାଚମେଣ୍ଟର କର୍ମଚାରୀ ମାନେ। ଜିଆଉ ନଦୀର ଉପରେ ଯେଉଁ …

ଉପଚାର Read More