ବିଶ୍ୱ ନାଟ୍ୟ ଦିବସ

[ପ୍ରତି ବର୍ଷ ଆନ୍ତର୍ଜାତିକ ନାଟ୍ୟ ସଂସ୍ଥା ଇଣ୍ଟରନେସନାଲ ଥିଏଟର ଇନଷ୍ଟିଚ୍ୟୁଟ ତରଫରୁ ମାର୍ଚ୍ଚ ମାସର ୨୭ ତାରିଖ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ହିସାବରେ ପାଳନ କରା ଯାଇଥାଏ। ଏଇ ଅବସରରେ ପ୍ରତିବର୍ଷ ଜଣେ ଆନ୍ତର୍ଜାତିକ ସ୍ୱୀକୃତ ରଙ୍ଗକର୍ମୀଙ୍କୁ ଚୟନ କରାଯାଇ …

ବିଶ୍ୱ ନାଟ୍ୟ ଦିବସ Read More

ବିନୋଦ କୁମାର ଶୁକ୍ଳଙ୍କ ସାତୋଟି କବିତା

ଏକସବୁଠୁ ଅଧିକ ଉଚ୍ଚ ସବୁଠୁ ଅଧିକ ଉଚ୍ଚତାତାହା କେଉଁଭଳି ମୋତେ ଜଣାନାହିଁ। ଚଢିଲେ ହେବ କ’ଣ ପାହାଡର ସବୁଠୁ ଉଚ୍ଚ ଶୀର୍ଷକୁହାତରେ ଛୁଇଁଲେହିମାଳୟ ସାଗରମଥାଜର ତ ନୁହଁ ।ଏତିକି ଥଣ୍ଡା ସେ ଉଚ୍ଚତାଯେ ଆଉ ସେମିତି ହେବାର ଆଶା ବି ନାହିଁ …

ବିନୋଦ କୁମାର ଶୁକ୍ଳଙ୍କ ସାତୋଟି କବିତା Read More

କବିତାର ସତ୍ତା

ମୂଳ ରଚନା : ଶ୍ରୀ ଅରବିନ୍ଦ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ କବିତାର ସତ୍ତା କହିଲେ କ’ଣ ? କବିତା ନିକଟରୁ ଆମେ ସର୍ବୋଚ୍ଚ କେଉଁ ପ୍ରତ୍ୟାଶା କରିପାରିବୁ ? କାବ୍ୟସୃଷ୍ଟି ଭଳି ଗଭୀର ଆଉ ଜଟିଳ ବିଷୟକୁ …

କବିତାର ସତ୍ତା Read More

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ

ପ୍ରଥମେ ଗୋଟିଏ ଦୀର୍ଘ ଉଦ୍ଧୃତି। ପ୍ରସଙ୍ଗଟି ସେଇଠୁ ଆରମ୍ଭ।ଦୟାକରି ଏଇ ଉଦ୍ଧୃତିଟିକୁ ଟିକିଏ ମନୋଯୋଗ ଦେଇ ଦେଖନ୍ତୁ । ” ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୂଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର …

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ Read More

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ଜେନୀର ପ୍ରେମିକ

ଏକ ଜେନୀ ର କଥା ଟିକିଏ ପରେ । ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ । ଜେନୀ କୁ ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖକାହିଁକି ମୁଁ ମୋର …

ଜେନୀର ପ୍ରେମିକ Read More

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ ଜହ୍ନରାତି ପଚାରିଲାମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନସେଥିରେ ତୁ କେଉଁଠି ଅଛୁ ? କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁନିଜର ଲୁଗାପଟାକୁ ସଜାଡି ନେଇବାହାରେ ଅପେକ୍ଷାରତ ବିବେକନାମାପୁଲିସକୁ କହିବା ପାଇଁତୁ ଯେଉଁ ନାଆଁଟି ବାଛିନେଇଥିଲୁମୋତେ ସେକଥା ବି ଜଣା । …

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ Read More

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଏଲିଅଟଙ୍କ ଚିଠି

ମୂଳ ରଚନା : ଟି. ଏସ. ଏଲିଅଟ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ୧୩ ଜୁଲାଇ ୧୯୪୪ ପ୍ରିୟ ଅରୱେଲ୍ ମୁଁ ଜାଣିବାକୁ ପାଉଛି ଯେ ଆପଣ “ଆନିମାଲ୍ ଫାର୍ମ” ଉପରେ ଏକ ତ୍ୱରିତ ନିର୍ଣ୍ଣୟ ଚାହୁଁଛନ୍ତି ; …

ଏଲିଅଟଙ୍କ ଚିଠି Read More

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର

ଏକ ମାର୍ଚ୍ଚମାସ ଆଠ ତାରିଖ ହେଉଛି ଆନ୍ତର୍ଜାତିକ ନାରୀ ଦିବସ। ନାରୀର ମୌଳିକ ଅଧିକାର କୁ ନେଇ ଚର୍ଚ୍ଚା କରିବା ପାଇଁ ଏଇ ଦିବସ ଟିର ପରିକଳ୍ପନା। ନାରୀର ଅଧିକାର ର ସ୍ୱରୂପ କେମିତି ତାହାକୁ ବୁଝିବା ପାଇଁ ତଥା ଆମର …

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର Read More