History
Have you ever triedto decipher the memory cardof this universe?Have you ever triedto read the history,that has been written downon its canvasalong with the flow of time?Is your answer a …
History Read More
Have you ever triedto decipher the memory cardof this universe?Have you ever triedto read the history,that has been written downon its canvasalong with the flow of time?Is your answer a …
History Read More
ବୈଶାଖ୍ ମାସର୍ ତତ୍ଲା ଝାଞ୍ଜି ପବନ୍ ଥି ଉଡୁଥିବାର୍ ଧୁଇଲ୍ ଫାକି ଗଲା ଊତାରୁ ଦେଖ୍ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ ସମାଜ୍ ସାଂଗେ , ନିଜର୍ ସାଂଗେ ଖାସ୍ ତୁମର୍ ଲାଗି ! କଳାବାଦଲ୍ , …
କବିତା – ଖାସ୍ ତୁମର ଲାଗି Read More
ହୁଏତ ମୋ’ କଥା ଆଦୌ ଶୁଭି ନ ପାରେ ତୁମକୁ! କିମ୍ବା ଶୁଣି କି ବି ନ ଶୁଣିବାର ଛଳନା କରିପାର ତୁମେ। ବିଲକୁଲ କିଛି ନ କହି ତୁମେ ପୂରା ନିରବ ରହିପାର, ମୋ’ ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି …
ଦରଜା ସେପଟେ ଆଲୁଅ Read More
ଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱଇତିହାସର କେଉଁ ପୃଷ୍ଠାରେ,ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁଜଳି ଉଠେ ସୂର୍ଯ୍ୟ ଡୁବିଲା ପରେଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,କାହା କୁଡ଼ିଆ ଘରେ, ନଈ ପଠାରେଆଉ କେବେ ରାଜ ଉଆସରେ !ଆଜି …
ଲଣ୍ଠନ Read More
ମୋ ମୁହଁରେ ବ୍ରଣ, ମୋ ଋତୁସ୍ରାରରେ କଷ୍ଟ, ମୋ ଦେହରେ ତତଲା ଚେଙ୍କ, କିମ୍ବା – ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି; ଏ ସବୁ କିଛି ନଥାଇ ବି ମୁଁ ସୁନ୍ଦର ହୋଇପାରେ ଆଉ- ନାରୀଟିଏ ବୋଲାଇପାରେ! ମୁଁ କୌଣସି, ଦୁଃଖ …
ତଥାପି Read More
ଚାଲି ଚାଲି ଥକି ପଡ଼ିଲିଣି ବଡ ଦିକ୍ ଦାର ଲାଗିଲାଣି ଏଣିକି ଏସବୁ କାମ । କାହାକୁ ଗୋଟେ ଚୋଟ ମାରିବ ବୋଲି ଏତେ ଅପେକ୍ଷା ଛ୍ୟା ମୋତେ ଏସବୁ ଜମାରୁ ପସନ୍ଦ ନୁହେଁ ଚୋଟ ମାରିବ ତ ଫଣା ଟେକିବ …
ସାପ Read More