ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ

ପ୍ରତିବର୍ଷ ମାର୍ଚ୍ଚ-ଅପ୍ରେଲ ସମୟରେ ଆମ ବାଲକୋନୀର ଦୁଇ-ତିନୋଟି କୁଣ୍ଡରେ ବର୍ଷସାରା ପତ୍ରର ପସରା ଧରି ବସିଥିବା ବୁଦା ମୂଳରୁ ଷଣ୍ଢା ଟେକି କଢଧରେ। ସପ୍ତାହେ ଖଣ୍ଡେ ଷଣ୍ଢାଟି କଢ ଦୁଇ-ତିନୋଟିକୁ ହାଲୁକା ସବୁଜ ରଙ୍ଗର ଦୁଇଟି ପତଳା ଆବରଣ ଭିତରେ ସାଇତି …

ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ Read More

ଚିତ୍ରକାର ସଦାନନ୍ଦ

ସଦା ଚିତ୍ରକାର ମୋ ପିଲା ଦିନ କଥା କହୁଛି। ୧୯୫୦ ମସିହା କଥା। ମୋତେ ବୋଧହୁଏ ୧୧ ଵର୍ଷ । ଆଠଗଡ ହାଇସ୍କୁଲ ରେ ପଞ୍ଚମ ଶ୍ରେଣୀ ରେ ପଢୁଥାଏ। ଘରେ ଗଣେଶ ପୂଜା ହେଵ। ସେଥିପାଇଁ ମୂର୍ତ୍ତିଟିଏ ଆସିଵ। ସେତେବେଳେ …

ଚିତ୍ରକାର ସଦାନନ୍ଦ Read More

ଆଗ୍ନେଶ ମାର୍ଟିନଙ୍କ ଛବି

ପୁରା ନାମ ହେଉଛି  ଆଗ୍ନେଶ ବର୍ଣ୍ଣିସ୍ ମାର୍ଟିନ । କଳା ସମାଲୋଚକ ମାନେ ଆଗ୍ନେଶଙ୍କୁ ଜଣେ ମିନିମାଲିଷ୍ଟ ଚିତ୍ରଶିଳ୍ପୀ ଭାବରେ ଗ୍ରହଣ କରୁଥିବା ବେଳେ, ସେ କିନ୍ତୁ ନିଜକୁ ଜଣେ ଆବଷ୍ଟ୍ରାକ୍ଟ  ଏକ୍ସପ୍ରେସନିଷ୍ଟ  ଭାବରେ ପରିଚୟ ଦେଉଥିଲେ । ଆଗ୍ନେଶଙ୍କ ଜନ୍ମ …

ଆଗ୍ନେଶ ମାର୍ଟିନଙ୍କ ଛବି Read More

ମିଲେନିୟାଲର ମର୍ମକଥା

ଯଦିଓ ଆମ ସମାଜରେ ‘ଜେନେରେସନ୍ ଗ୍ୟାପ୍’ ବା ‘ପୀଢ଼ି ଅବୁଝାମଣା’ ଯୁଗଯୁଗ ଧରି ରହି ଆସିଛି, ଏବେ କିନ୍ତୁ ଆମେ ଏମିତି ଏକ ସମୟ ଦେଇ ଗତି କରୁଛନ୍ତି, ଯେଉଁଠି ଏହି ପ୍ରକ୍ରିୟାର ତୀବ୍ରତା  ସହଜରେ ପରିଦୃଷ୍ଟ ହେଉଛି। ତଳ ପୀଢ଼ି- …

ମିଲେନିୟାଲର ମର୍ମକଥା Read More

ଛବି ଦେଖିବାର କଳା (୧)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଯେ କୌଣସି ଦେଶ ଆଉ କାଳରେ ଚିତ୍ରକଳାର ରସ କେଉଁଭଳି ଆସ୍ୱାଦନ କରିବାକୁ ହୁଏ, ସେଇ ରସ-ଆସ୍ୱାଦ ର ମୂଳରେ କ’ଣ କ’ଣ ଥାଏ ,ଏଇଠି ସେଇ …

