ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

         ବେଳେବେଳେ ଲକ୍ଷ୍ୟ କରିଥିବେ – ମନ ଅଶାନ୍ତ ଥିଲେ, ଭାରାକ୍ରାନ୍ତ ଥିଲେ, ବିରକ୍ତି ଲାଗୁଥିଲେ, କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବା ସମାଧାନରେ ନପହଞ୍ଚି ପାରୁଥିଲେ ଆମେ ହାତରେ ଥିବା କାଗଜ ଉପରେ କଲମ ଧରି ମନ ଇଚ୍ଛା, ଲଗାତାର ଗାରେଇ …

ଜେଣ୍ଟାଙ୍ଗଲ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍ Read More

ଭ୍ୟାନଗୋଗଙ୍କ ଭାଇବୋହୂ

ଭିନସେଣ୍ଟ ଭ୍ୟାନଗୋଗଙ୍କୁ କିଏ ବା ନଜାଣେ ? କେହି କେହି ଭ୍ୟାନଗୋଗଙ୍କ ଭାଇ ଥିଓଙ୍କୁ ମଧ୍ୟ ଜାଣନ୍ତି । ଦୁଇ ଭାଇଙ୍କ ଅନାବିଳ ପ୍ରେମ ଆମ ଚିତ୍ରକଳା ଇତିହାସ ପାଠର ବିଷୟ ହୋଇସାରିଛି । କିନ୍ତୁ ଭ୍ୟାନଗୋଗଙ୍କୁ ବିଶ୍ୱ କଳା ଦରବାରରରେ …

ଭ୍ୟାନଗୋଗଙ୍କ ଭାଇବୋହୂ Read More

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି

ପାଖାପାଖି ପ୍ରାୟ ଶହେ ବର୍ଷ ତଳେ ଚିତ୍ରଶିଳ୍ପୀ ବିନୋଦ ବିହାରୀ ମୁଖାର୍ଜୀ ୪୪ ଫୁଟ ଲମ୍ବା ଓ ଛଅ ଇଞ୍ଚ ଚଉଡାର ଜାପାନୀ ଶୈଳୀରେ ଏକ ସ୍କ୍ରୋଲ୍ ଛବି ଆଙ୍କିଥିଲେ । କିଛି କାରଣରୁ ତାହା ଅନେକ ବର୍ଷ ଧରି ଲୋକଲୋଚନର …

ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି Read More

କାଫକାଙ୍କ ଛବି ଦେଖା

ତାଙ୍କର ଡାଏରୀରେ ଏଇଭଳି ଗୋଟିଏ ଛବିକୁ ନେଇ ଲେଖା ଏମିତି ରହିଛି। ଡାଏରୀରେ ଲେଖାଥିବା ତାରିଖଟି ହେଉଛି ୧୯୨୦ ସାଲ ଫେବ୍ରୁଆରୀମାସର ଦୁଇ ତାରିଖ। ନିଜର ଡାଏରୀରେ ଫ୍ରାଞ୍ଜ କାଫକା ସେଦିନ ଲେଖିଥିଲେ : ” ଛବିଟି ଉପରେ ସେ ଦୃଷ୍ଟି …

କାଫକାଙ୍କ ଛବି ଦେଖା Read More

ଜତୀନ ଦାସଙ୍କ ଷ୍ଟୁଡିଓ

ଷ୍ଟୁଡିଓ ବା ଚିତ୍ରକରର କର୍ମଶାଳା ଯେଉଁଠାରେ ଶିଳ୍ପୀ ସମଗ୍ର ସଂସାରଠୁ ଅଲଗା ହୋଇ ନିଜର ଭିନ୍ନ ଏକ ଜଗତକୁ ପ୍ରବେଶ କରିଯାଏ । ଏଥିପାଇଁ ଶିଳ୍ପୀକୁ ଅତିକ୍ରମ କରିବାକୁ ହେଇଥାଏ ବନ୍ଧନ ଓ ବିମୁକ୍ତି ମଧ୍ୟର ସେଇ ଅର୍ଗଳି ଯେଉଁଠାରେ ସଂସାରର …

ଜତୀନ ଦାସଙ୍କ ଷ୍ଟୁଡିଓ Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ …

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ Read More