Dante and Beatrice, by Henry Holiday, inspired by La Vita Nuova, 1883

ମଇ ଏକ: ପ୍ରେମ ଆଉ ଶ୍ରମର ଏକ କ୍ଷୁଦ୍ର ପ୍ରେମ କଥା

ଶ୍ରମ ଭଳି ଗମ୍ଭୀର କଥାରେ କାବ୍ୟ କି ପ୍ରେମ ଘଟଣା ଦିଶେନାହିଁ। ଅଥଚ କବି ଅବା ପ୍ରେମାସକ୍ତ ମାନେ ବେଶ୍ ଭଲଭାବରେ ଜାଣନ୍ତି ସେମାନଙ୍କୁ କେତେକେତେ ଶ୍ରମ କରିବାକୁ ପଡିଥାଏ । ନିଜ ପ୍ରେମକୁ ସଫଳ କରିବାପାଇଁ ଆମେ ନିଜକୁ ଗୌରୀକେଦାର …

ମଇ ଏକ: ପ୍ରେମ ଆଉ ଶ୍ରମର ଏକ କ୍ଷୁଦ୍ର ପ୍ରେମ କଥା Read More

ଛନ୍ଦ

ମୂଳ ଲେଖା : ଚାର୍ଲି ଚାପଲିନ୍ || ଅନୁବାଦ : ଜ୍ୟୋତି ନନ୍ଦ ସ୍ପେନ୍ ର ଗୋଟିଏ ଜେଲଖାନା । ସେହି ଜେଲଖାନାର ପଛପଟରେ ଅଛି ଗୋଟିଏ ଲମ୍ବା ବାରନ୍ଦା, ଉଚ୍ଚ ପାଚେରୀ ଘେରା ସେଇ ଗୋଟିକ ବଧ୍ୟଭୂମୀ । ସେହି …

ଛନ୍ଦ Read More

ଶିକ୍ଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରତିମା ପୁରସ୍କାର ୨୦୨୪ ଘୋଷଣା

ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ପାଢ଼ୀଙ୍କ ୫୯ତମ ଜନ୍ମଦିନ ଅବସରରେ ପ୍ରତିମା ଫାଉଣ୍ଡେସନ୍ ତରଫରୁ ପାଳିତ ହେବାକୁ ଯାଉଥିବା ପ୍ରତିମା ପୁରସ୍କାର ଉତ୍ସବ ୨୦୨୪ରେ ଶିକ୍ଷା ଏବଂ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପୁରସ୍କୃତ ହେଉଥିବା ଦୁଇ ପ୍ରମୁଖ …

ଶିକ୍ଷା ଏବଂ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରତିମା ପୁରସ୍କାର ୨୦୨୪ ଘୋଷଣା Read More

କମଳାକାନ୍ତ ମହାପାତ୍ରଙ୍କ ଅନୁଦିତ “ଟିକି ରାଜକୁମାର”

ଶୀତ ଯିବା ଯିବା ହେଉଚି, ପବନରେ ବସନ୍ତର ହିଲ୍ଲୋଳ । ମୁଁ ଏବେ ଏବେ ପଢ଼ିକି ସାରିଲି ଆନ୍ତନ ଡି ସେଣ୍ଟ ଏକ୍ସୁପେରୀଙ୍କ ଦ୍ୱାରା ରଚିତ ଓ ବିଶିଷ୍ଟ ଅନୁବାଦକ କମଳାକାନ୍ତ ମହାପାତ୍ରଙ୍କ ଦ୍ୱାରା ଅନୁଦିତ “ଟିକି ରାଜକୁମାର” । ବହିଟି …

କମଳାକାନ୍ତ ମହାପାତ୍ରଙ୍କ ଅନୁଦିତ “ଟିକି ରାଜକୁମାର” Read More

ପୁରୁଷ

ମୂଳ ଲେଖା : ଗୁଲଜାର୍ || ଅନୁବାଦ : ଜ୍ୟୋତି ନନ୍ଦ ସେ ଖୁବ୍ ଚିନ୍ତାରେ।ତାହାର ଶରୀରରେ ଏବେ ଗର୍ଭଧାରଣର ଚିହ୍ନ ଅଳ୍ପ ଅଳ୍ପ କରି ଦେଖାଦେବାକୁ ଲାଗିଲାଣି।ଏହା ଭିତରେ ପୁଣି ପାଖେଇ ଆସୁଛି କାପ୍ପୁର ହଷ୍ଟେଲ୍ ରୁ ଘରକୁ ଆସିବାର …

