ଉହୁଉହୁ, କୁହୁକୁହୁ

ଏଇ ସହରଆମକୁ ପ୍ରେମ କରିବା ଶିଖେଇଛିଏଠି ସବୁ ଝିଅ ପ୍ରଜାପତିପୁଅ ସବୁ ଫୁଲଫୁଲ ପ୍ରଜାପତି ମଧ୍ୟେଚାଲିଥାଏ ଯୁଦ୍ଧ l କଳା ଧୂଆଁ ରେ ଛାଇଯାଇଥାଏ ଆକାଶ ରଙ୍ଗଳତାପ୍ରଜାପତି ସାଜିପୁଲଗଛ ମୂଳେ ଢ଼ାଳୁଥାଏ ପାଣିପୁଲ କିନ୍ତୁ ବେହୋସ ଥାଏ କୋଉ ଶବ୍ଦ ଙ୍କ …

ଉହୁଉହୁ, କୁହୁକୁହୁ Read More

ଶେଷ ଦୃଶ୍ୟ (ଭାଗ -୮)

।। ୮ ।। ‘ହୋଟେଲ୍ ମଦାଳସା’ର ବାଲ୍‌କୋନୀରୁ ପୁରୀ ବେଳାଭୂମିର ଦୃଶ୍ୟ ଖୁବ୍ ଅଶାନ୍ତ ଲାଗୁଥିଲା । ଘର ଉଚ୍ଚର ଗୋଟିଏ ଲହଡି, କୂଳରେ ପିଟି ହୋଇ ପୁଣି ସମୁଦ୍ର ଭିତରକୁ ଫେରିବା ପୂର୍ବରୁ, ଆଉ ଗୋଟିଏ ଆସି ତା ଉପରେ …

ଶେଷ ଦୃଶ୍ୟ (ଭାଗ -୮) Read More

ସକାରତ୍ମକ ଉର୍ଜା ଓ ସମୃଦ୍ଧି ପାଇଁ: ମନ୍ଦାର ଫୁଲ

ଗ୍ରୀକ୍ ପୁରାଣରେ ଅନେକ ରୋଚକ କାହାଣୀ ସବୁ ରହିଛି। ସେତେବେଳେ ସାଇପ୍ରସର ରାଜା ଥା’ନ୍ତି ସିନିରାସ୍। ଥରେ ତାଙ୍କ ସ୍ତ୍ରୀ କହିଥିଲେ ଯେ ତାଙ୍କ ତରୁଣୀ ଝିଅ ମିରାହ୍ ଖୁବ୍ ସୁନ୍ଦରୀ। ଏମିତିକି ସେ ଗ୍ରୀକର ସୌନ୍ଦର୍ଯ୍ୟ, ପ୍ରେମ ଓ କାମନାର …

ସକାରତ୍ମକ ଉର୍ଜା ଓ ସମୃଦ୍ଧି ପାଇଁ: ମନ୍ଦାର ଫୁଲ Read More

ଇତାଲୋ କାଲଭିନୋ ଓ ଦି ବୁକସପ୍

ଇତାଲୋ କାଲଭିନୋଙ୍କ ୧୯୭୯ର ବହି ଇଫ୍ ଅନ୍ ଏ ୱିଣ୍ଟରସ୍ ନାଇଟ୍ ଏ ଟ୍ରାଭେଲର୍ ଗୋଟିଏ ଆକର୍ଷଣୀୟ ଉପନ୍ୟାସ।ଏହାର ପ୍ରଥମ ପରିଛେଦରେ ଗୋଟିଏ ଅଂଶ ଅଛି ଯେଉଁଠି ଗୋଟିଏ ଜନବହୁଳ ବହି ଦୋକାନରେ ଜଣେ ପଶିଗଲେ କେଉଁପରି ବହି ବ୍ୟବହାର କରିବା …

ଇତାଲୋ କାଲଭିନୋ ଓ ଦି ବୁକସପ୍ Read More

ଶେଷ ଦୃଶ୍ୟ (ଭାଗ -୭)

