ଛବିର ନାଁ ଆକାଶ

(୧)         ସନ୍ଧ୍ୟା ପାଇଁ ସଳିତା ବଳିବା ବେଳେ ବୋଉ ଡାକ ପକାଉଥିଲା ରୁବିକୁ, “ଘିଅ ଶିଶିଟା ଦେଇଗଲୁ!”         ଘିଅ ଶିଶି ବୋଉ ପାଖରେ ଥୋଇ ଦେଇ, ଗୋଟେ ଖେପାରେ ସେଠୁ ଦଉଡି ଯାଇ ରୁବି ଉଠିଲା ବାରଣ୍ଡାରେ। ଜେଜି …

ଛବିର ନାଁ ଆକାଶ Read More

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ସେଇ ଝିଟିପିଟି ଟି

ମୂଳ ରଚନା : ହୋସେ ସାରାମାଗୁ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଏଇଟି ଗୋଟିଏ ପରୀକଥା। ଏକଥା ନୁହଁ ଯେ କୌଣସି ପରୀ ଏଥିରେ ଉପସ୍ଥିତ ହେବେ(ନା ମୁଁ କହୁଚି ଯେ ସେମାନେ ଉପସ୍ଥିତ ହେବେ),ହେଲେ ଏହା କେଉଁପରିକା …

ସେଇ ଝିଟିପିଟି ଟି Read More

ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ

|| ମୃଣାଳ || ପୃଥିବୀର ଶେଷ ଚଢ଼େଇଟି କହିଲା ପୃଥିବୀର ଶେଷ ମଣିଷକୁ, ଭାଇ ତୁମେ ମୋତେ ତୁମ ସାଙ୍ଗରେ ନେଇଯିବ? ସମୟ ହେଉଛି ୨୦୫୦ । ପୃଥିବୀ ଏବେ ମଣିଷ ଓ ଜୀବଜନ୍ତୁ ଶୂନ୍ୟ ହୋଇଯାଇଛି । କ୍ରମାଗତ ପ୍ରଦୂଷଣ …

ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ Read More

ମଣିଷ

ମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା । ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି। …

ମଣିଷ Read More

ନୂଆବର୍ଷର ପ୍ରଥମ ଗଳ୍ପ

ଦୁଇ ପାଖରେ ଉଚ୍ଚ ଉଚ୍ଚ ପାହାଡ଼ । ମଝିରେ ରାସ୍ତା । ସେ ରାସ୍ତାରେ ମୁଁ ଚାଲିଛି । ଲକ୍ଷହୀନ, ଉଦେଶ୍ୟହୀନ । ହଠାତ ପାହାଡ଼ ଉପରୁ ବଡ଼ ପଥର ଖଣ୍ଡେ ଗଡ଼ି ଗଡ଼ି ଆସି ଠିକ ମୋ ସାମ୍ନାରେ ଆସି …

ନୂଆବର୍ଷର ପ୍ରଥମ ଗଳ୍ପ Read More

ଚିଠି

ମୂଳ ଲେଖା -ମାଇକେଲ ମୋପୂରଗୋ || ଅନୁବାଦ -ସୁମନ ଦାଶ ମୁଁ କେବେବି ମୋର ଦଶମ ଜନ୍ମଦିନ ଭୁଲି ପାରିବି ନାହିଁ । ମୋର ଆଉସବୁ ଜନ୍ମଦିନ ନିଜସ୍ଵ ଚିରାଚରିତ ଘଟଣାବଳୀ ପାଇଁ ଯେମିତି ଉପହାର ମିଳିବାର ଆଗ୍ରହ ,ଉପହାର ଖୋଳ …

ଚିଠି Read More

ଗଛଟି

ମୂଳ ବଙ୍ଗଳା: ଋତ୍ଵିକ ଘଟକ || ଓଡିଆ ଅନୁବାଦ: ମୃଣାଳ ଗାଁରୁ ଟିକିଏ ଦୂରରେ ଗୋଟେ ଛୋଟ ନଈ ଉପରେ ପ୍ରାୟ ହାମୁଡ଼ି ପଡିଥିବା ଗୋଟେ ବରଗଛ । ଗଛ ହିସାବରେ ସେଟା ଭୀଷଣ କିଛି ନୁହଁ । ବହୁ ପୁରୁଣା …

ଗଛଟି Read More