ପୁରୁଷ Read More

ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ

ଏ ହେଉଚି ସୃଷ୍ଟି ଆରମ୍ଭ ପୂର୍ବ ସମୟର କଥା। ପ୍ରବାହମାନ ଥାଏ ଖାଲି କଳା-ଘୁମର ଜଳର ସ୍ରୋତଟେ। ତା’ରି ଭିତରେ ବାସୁକୀ କୋଳରେ ଭଗବାନ ବିଷ୍ଣୁ ଅନନ୍ତ ଶୟନରେ ଥା’ନ୍ତି। ହଠାତ୍ ତାଙ୍କ ନାଭିରୁ କମ୍ପନ କରି ସୃଷ୍ଟି ହୁଏ ‘ॐକାର …

ସୃଷ୍ଟି ଓ ସମୟର ଆରମ୍ଭର ଉପାଦାନ: ପଦ୍ମଫୁଲ Read More

ଭ୍ରମଣ କାହାଣୀ ୧୩ (ଦ୍ୱାରକା)

ମହାପ୍ରଭୁ ସୋମନାଥଙ୍କର ସୁନ୍ଦର ଦର୍ଶନ ହେଲା । ମନ୍ଦିର ଏତେ ଗହଳି ବି ନଥିଲା ।ଆମ ପଟର ଶିବ ମନ୍ଦିର ପରି ଏଠି ଜଳାଭିଷେକ ଆଦିର ବ୍ଯବସ୍ଥା କାଇଁ ଦେଖିଲିନି । ଭିତରେ ପ୍ରଭୁଙ୍କ ସାଜସଜ୍ଜା ଖୁବ୍ ସୁନ୍ଦର ଥିଲା । …

ଭ୍ରମଣ କାହାଣୀ ୧୩ (ଦ୍ୱାରକା) Read More

ଦୁର୍ଗାପୂଜାର ଭିନ୍ନ ଏକ ରଙ୍ଗ: ପୁରୀ ଗୋସାଣୀ ଯାତ୍ରା

୧୬ ଅକ୍ଟୋବର ଅଚାନକ ଭାବରେ ପୁରୀ ଯିବାର ନିମନ୍ତ୍ରଣ ମିଳିଲା। ଅଚାନକ ହେଲେ ବି ପୁରୀ ଯିବାର ଲୋଭ କ’ଣ ଛାଡି ହୁଏ? ମୁଁ ବି ତୁରନ୍ତ ବାହାରି ପଡିଲି। ଜଗା ତା’ ନିଜ ତରଫରୁ ସୁଯୋଗ ଦେଇଥାଏ ବୋଲି କି …

ଦୁର୍ଗାପୂଜାର ଭିନ୍ନ ଏକ ରଙ୍ଗ: ପୁରୀ ଗୋସାଣୀ ଯାତ୍ରା Read More

ଜଣେ ଶିକ୍ଷକର ଗଳ୍ପ

ମୂଳ ଲେଖା : ଗୀତା ମେହେଟ୍ଟା || ଅନୁବାଦ : ଜ୍ୟୋତି ନନ୍ଦ ସେମିତି ଅସନ୍ତୋଷର ମଣିଷ ନୁହଁନ୍ତି ମୋହନ ଗୁରୁଜୀ। ଯଦିଓ ସେ ଗୋଟିଏ ଦୁଃଖଭରା ଜୀବନ ଯାପନ କରୁଥିଲେ ତଥାପି ତାଙ୍କର ଶାନ୍ତ ଆଉ ଭଦ୍ର ପ୍ରକୃତି ତାଙ୍କୁ …

ଜଣେ ଶିକ୍ଷକର ଗଳ୍ପ Read More

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି

“କେଉଁ ଦେବତାର କ୍ଷଣିକ ଆଶିଷ, ଶୁଭ୍ର ପାଖୁଡା ଧରି, ସୁନ୍ଦର ଏହି ଶରତ ସକାଳେ, ଭୂତଳେ ପଡିଲୁ ଝରି!”…….ଶେଫାଳିକୁ ନେଇ ବିଦ୍ବୁତପ୍ରଭା ଦେବୀଙ୍କ ଏଇ ଚାରି ଧାଡି କାହାର ମନେ ନଥିବ ଯେ? ଆଜିର ଆଲୋଚନା ସେଇ ଧଳା ଟିକି ଟିକି …

ସ୍ବର୍ଗରୁ ଓହ୍ଲାଇ ଆସିଥିବା ନୈଶ୍ୟ ସୁନ୍ଦରୀ: ଗଙ୍ଗଶିଉଳି Read More