।। ୭ ।। ‘କନିଷ୍କ ନିବାସ’ରେ ସକାଳର ଦୃଶ୍ୟ କୋଳାହଳମୟ ହେବା ସ୍ୱଭାବିକ । କାରଣ ଏଇଠି ହିଁ ତିଆରି ହୁଏ ରାଜ୍ୟ ଶାସନର ବ୍ଲୁପ୍ରିଂଟ୍ । ଏହା ‘ମାଛ’ ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକଙ୍କ ବାସଭବନ …

ଶେଷ ଦୃଶ୍ୟ (ଭାଗ -୭) Read More

 ରହସ୍ୟ

 ମୂଳ ରଚନା -ମାଇକେଲ ମୋର୍ପୁର୍ଗୋ || ଅନୁବାଦ-ସୁମନ ଦାଶ ‘ଆପଣ ଲେଖାଲେଖି କେମିତି ଆରମ୍ଭ କଲେ?’ ଏଇ ପ୍ରଶ୍ନଟି ମତେ ଅନେକଥର ପଚରାଯାଇଛି ଓ ଏହାର ଉତ୍ତର ଦେବା ମୋ ପାଇଁ କେବେ କଷ୍ଟକର ହେଇନାହିଁ । ମୋର  ଉତ୍ତର; ମଜା …

 ରହସ୍ୟ Read More

ବହି ଧରାଳୀ

ମୂଳ ଲେଖା : ଲିନ ଡିନ || ଅନୁବାଦ : ଜ୍ୟୋତି ନନ୍ଦ ଏ କଥା ସତ, ଯେ କୌଣସି ସମାଜରେ ତାହା ପ୍ରାଚୀନ ହେଉ ବା ସର୍ବାଧୁନିକ, ଲୋକଟିର ହାତରେ ଯଦି ବହି ଖଣ୍ଡିଏ ରହିଛି ତାହେଲେ ସେ ନିଶ୍ଚୟ …

ବହି ଧରାଳୀ Read More

ଶେଷ ଦୃଶ୍ୟ (ଭାଗ – ୬)

।। ୬ ।। ବିରୋଧୀ ଦଳ ପାର୍ଟି ଅଫିସ୍ ଭିତରେ ଯେଉଁ ବିରାଟ ପୋଷ୍ଟରଟି ଲାଗିଥିଲା, ସେଥିଲେ ଏକ ମନମୋହକ ରାଜନୈତିକ ସ୍ଲୋଗାନ ଲେଖା ଯାଇଥିଲା । ପାର୍ଟି ପ୍ରେସିଡେଂଟ୍‌ଙ୍କର ଏକ ହସ ହସ ଫଟୋ ତଳକୁ ଲେଖା ଯାଇଥିଲା- ‘ଆହାଃ …

ଶେଷ ଦୃଶ୍ୟ (ଭାଗ – ୬) Read More

ମୁଁ କେମିତି ଲେଖିବା ଆରମ୍ଭ କରିଥିଲି

ମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜ || ଅନୁବାଦ : ଜ୍ୟୋତି ନନ୍ଦ ସବୁଠୁ ଆଗେ ମୁଁ କ୍ଷମା ମାଗି ନେଉଛି ଆପଣମାନଙ୍କର ସାମ୍ନାରେ ବସି କଥା କହିବା ପାଇଁ,କିନ୍ତୁ ସତ ଏୟା ଯେ ,ଯଦି ମୁଁ ଠିଆ ହୋଇକି …

ମୁଁ କେମିତି ଲେଖିବା ଆରମ୍ଭ କରିଥିଲି Read More

ଶେଷ ଦୃଶ୍ୟ (ଭାଗ-୫)

।। ୫ ।। ‘ୟୁ ହାଭ୍ ଟୁ କ୍ୟାଚ୍ ଦ୍ୟାଟ୍ ଦିନବନ୍ଧୁ ମହାନ୍ତି ଷ୍ଟୋରି ମାଇଁ ଡିଅର୍ ଶୁଭକାନ୍ତ । ଆଇ ନିଡ୍ ଆଟ୍‌ଲିଷ୍ଟ ୱାନ୍ ଷ୍ଟୋରି ଡେଲି । ତମେ ଜାଣ ? ଏ ଷ୍ଟୋରିରେ ଭ୍ୟୁଅର୍ସଙ୍କ ପାଇଁ ସବୁ …

ଶେଷ ଦୃଶ୍ୟ (ଭାଗ-୫) Read More