ଏ କେ ରାମାନୁଜନଙ୍କ ତିନିଟି କବିତା

ଇଣ୍ଡୋ-ଏଙ୍ଗଲିଏନ ଅଥବା ଇଂରାଜୀରେ ଲେଖୁଥିବା ଭାରତୀୟ କବି ଓ ଲେଖକଙ୍କ ମଧରେ ଏ କେ ରାମାନୁଜନ(1929- 1993) ଏକ ବିଶିଷ୍ଠ ବହୁମୁଖୀ ପ୍ରତିଭା। ଜଣେ କବି ରୂପେ ଏବଂ ଦକ୍ଷିଣ ଭାରତୀୟ ଭକ୍ତି କବିତାର ମହାନ ପରମ୍ପରରୁ ଇଂରାଜୀ ଅନୁବାଦରେ ତାଙ୍କ …

ଏ କେ ରାମାନୁଜନଙ୍କ ତିନିଟି କବିତା Read More

ପୋଡାଭୂଇଁ

ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର  ଅନୁସୃଜନ ଏକଶବଦେହର ସତ୍କାରଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣଶୁଖିଲା ଚେରରେ ଯେବେପରଶ ଲାଗଇ ବସନ୍ତ ବର୍ଷାର।ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀଆଚ୍ଛାଦିତ …

ପୋଡାଭୂଇଁ Read More

ଦୁଇ ଅଣୁଗଳ୍ପ

ମୋବାଇଲର ଦୁଃଖ ମୋବାଇଲର ଦୁଃଖ ଅସରନ୍ତି | ଦିନରାତି ବିଚରାଙ୍କୁ ଟିକେ ଫୁରସତ ନାହିଁ | ରାତି ଏଗାର -ବାର ଯାଏଁ ଲୋକେ ତାକୁ କାମରେ ଲଗାଉଥିବେ | ରାତି ବାର ବେଳକୁ ଯଦି ସେମାନେ ଟିକେ ଶୋଇଲେ, ମୋବାଇଲ ଟିକେ …

ଦୁଇ ଅଣୁଗଳ୍ପ Read More

ସ୍ବପ୍ନଯାନୀ

ସ୍ବପ୍ନ ଦେଖେନି ମୁଁ କେବେ ଦେଖିଥିବି ବା ଥରେଅଧେ !ସେ,କହଂତେ, ଦେବାଶିଷ ସାମନ୍ତରାୟ ଦେଖେ ଦେଖିଲା ଭଳିଆ ସ୍ବପ୍ନ’ ଗଢ଼ିବାର ଜିଦ୍ ଧରି ଯୋଜନା ବି ପକ୍କା, ଝକାସ୍ ପ୍ରକାଶକ ହବ ଏକ ନଂ ଓଡ଼ିଶାର, ସମସ୍ତଂକୁ ଟପି ! ଉଚ୍ଚତା …

ସ୍ବପ୍ନଯାନୀ Read More

କବିତାର କଳ୍ପନା ଓ ଆଲୋଚନା

ଆସନ୍ତୁ ଭେଟିବା ମହାନ କାଳ୍ପନିକ ଦୃଶ୍ୟକୁ। ଏଇ ଦେଖନ୍ତୁ କାନ୍ଥ। କାନ୍ଥରେ ଝୁଲିଛି ଗୋଟେ କ୍ୟାଲେଣ୍ଡର।କ୍ୟାଲେଣ୍ଡରରେ ଦିଶିଲା କି ଚିତ୍ର! ମନେ ପକାନ୍ତୁ କେତେ କେତେ ବର୍ଷ କୋଉଠି କୋଉଠି ଦେଖିଛନ୍ତି ଏ ଚିତ୍ର ! ଅନନ୍ତ ଶୟନରେ ବିଷ୍ଣୁ। ବୀଣା …

କବିତାର କଳ୍ପନା ଓ ଆଲୋଚନା Read More

କବିତାର ପରକୀୟା ଓ ପରକାୟା ପ୍ରୀତି

କବିତାର ପରକୀୟା କଥାଟା ଶୁଣି ଯିଏ ସିଏ ଭାବି ( ନ ଭାବି ବି) ପାରେ: ଏମିତି କଣ କରିପାରେ କବିତା ଯା’ ସାମାଜିକ ଶୃଙ୍ଖଳା ଓ ସୀମା ବାହାରେ ? ଇସ୍ ! (ଟଲଷ୍ଟୟ ଥିଲେ କରିଥାନ୍ତେ ଦେଖ, ଇଏ …

କବିତାର ପରକୀୟା ଓ ପରକାୟା ପ୍ରୀତି Read More

ସାମ୍ବାଦିକଙ୍କ ମୃତ୍ୟୁ ପରେ

ମୂଳ ବଙ୍ଗଳା – ଏକରାମ କବୀର ।। ଓଡିଆ ଅନୁବାଦ – ମୃଣାଳ ଭରତପୁର ଗ୍ରାମର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପରେ ଲୋକମାନେ ଭାବିଲେ, ଭଲ ହେଲା ଆଉଜଣକର ଖାଇବା ବଂଚିଗଲା । ଏକଥା ସେମାନେ ଭାବୁ ଭାବୁ ସାରା ଭରତପୁରରେ …

ସାମ୍ବାଦିକଙ୍କ ମୃତ୍ୟୁ ପରେ Read More

ପୃଥିବୀ

ଛାୟାପଥକୁ ଆକାଶଗଙ୍ଗା ବୋଲି ବି କହନ୍ତି ।ସେଠି ଅନେକ ତାରା, ଅନେକ ସୌରମଣ୍ଡଳ, ଅସଂଖ୍ୟ ଗ୍ରହ । ଅନେକ ଗ୍ରହର ନାମକରଣ ବି ହୋଇନି | ସେମିତି ଏକ ନାମହୀନ ଛୋଟ ଗ୍ରହର ଦୁଇଜଣ ତରୁଣ ଅଧିବାସୀ ପୃଥିବୀକୁ ବୁଲି ବାହାରିଲେ …

ପୃଥିବୀ Read More

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ …

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା Read More