ଭ୍ୟାନଗୋଗଙ୍କ ଭାଇବୋହୂ

ଭିନସେଣ୍ଟ ଭ୍ୟାନଗୋଗଙ୍କୁ କିଏ ବା ନଜାଣେ ? କେହି କେହି ଭ୍ୟାନଗୋଗଙ୍କ ଭାଇ ଥିଓଙ୍କୁ ମଧ୍ୟ ଜାଣନ୍ତି । ଦୁଇ ଭାଇଙ୍କ ଅନାବିଳ ପ୍ରେମ ଆମ ଚିତ୍ରକଳା ଇତିହାସ ପାଠର ବିଷୟ ହୋଇସାରିଛି । କିନ୍ତୁ ଭ୍ୟାନଗୋଗଙ୍କୁ ବିଶ୍ୱ କଳା ଦରବାରରରେ …

ଭ୍ୟାନଗୋଗଙ୍କ ଭାଇବୋହୂ Read More

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି

ପାଖାପାଖି ପ୍ରାୟ ଶହେ ବର୍ଷ ତଳେ ଚିତ୍ରଶିଳ୍ପୀ ବିନୋଦ ବିହାରୀ ମୁଖାର୍ଜୀ ୪୪ ଫୁଟ ଲମ୍ବା ଓ ଛଅ ଇଞ୍ଚ ଚଉଡାର ଜାପାନୀ ଶୈଳୀରେ ଏକ ସ୍କ୍ରୋଲ୍ ଛବି ଆଙ୍କିଥିଲେ । କିଛି କାରଣରୁ ତାହା ଅନେକ ବର୍ଷ ଧରି ଲୋକଲୋଚନର …

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି Read More

କାଫକାଙ୍କ ଛବି ଦେଖା

ତାଙ୍କର ଡାଏରୀରେ ଏଇଭଳି ଗୋଟିଏ ଛବିକୁ ନେଇ ଲେଖା ଏମିତି ରହିଛି। ଡାଏରୀରେ ଲେଖାଥିବା ତାରିଖଟି ହେଉଛି ୧୯୨୦ ସାଲ ଫେବ୍ରୁଆରୀମାସର ଦୁଇ ତାରିଖ। ନିଜର ଡାଏରୀରେ ଫ୍ରାଞ୍ଜ କାଫକା ସେଦିନ ଲେଖିଥିଲେ : ” ଛବିଟି ଉପରେ ସେ ଦୃଷ୍ଟି …

କାଫକାଙ୍କ ଛବି ଦେଖା Read More

ଜତୀନ ଦାସଙ୍କ ଷ୍ଟୁଡିଓ

ଷ୍ଟୁଡିଓ ବା ଚିତ୍ରକରର କର୍ମଶାଳା ଯେଉଁଠାରେ ଶିଳ୍ପୀ ସମଗ୍ର ସଂସାରଠୁ ଅଲଗା ହୋଇ ନିଜର ଭିନ୍ନ ଏକ ଜଗତକୁ ପ୍ରବେଶ କରିଯାଏ । ଏଥିପାଇଁ ଶିଳ୍ପୀକୁ ଅତିକ୍ରମ କରିବାକୁ ହେଇଥାଏ ବନ୍ଧନ ଓ ବିମୁକ୍ତି ମଧ୍ୟର ସେଇ ଅର୍ଗଳି ଯେଉଁଠାରେ ସଂସାରର …

ଜତୀନ ଦାସଙ୍କ ଷ୍ଟୁଡିଓ Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ …

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ Read More

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳର ଓଡ଼ିଶାରେ ମୁଦ୍ରଣ ପଦ୍ଧତିରେ ପରିବର୍ତ୍ତନ ଘଟିଲା । ଓଡ଼ିଶାରେ ଧିରେ ଧିରେ ଆଧୁନିକ ପାଶ୍ଚାତ୍ୟ ମୁଦ୍ରଣ ଯନ୍ତ୍ର ପ୍ରଚଳନକୁ ଆସିଲା । ଅନେକ ପୂର୍ବରୁ କାଗଜ ପ୍ରଚଳନକୁ ଆସିସାରିଥିଲା । …

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି Read More

ଏକ ଆଲେଖ୍ୟ

ସାମ୍ପ୍ରତିକ କଳା ଓ ପାରମ୍ପରିକ କଳା ଭିତରେ ରହିଥିବା ପ୍ରଭେଦ-ମତଭେଦ ଆଦି ଦିନକୁ ଦିନ ଅସ୍ପଷ୍ଟ ମନେହେବାରେ ଲାଗିଛି । ସାମ୍ପ୍ରତିକ ପରିସର, ପାରମ୍ପରିକ ପରିସର ଭଳି କୌଣସି ଏକ ସ୍ୱତନ୍ତ୍ର ପରିସର ସହ ଖାପଖାଇ ଚାଲିବା ଅପେକ୍ଷା ଏବେ ସ୍ୱକୀୟ …

ଏକ ଆଲେଖ୍ୟ Read More

ଚିତ୍ରକାର ସଦାନନ୍ଦ

ସଦା ଚିତ୍ରକାର ମୋ ପିଲା ଦିନ କଥା କହୁଛି। ୧୯୫୦ ମସିହା କଥା। ମୋତେ ବୋଧହୁଏ ୧୧ ଵର୍ଷ । ଆଠଗଡ ହାଇସ୍କୁଲ ରେ ପଞ୍ଚମ ଶ୍ରେଣୀ ରେ ପଢୁଥାଏ। ଘରେ ଗଣେଶ ପୂଜା ହେଵ। ସେଥିପାଇଁ ମୂର୍ତ୍ତିଟିଏ ଆସିଵ। ସେତେବେଳେ …

ଚିତ୍ରକାର ସଦାନନ୍ଦ Read More

ଅଶୋକ ମିତ୍ର – ଛବି ଦେଖିବାର କଳା (୨)

ଜନସାଧାରଣ କୌଣସିଦିନ ପ୍ରକୃତପକ୍ଷରେ ଠିକ୍ ମତ ଦେଖିବା ଶିଖିନାହାଁନ୍ତି  ବୋଲି ହିଁ ଏଇସବୁ ଭୁଲ୍ ଓ ଗୋଳମାଳ ଆହୁରି ପ୍ରଶ୍ରୟ ପାଏ । ସାଧାରଣ ଲୋକେ ଚିହ୍ନାଜଣା ପଦାର୍ଥକୁ ଚିହ୍ନି ପାରନ୍ତି ; ତାହା ଭିତରୁ କୌଣସି କୌଣସି ଲକ୍ଷଣଗୁଡିକ ବ୍ୟବହାରିକ …

ଅଶୋକ ମିତ୍ର – ଛବି ଦେଖିବାର କଳା (୨) Read More

ଅଶୋକ ମିତ୍ର – ଛବି ଦେଖିବାର କଳା (୧)

ଯେ କୌଣସି ଦେଶ ଆଉ କାଳରେ ଚିତ୍ରକଳାର ରସ କେଉଁଭଳି ଆସ୍ୱାଦନ କରିବାକୁ ହୁଏ, ସେଇ ରସ-ଆସ୍ୱାଦ ର ମୂଳରେ କ’ଣ କ’ଣ ଥାଏ ,ଏଇଠି ସେଇ ବିଷୟରେ କିଛି ଅବତାରଣା କରାଯିବ। ତେବେ ଏଇଠି କୌଣସି ପାଠକ ଯେମିତି ମନେ …

ଅଶୋକ ମିତ୍ର – ଛବି ଦେଖିବାର କଳା (୧) Read More