ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ!

ସେ ବାରମ୍ବାର ବନ୍ଦ କରିଦିଏ ନିଜକୁ ନିଜ ଭିତରେ! ତା’ ମନର ସାତ ତାଳ ଗଭୀରରେ, କେଉଁ ଗୋଟେ କୋଣରେ ଚୁପ୍ କିନି ବସିଯାଏ ଯେ ବସିଥାଏ ସେମିତି! ଆଦୌ ହଲଚଲ ନ ହେଇ, ବିଲକୁଲ ପାଟି ନ ଫିଟେଇ! ବାହାରେ …

ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ! Read More

ମଣିପୁର: ଗୋଟାଏ ଅଭାଗିନୀ ମା’

ଦୃଶ୍ୟ-୧: ସ୍ତ୍ରୀ ମୋର ଆଠ ମାସର ଗର୍ଭବତୀ, ଆଗରୁ ଅଛନ୍ତି ଆଉ ଦୁଇଟା କୁନି କୁନି ଛୁଆ। ସେମାନଙ୍କ ଦୌଡ଼କୁଦରେ ଦିନେ ହସୁଥିଲା ଆମ ଘର-ଦୁଆର, ଛୋଟିଆ ମୋ’ ସୁଖୀ ସଂସାରକୁ ଦେଖି ମା’ ମୋର ଭଗବାନଙ୍କ ପାଖରେ ନିଇତି ମୁଣ୍ଡ …

ମଣିପୁର: ଗୋଟାଏ ଅଭାଗିନୀ ମା’ Read More

ଶାଢ଼ୀ

ପ୍ରତିଥର ସୁଲଗ୍ନା ମେଳାକୁ ଆସେ। ମେଳା ପରିସରରେ ଘେରାଏ ବୁଲି ସାରିବା ପରେ ଚାଲିବା ଚାଲିବା ହୋଇ ଯାଏ ସେଇ ଚିହ୍ନା ଦୋକାନୀଙ୍କ ଷ୍ଟଲ୍ କୁ। ଆଉ ପଚାରେ, “ମୋ’ର ଶାଢ଼ୀଟା ଆଣିଛନ୍ତି?” ଦୋକାନୀ ହଁ କହି ବଡ଼ ଆଗ୍ରହରେ ଶାଢ଼ୀଟିକୁ …

ଶାଢ଼ୀ Read More

କାହା ଭୁଲ୍ ପାଇଁ!

ଯେତେବେଳେ ସେ ଫସିଥିବା ବଗି ଭିତରୁ ମୁଁ ତା’ ହାତ ଧରି ବାହାରକୁ ଟାଣି ଆଣୁଥିଲି, ଯେତେବେଳେ ତା’ ମୁଣ୍ତରୁ ବୋହୁଥିବା ରକ୍ତଧାରକୁ ବନ୍ଦ କରିବା ପାଇଁ ତା’ ମୁଣ୍ଡରେ ମୋ’ ରୁମାଲ୍ କି ମୋ’ ସାର୍ଟ ଖୋଲି ପଟି ବାନ୍ଧୁଥିଲି, …

କାହା ଭୁଲ୍ ପାଇଁ! Read More

ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା …

ଅନ୍ତର୍ଜାତୀୟ ଚା’ ଦିବସ Read More

ଦରଜା ସେପଟେ ଆଲୁଅ

ହୁଏତ ମୋ’ କଥା ଆଦୌ ଶୁଭି ନ ପାରେ ତୁମକୁ! କିମ୍ବା ଶୁଣି କି ବି ନ ଶୁଣିବାର ଛଳନା କରିପାର ତୁମେ। ବିଲକୁଲ କିଛି ନ କହି ତୁମେ ପୂରା ନିରବ ରହିପାର, ମୋ’ ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି …

ଦରଜା ସେପଟେ ଆଲୁଅ Read More