ଭାରତର ଶକ୍ତି ପିଠ

        କୁହନ୍ତି ‘ଶକ୍ତି’ ବିନା ‘ଶିବ’ ହେଉଛି ‘ଶବ’। ଅର୍ଥାତ ବ୍ରହ୍ମାଣ୍ଡରେ ଉଭୟ ତତ୍ତ୍ୱର ସମାନ ମହତ୍ତ୍ଵ ଓ ଆବଶ୍ୟକତା ରହିଛି। ଶକ୍ତି ତତ୍ତ୍ୱକୁ ସବୁବେଳେ ନାରୀ ଶକ୍ତି ବା ମାତୃଶକ୍ତି ସହ ଯୋଡା ଯାଇଛି। ଯେମିତି ମା’ ସବୁବେଳେ ତା’ …

ଭାରତର ଶକ୍ତି ପିଠ Read More

ପ୍ରବାସକାଳ

ମୂଳ ଲେଖା : କେକି ଏନ୍ ଦାରୁୱାଲା || ଅନୁବାଦ : ଜ୍ୟୋତି  ନନ୍ଦ ପ୍ରବାସକାଳ ସବୁବେଳେ ବଡ କଷ୍ଟରପଚାର ଯେ କୌଣସି ମରୁଡିକୁ,କୌଣସି ମଡକକୁ;ପଚାର ସନ ଊଣେଇଶ ସତଚାଳିଶକୁ।ପଚାର ସେଇ କ୍ରମାନ୍ୱୟରେ ଲିପିବଦ୍ଧ ବିବରଣୀକୁ;ଯଦି ନଥାନ୍ତା କୌଣସି ପ୍ରବାସର କାଳତାହେଲେ …

ପ୍ରବାସକାଳ Read More

ଏକ ଅବିସ୍ମରଣୀୟ ସାକ୍ଷାତ

୧୯୮୧ ମସିହାରେ ମୁଁ ଏକ ପୋଷ୍ଟକାର୍ଡ ଚିଠି ଡ. ବଂଶୀଧର ପଣ୍ଡାଙ୍କୁ ପଠାଇଥିଲି, ଯିଏକି ଥିଲେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଶିଳ୍ପପତି । ସେ ମଧ୍ୟ ଥିଲେ ଓଡିଶାର ପ୍ରଥମ ସର୍ବୋଚ୍ଚ ଯୋଗ୍ୟତାପ୍ରାପ୍ତ ଧାତୁ ବିଶେଷଜ୍ଞ । ସେ …

ଏକ ଅବିସ୍ମରଣୀୟ ସାକ୍ଷାତ Read More

ଯିଏ ହଜିଯାଏ

ମୂଳ ଲେଖା : ଆଲବେର୍ତୋ ଫୁଗୁଏତ || ଅନୁବାଦ : ଜ୍ୟୋତି ନନ୍ଦ ଯେଉଁ ଦେଶଟି ନିରୁଦ୍ଦିଷ୍ଟରେ ଭରା ସେଇଠି ଆଉ ଯାହା କିଛି ହେଉନା କାହିକି ହଜିଯିବା ଭାରି ସହଜ। ଯେତେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସବୁ କିଛି ରହିଥିବ ମୃତକଙ୍କ ଉପରେ,ତେଣୁ …

ଯିଏ ହଜିଯାଏ Read More

ଶେଷ ଦୃଶ୍ୟ (ଭାଗ – ୧୩ )

।। ୧୩ ।। ୟା ଭିତରେ ଏହି ହାଇପ୍ରୋଫାଇଲ୍ ଯୌତୁକ ନିର୍ଯାତନା ଘଟଣାକୁ ଅନେକ ବର୍ଷ ବିତିଯାଇଥିଲା । ପ୍ରାୟ ପନ୍ଦର ବର୍ଷ । ରାଜ୍ୟର ଉଭୟ ରାଜନୈତିକ ଓ ସାମାଜିକ ଦୃଶ୍ୟପଟ୍ଟରେ ବିରାଟ ପରିବର୍ତ୍ତନ ଆସିଥିଲା । ସବୁ ଦୁର୍ଗୁଣ …

ଶେଷ ଦୃଶ୍ୟ (ଭାଗ – ୧୩ ) Read More

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା

ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ …

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା Read More

ବଲେଚା

ମୂଳ ଗୁଜୁରାଟୀ: ଭୂପେନ୍ ଖାକର୍ || ଅନୁବାଦ: ରମାକାନ୍ତ ସାମନ୍ତରାୟ ମୋର ଡେରି ହେଇ ସାରିଥିଲା । ତରତରରେ ‘ଇ’ ରୁଟରେ ଯାଉଥିବା ଡବଲ୍ ଡେକର୍ ବସରେ ଉଠିଗଲି । ଫ୍ଲୋରା ଫାଉଣ୍ଟେନରେ ଯାଇ ମୋ ଅଫିସ୍ । ପହଞ୍ଚିବାକୁ କିଛି …

ବଲେଚା Read More

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲୋଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, “ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?” ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର  …

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍ Read More