କାଫକାଙ୍କ ସାଙ୍ଗ

ମୂଳ ଲେଖା: ଆଇଜାକ୍ ବାସେଭିସ୍ ସିଙ୍ଗର୍ || ଅନୁବାଦ: ଜ୍ୟୋତି ନନ୍ଦ ମୁଁ କାଫକାଙ୍କ ବିଷୟରେ ତାଙ୍କର  ବହି ପଢିବାର କିଛି ବର୍ଷ ଆଗରୁ ତାଙ୍କର ବନ୍ଧୁ ଜାକସ୍ କୋହନ, ୟିଡିଶ ରଙ୍ଗମଞ୍ଚର ଜଣେ ପୂର୍ବତନ ଅଭିନେତା, ତାଙ୍କ ନିକଟରୁ ଶୁଣିଥିଲି …

କାଫକାଙ୍କ ସାଙ୍ଗ Read More

କାହା ଭୁଲ୍ ପାଇଁ!

ଯେତେବେଳେ ସେ ଫସିଥିବା ବଗି ଭିତରୁ ମୁଁ ତା’ ହାତ ଧରି ବାହାରକୁ ଟାଣି ଆଣୁଥିଲି, ଯେତେବେଳେ ତା’ ମୁଣ୍ତରୁ ବୋହୁଥିବା ରକ୍ତଧାରକୁ ବନ୍ଦ କରିବା ପାଇଁ ତା’ ମୁଣ୍ଡରେ ମୋ’ ରୁମାଲ୍ କି ମୋ’ ସାର୍ଟ ଖୋଲି ପଟି ବାନ୍ଧୁଥିଲି, …

କାହା ଭୁଲ୍ ପାଇଁ! Read More

ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ

ଅନେକ ବର୍ଷ ତଳର କଥା। ପେରିଓ୍ବିଙ୍କିଲ୍  ନାମକ ବରଫ ପରୀଟେ ଥରେ ନିଜ ଉତ୍ସୁକତା ଚାପି ନରଖି ପାରି, ଶୀତ-ବଣର ସୀମା ଅତିକ୍ରମ କରି ଗ୍ରୀଷ୍ମ ବଣରେ ପହଞ୍ଚି ଗଲା। କିଛି ସମୟ ବୁଲାବୁଲି କରି ପଶୁପକ୍ଷୀଙ୍କ ହାବଭାବ ଦେଖିବା ପରେ …

ଋତୁର ସୀମା ଡେଇଁ ଫୁଟୁଥିବା ଫୁଲ: ସଦାବିହାରୀ Read More

ଜତୀନ ଦାସଙ୍କ ଷ୍ଟୁଡିଓ

ଷ୍ଟୁଡିଓ ବା ଚିତ୍ରକରର କର୍ମଶାଳା ଯେଉଁଠାରେ ଶିଳ୍ପୀ ସମଗ୍ର ସଂସାରଠୁ ଅଲଗା ହୋଇ ନିଜର ଭିନ୍ନ ଏକ ଜଗତକୁ ପ୍ରବେଶ କରିଯାଏ । ଏଥିପାଇଁ ଶିଳ୍ପୀକୁ ଅତିକ୍ରମ କରିବାକୁ ହେଇଥାଏ ବନ୍ଧନ ଓ ବିମୁକ୍ତି ମଧ୍ୟର ସେଇ ଅର୍ଗଳି ଯେଉଁଠାରେ ସଂସାରର …

ଜତୀନ ଦାସଙ୍କ ଷ୍ଟୁଡିଓ Read More

ତିନି ବୁନ୍ଦା ରକ୍ତ

ମୂଳ ଲେଖା: ସାଦେକ ହିଦାୟେତ || ଅନୁବାଦ: ଜ୍ୟୋତି ନନ୍ଦ ଗଲାକାଲି ସେମାନେ ମୋ ରୁମ୍ ଅଲଗା କରିଦେଇଛନ୍ତି, ଆଚ୍ଛା ସଚିବ ଯେମିତି କଥା ଦେଇଥିଲେ ମୁଁ କ’ଣ ସତକୁ ସତ ଭଲ ହୋଇଯାଇଛି ଆଉ ଆର ସପ୍ତାହରେ ଛାଡ ପାଇଯିବି …

ତିନି ବୁନ୍ଦା ରକ୍ତ Read More

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା …

ଅନ୍ତର୍ଜାତୀୟ ଚା’ ଦିବସ Read More

ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ

ଯେ କୌଣସି ଜାଗା ବୁଲିବାକୁ ଯିବା ପୂର୍ବରୁ ମୋର ଗୋଟିଏ ପୁରୁଣା ଅଭ୍ୟାସ ହେଉଛି, ସେଠି ଥିବା ମ୍ୟୁଜିଅମ୍ ଗୁଡିକର ଲିଷ୍ଟ ପରଖି ନେବା। କାଇଁ କେଜାଣି ମ୍ୟୁଜିଅମ୍ ଭିତରେ ଦିନସାରା ସମୟ ବିତାଇଲେ ବି ବିରକ୍ତ ଲାଗେନି। ଏମତି ମ୍ୟୁଜିଅମ୍ …

ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ …

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ Read More

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍

ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର …

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍ Read More