ଉହୁଉହୁ, କୁହୁକୁହୁ

ଏଇ ସହରଆମକୁ ପ୍ରେମ କରିବା ଶିଖେଇଛିଏଠି ସବୁ ଝିଅ ପ୍ରଜାପତିପୁଅ ସବୁ ଫୁଲଫୁଲ ପ୍ରଜାପତି ମଧ୍ୟେଚାଲିଥାଏ ଯୁଦ୍ଧ l କଳା ଧୂଆଁ ରେ ଛାଇଯାଇଥାଏ ଆକାଶ ରଙ୍ଗଳତାପ୍ରଜାପତି ସାଜିପୁଲଗଛ ମୂଳେ ଢ଼ାଳୁଥାଏ ପାଣିପୁଲ କିନ୍ତୁ ବେହୋସ ଥାଏ କୋଉ ଶବ୍ଦ ଙ୍କ …

ଉହୁଉହୁ, କୁହୁକୁହୁ Read More

ଫ୍ରିଡା କାହଲୋ

ଆଉ କ’ଣ ତମର ଆବଶ୍ୟକତା ବା ଏମିତି ଲୋଡା ପଡିବ,ପାଦ, ଡାହାଣ ପାଦ, ଯେତେବେଳେ ମୋର ଉଡିଯିବା ପାଇଁ ଅଦୃଶ୍ୟକୁ ପାଖରେ ମହଯୁଦ୍ ହୋଇ ଗଲାଣି ହଳେ ଡେଣା, ମୋ ପାଖରେ ମ। ପ୍ରେମ ହେଉଛି କଳା ଆଉ କଳା ହେଉଛି …

ଫ୍ରିଡା କାହଲୋ Read More

ପୁରୁଣା ସିନେମା

ମୂଳ ଲେଖା : ଇସମାଇଲ କାଦାରେ || ଅନୁବାଦ : ଜ୍ୟୋତି ନନ୍ଦ ପୁରୁଣା ସିନେମା,ପରିତ୍ୟକ୍ତ ସିନେମାଯେଉଁଠି ଛବି ନାହିଁ,ଛିଣ୍ଡା ରିଲ୍ କୁ ଯୋଡି ଆଉଥରେ ଚଲାଇବାର ନାହିଁ ,ଅନେକ ଦିନ ଧରି ଯାହାର ପ୍ରଦର୍ଶନ କରାଯାଇନାହିଁ,ଯେଉଁଠି ଦର୍ଶକମାନେ ଆଉ ହୁଇସିଲ୍ …

ପୁରୁଣା ସିନେମା Read More

ବାପାଙ୍କ ପରି

ଯୋଉଠି ସେ ଥିଲେ ଏବେ ସେଇଠି ଆମେ ତାଙ୍କ ପିଲାବେଳକୁ ପାର୍ ହେଇ ଯୌବନ ସମୟରେ ଏବେ ମୋ ପୁଅ ତାଙ୍କ କୈଶୋର ସମୟରେ ଝିଅ,ମୋ ଆଖିଆଗରେ ଅମାନିଆ ଜିଦଖୋର କୈଶୋର ଯୌବନଙ୍କ ନାଲି ଆଖିରେ ବନ୍ଦୀ ଯାଉଛି ଭେଟିବାକୁ ତାଙ୍କ …

ବାପାଙ୍କ ପରି Read More

मैं सीर्फ एक नहीं हूँ

‘मैं’,मैं सिर्फ ‘एक’ नहीं हूँ,मेरी संख्या ‘करडो’ में हैं!और, आप…..आपकी संख्या सिर्फ “543”;गिनना शुरू करो तो, ऊंगलियों पे खतम!😊आपका ‘आसान’ हो या ‘आस्थान’ कितना भी ऊंचा हो…..आपको लौटना है मेरे …

मैं सीर्फ एक नहीं हूँ Read More

ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ!

ସେ ବାରମ୍ବାର ବନ୍ଦ କରିଦିଏ ନିଜକୁ ନିଜ ଭିତରେ! ତା’ ମନର ସାତ ତାଳ ଗଭୀରରେ, କେଉଁ ଗୋଟେ କୋଣରେ ଚୁପ୍ କିନି ବସିଯାଏ ଯେ ବସିଥାଏ ସେମିତି! ଆଦୌ ହଲଚଲ ନ ହେଇ, ବିଲକୁଲ ପାଟି ନ ଫିଟେଇ! ବାହାରେ …

ତା’ ନଦୀ ପାଲଟିବାର ଅପେକ୍ଷାରେ ମୁଁ! Read More

ଆମେରିକାର ନିଖୋଜ ସନ୍ତାନଗଣ

ଲେଖକ : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଏଇଠି ଏଇ ଧୂଳିବାଲି ସନ୍ତସନ୍ତ ମେଲେରିଆ ଗଳି କଟକର ଯେଉଁଠି ବୟସମାନେ ଧିରେଧିରେ ହଜାଇ ବସୁଛନ୍ତି ଆପଣାର ଗୋପନତା ସେମାନେ ନିରୁଦ୍ଦେଶ ବୁଲାଚଲା କରୁଛନ୍ତି ଗଳିରୁ ଗଳିକୁ ବୋହି …

ଆମେରିକାର ନିଖୋଜ ସନ୍ତାନଗଣ Read More

ମଣିପୁର: ଗୋଟାଏ ଅଭାଗିନୀ ମା’

ଦୃଶ୍ୟ-୧: ସ୍ତ୍ରୀ ମୋର ଆଠ ମାସର ଗର୍ଭବତୀ, ଆଗରୁ ଅଛନ୍ତି ଆଉ ଦୁଇଟା କୁନି କୁନି ଛୁଆ। ସେମାନଙ୍କ ଦୌଡ଼କୁଦରେ ଦିନେ ହସୁଥିଲା ଆମ ଘର-ଦୁଆର, ଛୋଟିଆ ମୋ’ ସୁଖୀ ସଂସାରକୁ ଦେଖି ମା’ ମୋର ଭଗବାନଙ୍କ ପାଖରେ ନିଇତି ମୁଣ୍ଡ …

ମଣିପୁର: ଗୋଟାଏ ଅଭାଗିନୀ ମା’ Read More

ତାରକା ଖଚିତ ରାତି

ଆମର ପ୍ରିୟ ବନ୍ଧୁ ପ୍ରିୟ ଚିତ୍ରକର ଆଉ ନାହାଁନ୍ତି ତାଙ୍କର ଯିବା ଚାରିଦିନ ହେଲାଣି । ରବିବାର ଥିଲା ସେଦିନ ସବୁଦିନ ଭଳି ସେ ସେଇଉଆସ ଆଗର ପାଳଗଦା ନିକଟକୁ ଯାଇଥିଲେ ତାହା ଉପରେ ଡେରି ଦେଇଥିଲେ ନିଜର ପ୍ରିୟ ପରିଚିତ …

ତାରକା ଖଚିତ ରାତି Read More