ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ

ଏ ହେଉଚି ସୃଷ୍ଟି ଆରମ୍ଭ ପୂର୍ବ ସମୟର କଥା। ପ୍ରବାହମାନ ଥାଏ ଖାଲି କଳା-ଘୁମର ଜଳର ସ୍ରୋତଟେ। ତା’ରି ଭିତରେ ବାସୁକୀ କୋଳରେ ଭଗବାନ ବିଷ୍ଣୁ ଅନନ୍ତ ଶୟନରେ ଥା’ନ୍ତି। ହଠାତ୍ ତାଙ୍କ ନାଭିରୁ କମ୍ପନ କରି ସୃଷ୍ଟି ହୁଏ ‘ॐକାର …

ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ Read More

ଦୁର୍ଗାପୂଜାର ଭିନ୍ନ ଏକ ରଙ୍ଗ: ପୁରୀ ଗୋସାଣୀ ଯାତ୍ରା

୧୬ ଅକ୍ଟୋବର ଅଚାନକ ଭାବରେ ପୁରୀ ଯିବାର ନିମନ୍ତ୍ରଣ ମିଳିଲା। ଅଚାନକ ହେଲେ ବି ପୁରୀ ଯିବାର ଲୋଭ କ’ଣ ଛାଡି ହୁଏ? ମୁଁ ବି ତୁରନ୍ତ ବାହାରି ପଡିଲି। ଜଗା ତା’ ନିଜ ତରଫରୁ ସୁଯୋଗ ଦେଇଥାଏ ବୋଲି କି …

ଦୁର୍ଗାପୂଜାର ଭିନ୍ନ ଏକ ରଙ୍ଗ: ପୁରୀ ଗୋସାଣୀ ଯାତ୍ରା Read More

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି

“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି …

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି Read More

ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

         ବେଳେବେଳେ ଲକ୍ଷ୍ୟ କରିଥିବେ – ମନ ଅଶାନ୍ତ ଥିଲେ, ଭାରାକ୍ରାନ୍ତ ଥିଲେ, ବିରକ୍ତି ଲାଗୁଥିଲେ, କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବା ସମାଧାନରେ ନପହଞ୍ଚି ପାରୁଥିଲେ ଆମେ ହାତରେ ଥିବା କାଗଜ ଉପରେ କଲମ ଧରି ମନ ଇଚ୍ଛା, ଲଗାତାର ଗାରେଇ …

ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍ Read More

ସିକ୍ରେଟ୍ ଡିଜାୟାର୍ସ

ସନ୍ଧ୍ୟାବେଳୁ ବର୍ଷାଟା ଲାଗି ରହିଛି। ମଝିରେ ମଝିରେ ଅଟକି ଯାଇ, ପୁଣି ବହେ ଗାଳି ପକାଉଛି। ଡିନର୍ ପରେ ଯେତେ ଚେଷ୍ଟା କଲେ ବି ଘଡ଼ଘଡି ଆଉ ଛାତ ଉପରୁ ବର୍ଷାର ଛପର ଛପର ଶବ୍ଦରେ ବିଲକୁଲ୍ ନିଦ ହେଉନି। ଚାଦର …

ସିକ୍ରେଟ୍ ଡିଜାୟାର୍ସ Read More

ଚିରନ୍ତନ ପ୍ରେମର ପ୍ରତୀକ: କରବୀର

     ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା …

ଚିରନ୍ତନ ପ୍ରେମର ପ୍ରତୀକ: କରବୀର Read More

କଲମ୍-ଖୁସ୍ ପେପର୍, କାଗଜୀ ସମ୍ପ୍ରଦାୟ ଓ ୭୦୦ ବର୍ଷର ପରମ୍ପରା

୧୫୨୬ରେ ପାନିପତ୍ ଯୁଦ୍ଧରେ ଇବ୍ରାହିମ୍ ଲୋଦ୍ଧୀଙ୍କୁ ପରାସ୍ତ କରି ଉଜବେକୀ ରାଜା ବାବର ଯେତେବେଳେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କଲେ, ସେତେବେଳେ ସେ ନିଜ ସାଙ୍ଗରେ କେବଳ ନିଜର ସୈନ୍ୟ-ସାମନ୍ତ ଧରି ରାଜ୍ୟ ଜୟ କରିବା ପାଇଁ ଆସିନଥିଲେ। ସେ ଆସିଥିଲେ …

କଲମ୍-ଖୁସ୍ ପେପର୍, କାଗଜୀ ସମ୍ପ୍ରଦାୟ ଓ ୭୦୦ ବର୍ଷର ପରମ୍ପରା Read More

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ …

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା Read More

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍

ଦିଗନ୍ତ-ଦିଗନ୍ତ ବ୍ୟାପି ବାଲି! ପାଦ ପାଖରୁ ଦିଗବଳୟ ଯାଏଁ ଅସରନ୍ତି ବାଲୁକା ଶଯ୍ୟା। କାହିଁ କେଉଁ ଦିନୁ ବର୍ଷାର ଠୋପାଏ ବି ପଡିନି ଏ ଉତ୍ତପ୍ତ, ଶୁଷ୍କ ବାଲୁକା ରାଶି ଉପରେ। ଆଖି ପାଇବା ଯାଏଁ କୋଉଠି ବି ଧାପିଏ ପାଣି …

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍ Read More

୨୭୫ଟି ଫେରି ନଥିବା ସ୍ୱପ୍ନ

ନା’!ଆଉ ଖୋଲିବାକୁ ପଡିବନିନୂଆ ନୀଳ ଶାଢ଼ୀର ଜରି -ପିନ୍ଧି ଝଲସିଥିଲେ,ଦେଖି ବିଭୋର ହେବା ଲୋକଟା-ଆଉ ଫେରିବନି ଯେ!ଭାକ୍!ବେକାରେ, ବୋଉ ବସିବିରି-ଚାଉଳ ଭେଦଉଛି,ତା’ ସରୁ ଚକୁଳିରେ -କଣା ଗଣି ହିସାବ କରିବା ମଣିଷଟା ବାଆଜି ହିସାବ ରଖି ପାରିନି,ନିଜ ଦେହର ଛିଣ୍ଡି ଯାଇଥିବା …

୨୭୫ଟି ଫେରି ନଥିବା ସ୍ୱପ୍ନ Read More