ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଏଲିଅଟଙ୍କ ଚିଠି

ମୂଳ ରଚନା : ଟି. ଏସ. ଏଲିଅଟ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ୧୩ ଜୁଲାଇ ୧୯୪୪ ପ୍ରିୟ ଅରୱେଲ୍ ମୁଁ ଜାଣିବାକୁ ପାଉଛି ଯେ ଆପଣ “ଆନିମାଲ୍ ଫାର୍ମ” ଉପରେ ଏକ ତ୍ୱରିତ ନିର୍ଣ୍ଣୟ ଚାହୁଁଛନ୍ତି ; …

ଏଲିଅଟଙ୍କ ଚିଠି Read More

ମହାକୁମ୍ଭ

ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …

ମହାକୁମ୍ଭ Read More

ସେଇ ଝିଟିପିଟି ଟି

ମୂଳ ରଚନା : ହୋସେ ସାରାମାଗୁ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଏଇଟି ଗୋଟିଏ ପରୀକଥା। ଏକଥା ନୁହଁ ଯେ କୌଣସି ପରୀ ଏଥିରେ ଉପସ୍ଥିତ ହେବେ(ନା ମୁଁ କହୁଚି ଯେ ସେମାନେ ଉପସ୍ଥିତ ହେବେ),ହେଲେ ଏହା କେଉଁପରିକା …

ସେଇ ଝିଟିପିଟି ଟି Read More

କବିର ସମ୍ପର୍କ

ବେସମେଣ୍ଟର-ଯେଉଁ ଅଣଓସାରିଆ ଅଧା ବଖରାରେ ସେ ରହୁଥିଲା,ସେଠି ରିତିମତ ମୂଷା, ଚୁଚୁନ୍ଦ୍ରା ଆଉ ଅସରପାଙ୍କ ରେସ୍ ଚାଲେ!କୋଉ ଛଟକରେ ମୂଷାଟେ ଦଉଡି ଆସିଫାଳେ ବ୍ରେଡ ଧରି ଚାଲି ଯିବ – ତୁମେ ଆଦୌ ଜାଣି ପାରିବନି!ଖୁବ୍ ସହଜ, ସରଳ ଆଉ ଗତାନୁଗତିକ …

କବିର ସମ୍ପର୍କ Read More

ମାଆର ତ କେବେ ହେଲେ ମରଣ ନାହିଁ

ଆଇଜାକ୍ ବାସେଭିସ୍ ସିଙ୍ଗର ଜଣେ ପ୍ରସିଦ୍ଧ ପୋଲିସ୍-ଆମେରିକୀୟ କଥାଶିଳ୍ପୀ।ସାହିତ୍ୟ ପାଇଁ ସେ ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ୧୯୭୮ ମସିହାରେ।ସେ ଯେଉଁ ଭାଷାରେ ଲେଖାଲେଖି କରନ୍ତି ତାହାକୁ ୟିଡିସ୍ ବୋଲି କୁହାଯାଏ।ଅନେକଙ୍କ ଧାରଣା ୟିଡିସ୍ ଏକ ମୁମୂର୍ଷୁ …

ମାଆର ତ କେବେ ହେଲେ ମରଣ ନାହିଁ Read More

ମାତୃଭାଷା ଦିବସରରକ୍ତ କଥା

ସ୍ଥାପତ୍ଯ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ଯାନ” ବା “ଏକୋଇଶ ର ଉଦ୍ଯାନ” ହିସାବରେ ଏକୋଇଶ ଫେବୃଆରୀ …

ମାତୃଭାଷା ଦିବସରରକ୍ତ କଥା Read More

ମଣିଷ

ମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା । ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି। …

ମଣିଷ Read More

ନୂଆବର୍ଷର ପ୍ରଥମ ଗଳ୍ପ

ଦୁଇ ପାଖରେ ଉଚ୍ଚ ଉଚ୍ଚ ପାହାଡ଼ । ମଝିରେ ରାସ୍ତା । ସେ ରାସ୍ତାରେ ମୁଁ ଚାଲିଛି । ଲକ୍ଷହୀନ, ଉଦେଶ୍ୟହୀନ । ହଠାତ ପାହାଡ଼ ଉପରୁ ବଡ଼ ପଥର ଖଣ୍ଡେ ଗଡ଼ି ଗଡ଼ି ଆସି ଠିକ ମୋ ସାମ୍ନାରେ ଆସି …

ନୂଆବର୍ଷର ପ୍ରଥମ ଗଳ୍ପ Read More