ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର

ମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି  ନନ୍ଦ ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି  ୨୦୨୪ ରେ ସାହିତ୍ୟ ରେ ନୋବେଲ …

ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର Read More

ଶୋଭାଯାତ୍ରା

ମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …

ଶୋଭାଯାତ୍ରା Read More

ପାମ୍ପଡ଼ ଗପ

ପିଲଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ …

ପାମ୍ପଡ଼ ଗପ Read More

 ରାବଣପୋଡି

       ଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି। ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା। ଓଃ! ଏ ସି ହଓ୍ବାଟା ବାଜି ଟିକେ ଆରାମ ଲାଗିଲା ତାକୁ। …

 ରାବଣପୋଡି Read More

ହାନ କ୍ୟାଂ ଙ୍କ ଚାରୋଟି କବିତା

ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି  ନନ୍ଦ -ଏକ-ଗାଢ କଳା ଆଲୁଅର ଘର ସେଇ ଯେଉଁଦିନ ଉଇ-ଡଙ୍ଗ୍ ରେବରଫ ବର୍ଷା ହୋଇଥିଲାସେଦିନ ମୋର ଶରୀର,ଆତ୍ମାର ସହଚରପ୍ରତିଟି ଝରିପଡୁଥିବା ଅଶ୍ରୁବିନ୍ଦୁର ସହକମ୍ପି ଉଠୁଥିଲା ଥରକୁ ଥର। ଯାଅ,ଆଗେଇ …

ହାନ କ୍ୟାଂ ଙ୍କ ଚାରୋଟି କବିତା Read More

ଭାରତୀୟ ଆନିମେସନ୍ ଓ ରାମମୋହନ

ଆନିମେସନ୍ ଫିଲ୍ମକୁ ଅନେକ କାର୍ଟୁନ୍ ଫିଲ୍ମ ବୋଲି କୁହନ୍ତି । ଆମେ ସବୁ ପିଲାଦିନେ ଏ କାର୍ଟୁନ୍ ଫିଲ୍ମ କ’ଣ ଓ କେମିତିକା କିନ୍ତୁ ଜାଣିନଥିଲୁ । ବହୁତ ପରେ ଏସବୁ ବିଷୟରେ ଜାଣିଲୁ । ବିଭୂତି କାନୁନଗୋ କଳା ମହାବିଦ୍ୟାଳୟରେ …

ଭାରତୀୟ ଆନିମେସନ୍ ଓ ରାମମୋହନ Read More

ମହିଷାସୁରର ସହରରେ ପାର୍ବଣ ଋତୁ

       ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଖୋଲା ସ୍ଥାନ, ସେଠି ଗୋଲ୍ ହୋଇ ଘେରେଇ ହୋଇଥିବ ଗୋଟିଏ ଫାଙ୍କାଫାଙ୍କା ଓ ଅନୁଚ୍ଚ ଗ୍ରୀଲ୍। ସେ ଗ୍ରୀଲ୍ ଭିତରେ ଡାହାଣ ହାତରେ ଖଣ୍ଡା ଏବଂ ବାମ ହାତରେ ଗୋଟିଏ ଲହଲହ ଜିଭ କାଢିଥିବା …

ମହିଷାସୁରର ସହରରେ ପାର୍ବଣ ଋତୁ Read More

ଦଶରା’ର ଛବି – ଦୁଇ

ପ୍ରଥମରେ ଆରାଧନା ଆଉ ତାହାପରେ ସଂଲଗ୍ନ ଛବିଟି ସଂପର୍କରେ କିଛି ଇତିହାସ ଆଉ ବିଚାରର କଥା। ଶ୍ରୀଶ୍ରୀ ଚଣ୍ଡୀ ହେ ଭକ୍ତ ଦୁଃଖହାରିଣୀ ଦେବୀ,ତମେ ପ୍ରସନ୍ନା ହୁଅହେ ଅଖିଳ ବିଶ୍ୱଜନନୀତମେ ପ୍ରସନ୍ନା ହୁଅ।ହେ ବିଶ୍ୱେଶ୍ୱରୀ,ତମେ ପ୍ରସନ୍ନା ହୋଇଏଇ ଜଗତକୁ ପାଳନ କର।ହେ …

ଦଶରା’ର ଛବି – ଦୁଇ Read More

ଦଶରା’ର ଛବି – ଏକ

ଛବିଟି ଏକ ବିରଳ ଛବି। ଏହି ଛବିରେ ମା ଦୁର୍ଗା ସାଧାରଣତଃ ଯେମିତି ଆମ ଆଗରେ ମହିଷମର୍ଦ୍ଦିନୀ ରୂପରେ ରହିଥାନ୍ତି,ସେମିତି ନାହାଁନ୍ତି।ଏଠାରେ ସମସ୍ତ ଦେବତାଙ୍କ ମେଳରେ ମାଆ ପ୍ରମୁଖତାର ସହ ଦଶଭୂଜା ଓ ସିଂହବାହିନୀ ଏବଂ ତାଙ୍କର କୋଳରେ ଅଛନ୍ତି ଶିଶୁକୃଷ୍ଣ। …

ଦଶରା’ର ଛବି – ଏକ Read More