ଛବି ଦେଖିବାର କଳା (୧) Read More

ଏ.ଆଇ ଫଟୋଗ୍ରାଫିକୁ ନେଇ ବିବାଦ

ଏ.ଆଇ କୁ ନେଇ ଆଜି କାଲି କେତେ କ’ଣ ଚର୍ଚ୍ଚା । ଆମମାନଙ୍କ ଅଜଣାତରେ ଆମେ ଏ.ଆଇ ସହ ଅନେକ ଦିନରୁ ସଂପୃକ୍ତ ହେଇସାରିଛେ । ଏ.ଆଇ ମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଯେବେଠାରୁ ସ୍ମାର୍ଟ ଫୋନ୍ ଆମମାନଙ୍କ ଜୀବନ ସହ …

ଏ.ଆଇ ଫଟୋଗ୍ରାଫିକୁ ନେଇ ବିବାଦ Read More

କାରିଗର

ବିଶେଷ କରି ଆମ ଓଡ଼ିଆ ଚିତ୍ରଶିଳ୍ପୀମାନେ ସାକ୍ଷାତକାର ସମୟରେ, କିମ୍ବା ନିଜ ନିଜର ଚିତ୍ର ଜୀବନର ପ୍ରାରମ୍ଭିକ ବିନ୍ଦୁ ସମ୍ପର୍କରେ କୁହନ୍ତି, ସେମାନେ ତାଙ୍କ ମାଆଙ୍କ ଝୋଟିଚିତାରୁ ହିଁ ତାଙ୍କ ଚିତ୍ର ଅଙ୍କାର ପ୍ରଥମ ପ୍ରେରଣା ପାଇଥିଲେ । ମୁଁ କିନ୍ତୁ …

କାରିଗର Read More

ଜୋସେଫ୍ : ବର୍ଣ୍ଣ ଇନ୍‌ ଗ୍ରେସ୍‌

ବନ୍ଧୁ ଜାକିର ଖାନ୍‌ଙ୍କ ହଠାତ୍ ଫୋନ୍ ପାଇଲି । ତିନିଟା କୋଡିଏରେ ସିନେପଲିସ୍ ଆସ । ‘ଜୋସେଫ୍’ ଦେଖିବା । ଜୋସେଫ୍ ବିଷୟରେ ଆଗରୁ ଜାଣିଥିଲି । ଚଣ୍ଡି ଭାଇ (ଚଣ୍ଡି ଦାସ ମିଶ୍ର ) ଯୋଶେଫ୍ ର ସବ୍ ଟାଇଟଲ୍ …

ଜୋସେଫ୍ : ବର୍ଣ୍ଣ ଇନ୍‌ ଗ୍ରେସ୍‌ Read More

ପିକାଶୋଙ୍କ ଗର୍ନିକା

ଯୁଦ୍ଧର ପ୍ରତିବାଦରେ ଯୁଦ୍ଧର ଭୟଙ୍କର ପରିବେଶ ଓ ପରିସ୍ଥିତିକୁ ନେଇ ଏକ ବିଶ୍ୱବିଖ୍ୟାତ ଛବି କଥା ଆଜି ମନେପଡୁଛି । ସେ ଛବି ଦେଖିଲେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ବିଧ୍ୱସ୍ଥ ୟୁକ୍ରେନ୍‌ର ଯେକୌଣସି ସହର ନିଶ୍ଚୟ ଆପଣଙ୍କୁ ଦିଶିଯିବ । …

ପିକାଶୋଙ୍କ ଗର୍ନିକା Read More

ନିଷ୍ଠା

ସ୍ବୟଂ ଭଗବତ କଣ୍ଠ ନିସୃତ ପବିତ୍ର ଗ୍ରନ୍ଥ “ଗୀତା “କହେ ମନ ରୂପକ ସାରଥୀର ଶରୀର ରୂପକ ରଥରେ ଆତ୍ମା ରୂପକ ସବାରି ବସିଥାଏ । ସେଇ ରଥରେ ବନ୍ଧା ହୋଇଥାନ୍ତି ପାଞ୍ଚଟି ଦୁର୍ଦ୍ଦାନ୍ତ ଘୋଟକ, ଯୋଉମାନଙ୍କୁ ସମ୍ଭାଳିବା ନିହାତି ଅସମ୍ଭବ ପାଖାପାଖି …

ନିଷ୍ଠା Read More