ଭ୍ରମଣ କାହାଣୀ – ୨ (ଦ୍ୱାରକା)

ଏବେ ଟ୍ରେନ୍ କଇଁଚ କି ଗେଣ୍ଡା ଠୁ ବି ଥିରେ ଚାଲୁଥାଏ । କେତେ ପ୍ରକାର କଥା ଶୁଣିବାକୁ ମିଳୁଥାଏ । ଟ୍ରେନ୍ ଲାଇନ୍ ଖରାପ ଅଛି, ଆଗରେ ଆଉ ଗୋଟେ ଟ୍ରେନ୍ ଲେଉଟିପଡିଛି, ଲାଇନ୍ ସଫା ନାହିଁ ଆହୁରି ଆହୁରି …

ଭ୍ରମଣ କାହାଣୀ – ୨ (ଦ୍ୱାରକା) Read More

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ …

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା Read More

ଶାଢ଼ୀ

ପ୍ରତିଥର ସୁଲଗ୍ନା ମେଳାକୁ ଆସେ। ମେଳା ପରିସରରେ ଘେରାଏ ବୁଲି ସାରିବା ପରେ ଚାଲିବା ଚାଲିବା ହୋଇ ଯାଏ ସେଇ ଚିହ୍ନା ଦୋକାନୀଙ୍କ ଷ୍ଟଲ୍ କୁ। ଆଉ ପଚାରେ, “ମୋ’ର ଶାଢ଼ୀଟା ଆଣିଛନ୍ତି?” ଦୋକାନୀ ହଁ କହି ବଡ଼ ଆଗ୍ରହରେ ଶାଢ଼ୀଟିକୁ …

ଶାଢ଼ୀ Read More

ଉପଚାର

ମୂଳ ଲେଖା: ମୋ ଇୟାନ || ଅନୁବାଦ: ଜ୍ୟୋତି ନନ୍ଦ ସେଦିନ ଉପରଓଳି ମା କୁଇଜାନ’ସ୍ ହୋମ୍ ର ସାଦା ଚୂନକାମ କରାଯାଇଥିବା କାନ୍ଥରେ ଗୋଟିଏ ପୋଷ୍ଟର ଲଟକାଇଦେଇଥିଲେ ଆର୍ମଡ୍ ୱାର୍କ ଡିଟାଚମେଣ୍ଟର କର୍ମଚାରୀ ମାନେ। ଜିଆଉ ନଦୀର ଉପରେ ଯେଉଁ …

ଉପଚାର Read More

ଓଃ ମଲ୍ଲିକା!

ଓଃ ମଲ୍ଲିକା! ଦେବଦାସ ଛୋଟରାୟ ସମକାଳୀନ ଓଡ଼ିଆ ସାହିତ୍ୟରେ ଜଣେ ପରିଚିତ ନାମ ତଥା ଓଡ଼ିଆ ଗୀତି କବିତାର ମହାନାୟକ। ରୋମାଣ୍ଟିକ ଆବେଗର ଅନନ୍ୟ କବି ସେ। ନୀଳ ସରସ୍ଵତୀ, ଲାଲ୍ ମାଛ, ରମାକୁ ମାରିବାର ପାଞ୍ଚଟି ଉପାୟ, ମଲ୍ଲିକା, ଚୁମ୍ବନ, …

ଓଃ ମଲ୍ଲିକା! Read More

ଭ୍ରମଣ କାହାଣୀ – ୧ (ଦ୍ୱାରକା)

ଏଥର ଆସନ୍ତୁ ବୁଲି ଯିବେ ମୋ ସହ କେତୋଟି ସୁନ୍ଦର ଯାଗା । ଏକାଠି ଭେଟିବା ଭାରତର ମହନୀୟ ସଂସ୍କୃତି, ଉତ୍କୃଷ୍ଟ ପରମ୍ପରା, ଗପ ଓ କାହାଣୀ, ତଥ୍ୟ ତଥା ସତ୍ୟତା ଭରା ବିଶ୍ୱାସ ଭରା କିମ୍ବଦନ୍ତୀ ସହ ନିଜସ୍ୱ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ …

ଭ୍ରମଣ କାହାଣୀ – ୧ (ଦ୍ୱାରକା) Read More

ରଜ ପରବ

ରଜ ଦୋଳି ଭୂଇଁକୁ ନକରି ଖୋଳାଖୋଳି ଗଛ ଡ଼ାଳରେ ସେ ରହେ ଓହଳି ଦଉଡି ତା, ନଡ଼ିଆ କତାର ବଳି ସକାଳୁ ସଞ୍ଜ, ପିଲାଠୁ ବଡ କରନ୍ତି ଅତି ଗହଳି ହଉଥାଉ ଯେତେ ଉତ୍କଟ ଗୁଳୁଗୁଳି ସବା ସାନ ପିଲାଏ କରନ୍ତି …

ରଜ ପରବ Read More

ପଞ୍ଜୁରୀ

ମୂଳ ଲେଖା: ଅବଦୁଲରାଜାକ ଗୁର୍ନାହ || ଅନୁବାଦ: ଜ୍ୟୋତି ନନ୍ଦ କେବେ କେବେ ହମିଦର ମନକୁ ଆସେ ପୂରା ସମୟ ସେ ଯେମିତି ଏଇ ଦୋକାନଟିରେ ବନ୍ଦୀ ହୋଇ ରହିଯାଇଛି ଆଉ ଏଇଭଳି ସେଇଠି ହିଁ ତାହାର ଶେଷ ଜୀବନଟି ବି …

ପଞ୍ଜୁରୀ Read More

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍

ଦିଗନ୍ତ-ଦିଗନ୍ତ ବ୍ୟାପି ବାଲି! ପାଦ ପାଖରୁ ଦିଗବଳୟ ଯାଏଁ ଅସରନ୍ତି ବାଲୁକା ଶଯ୍ୟା। କାହିଁ କେଉଁ ଦିନୁ ବର୍ଷାର ଠୋପାଏ ବି ପଡିନି ଏ ଉତ୍ତପ୍ତ, ଶୁଷ୍କ ବାଲୁକା ରାଶି ଉପରେ। ଆଖି ପାଇବା ଯାଏଁ କୋଉଠି ବି ଧାପିଏ ପାଣି …

ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍ Read More

୨୭୫ଟି ଫେରି ନଥିବା ସ୍ୱପ୍ନ

ନା’!ଆଉ ଖୋଲିବାକୁ ପଡିବନିନୂଆ ନୀଳ ଶାଢ଼ୀର ଜରି -ପିନ୍ଧି ଝଲସିଥିଲେ,ଦେଖି ବିଭୋର ହେବା ଲୋକଟା-ଆଉ ଫେରିବନି ଯେ!ଭାକ୍!ବେକାରେ, ବୋଉ ବସିବିରି-ଚାଉଳ ଭେଦଉଛି,ତା’ ସରୁ ଚକୁଳିରେ -କଣା ଗଣି ହିସାବ କରିବା ମଣିଷଟା ବାଆଜି ହିସାବ ରଖି ପାରିନି,ନିଜ ଦେହର ଛିଣ୍ଡି ଯାଇଥିବା …

୨୭୫ଟି ଫେରି ନଥିବା ସ୍ୱପ୍ନ Read More