ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା …

ଅନ୍ତର୍ଜାତୀୟ ଚା’ ଦିବସ Read More

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍

ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର …

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍ Read More

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳର ଓଡ଼ିଶାରେ ମୁଦ୍ରଣ ପଦ୍ଧତିରେ ପରିବର୍ତ୍ତନ ଘଟିଲା । ଓଡ଼ିଶାରେ ଧିରେ ଧିରେ ଆଧୁନିକ ପାଶ୍ଚାତ୍ୟ ମୁଦ୍ରଣ ଯନ୍ତ୍ର ପ୍ରଚଳନକୁ ଆସିଲା । ଅନେକ ପୂର୍ବରୁ କାଗଜ ପ୍ରଚଳନକୁ ଆସିସାରିଥିଲା । …

ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି Read More

ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର …

ପିସ୍ ଲିଲି Read More

ଏକ ଆଲେଖ୍ୟ

ସାମ୍ପ୍ରତିକ କଳା ଓ ପାରମ୍ପରିକ କଳା ଭିତରେ ରହିଥିବା ପ୍ରଭେଦ-ମତଭେଦ ଆଦି ଦିନକୁ ଦିନ ଅସ୍ପଷ୍ଟ ମନେହେବାରେ ଲାଗିଛି । ସାମ୍ପ୍ରତିକ ପରିସର, ପାରମ୍ପରିକ ପରିସର ଭଳି କୌଣସି ଏକ ସ୍ୱତନ୍ତ୍ର ପରିସର ସହ ଖାପଖାଇ ଚାଲିବା ଅପେକ୍ଷା ଏବେ ସ୍ୱକୀୟ …

ଏକ ଆଲେଖ୍ୟ Read More

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ

ପ୍ରତିବର୍ଷ ମାର୍ଚ୍ଚ-ଅପ୍ରେଲ ସମୟରେ ଆମ ବାଲକୋନୀର ଦୁଇ-ତିନୋଟି କୁଣ୍ଡରେ ବର୍ଷସାରା ପତ୍ରର ପସରା ଧରି ବସିଥିବା ବୁଦା ମୂଳରୁ ଷଣ୍ଢା ଟେକି କଢଧରେ। ସପ୍ତାହେ ଖଣ୍ଡେ ଷଣ୍ଢାଟି କଢ ଦୁଇ-ତିନୋଟିକୁ ହାଲୁକା ସବୁଜ ରଙ୍ଗର ଦୁଇଟି ପତଳା ଆବରଣ ଭିତରେ ସାଇତି …

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ Read More

ମିଲେନିୟାଲର ମର୍ମକଥା

ଯଦିଓ ଆମ ସମାଜରେ ‘ଜେନେରେସନ୍ ଗ୍ୟାପ୍’ ବା ‘ପୀଢ଼ି ଅବୁଝାମଣା’ ଯୁଗଯୁଗ ଧରି ରହି ଆସିଛି, ଏବେ କିନ୍ତୁ ଆମେ ଏମିତି ଏକ ସମୟ ଦେଇ ଗତି କରୁଛନ୍ତି, ଯେଉଁଠି ଏହି ପ୍ରକ୍ରିୟାର ତୀବ୍ରତା  ସହଜରେ ପରିଦୃଷ୍ଟ ହେଉଛି। ତଳ ପୀଢ଼ି- …

ମିଲେନିୟାଲର ମର୍ମକଥା Read More

ଛବି ଦେଖିବାର କଳା (୨)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଜନସାଧାରଣ କୌଣସିଦିନ ପ୍ରକୃତପକ୍ଷରେ ଠିକ୍ ମତ ଦେଖିବା ଶିଖିନାହାଁନ୍ତି  ବୋଲି ହିଁ ଏଇସବୁ ଭୁଲ୍ ଓ ଗୋଳମାଳ ଆହୁରି ପ୍ରଶ୍ରୟ ପାଏ । ସାଧାରଣ ଲୋକେ ଚିହ୍ନାଜଣା …

ଛବି ଦେଖିବାର କଳା (୨) Read More

ଛବି ଦେଖିବାର କଳା (୧)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଯେ କୌଣସି ଦେଶ ଆଉ କାଳରେ ଚିତ୍ରକଳାର ରସ କେଉଁଭଳି ଆସ୍ୱାଦନ କରିବାକୁ ହୁଏ, ସେଇ ରସ-ଆସ୍ୱାଦ ର ମୂଳରେ କ’ଣ କ’ଣ ଥାଏ ,ଏଇଠି ସେଇ …

ଛବି ଦେଖିବାର କଳା (୧) Read More