
ଶେଷ ଦୃଶ୍ୟ (ଭାଗ – ୧୨)
।। ୧୨ ।। ପଛକୁ ପଛକୁ ଦଉଡୁଥିଲେ ଗଛ, ବିଲମାଳ, ପଶୁପକ୍ଷୀ ଓ ସାରା ଦୁନିଆ । ଯେମିତି ଯୁଦ୍ଧକ୍ଷେତ୍ରରୁ ଦଉଡି ପଳାନ୍ତି ପରାଜିତ ଅଶ୍ୱମାନେ । ବେଳେବେଳେ ଜୀବନର ଗତି ଏମିତି ପଛକୁ କାହିଁକି ଯାଏ ? ଚାହିଁଲେ ବି …
ଶେଷ ଦୃଶ୍ୟ (ଭାଗ – ୧୨) Read More।। ୧୨ ।। ପଛକୁ ପଛକୁ ଦଉଡୁଥିଲେ ଗଛ, ବିଲମାଳ, ପଶୁପକ୍ଷୀ ଓ ସାରା ଦୁନିଆ । ଯେମିତି ଯୁଦ୍ଧକ୍ଷେତ୍ରରୁ ଦଉଡି ପଳାନ୍ତି ପରାଜିତ ଅଶ୍ୱମାନେ । ବେଳେବେଳେ ଜୀବନର ଗତି ଏମିତି ପଛକୁ କାହିଁକି ଯାଏ ? ଚାହିଁଲେ ବି …
ଶେଷ ଦୃଶ୍ୟ (ଭାଗ – ୧୨) Read Moreସମ୍ପାଦନା ଅନୁଭୂତି-୫ ଭଞ୍ଜବିହାରରେ ଏମ୍ଏ ଶ୍ରେଣୀରେ ପଢିଲା ବେଳେ “ଯୁଗରୁଚି” ଓ “ଆକାଂକ୍ଷା” ସମ୍ପାଦନାର ଅନୁଭୂତି ମୋ ଭିତରେ ଭରିଦେଇଥିଲା ଅସରନ୍ତି ପ୍ରେରଣା। ସେ ସମୟରେ ଓଡିଆ ବିଭାଗ ପାଠଚକ୍ର ଲାଇବ୍ରେରୀକୁ ଓ କେନ୍ଦ୍ରୀୟ ଗ୍ରନ୍ଥାଗାରକୁ ଅନେକ ପତ୍ରିକା ଆସୁଥାଏ। ନୂଆ …
ଅନନ୍ୟା : ପ୍ରଥମ ତ୍ରୟମାସିକ ପତ୍ରିକା Read Moreମୂଳ ଲେଖା : ଅବିନାଶ ଦାସ ଚୌଧୁରୀ || ଅନୁବାଦ : ଜ୍ୟୋତି ନନ୍ଦ ଭିନ୍ନମତ ହେଉଛି ଏକ ବିବଦମାନ ଧାରଣା। ଏହାର ପରିସରରେ ଅନେକ ସଂପ୍ରଦାୟ,ଅନେକ ବୌଦ୍ଧିକ ଏବଂ ଧର୍ମତାତ୍ତ୍ୱିକ ବିରୋଧାଭାଷ ବସ୍ତୁତଃ ବିଭିନ୍ନ ବିରୋଧି ସାମାଜିକ ଅବସ୍ଥାନରେ ଭିନ୍ନ …
ଭକ୍ତର ସାକ୍ଷାତକାର : ଧାର୍ମିକ ଚିନ୍ତାର ଏକ ବିବର୍ତ୍ତନ Read Moreସମ୍ପାଦନା ଅନୁଭୂତି -୪ ଭଞ୍ଜବିହାର ଓଡିଆ ବିଭାଗରେ ‘ଯୁଗରୁଚି’ ସାମୟିକ ଭାବେ ପ୍ରାତୀର ପତ୍ରିକା ରୂପରେ ପ୍ରକାଶ ପାଉଥିଲା ବେଳେ ଓଡିଆ ବିଭାଗ ପାଠଚକ୍ର ତରଫରୁ “ଆକାଂକ୍ଷା” ନାମରେ ଏକ ବାର୍ଷିକ ପତ୍ରିକା ପ୍ରକାଶ ପାଉଥିଲା। “ଆକାଂକ୍ଷା” ପତ୍ରିକାଟି ବି ଥିଲା …
ଆକାଂକ୍ଷା ପ୍ରଥମ ସମ୍ପାଦିତ (ପ୍ରକାଶିତ) ପତ୍ରିକା Read Moreଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାରିଦିନ ଯାଏଁ ମହାପ୍ରଭୁଙ୍କର ଗୋପଲୀଳା ଓ ବିଭିନ୍ନ ବେଶ ସମ୍ପାଦନ ନୀତି ଅନୁଷ୍ଠିତ ହୋଇଥାନ୍ତି । ଗୋବିନ୍ଦ ଲୀଳା ର ପ୍ରତ୍ୟକ୍ଷ ସାନିଧ୍ଯ ପ୍ରାପ୍ତି ହେବା ସହ ନିଜକୁ ଗୋପୀ ଭାବରେ ମଜ୍ଜେଇ ଦବାର ଏହା ଏକ …
ବଡଦେଉଳେ ଶ୍ରୀ କୃଷ୍ଣ ଜନ୍ମ : ଲୀଳା ଓ ବେଶ ସମୂହ (ଭାଗ ୩ ) Read Moreସମ୍ପାଦନା ଅନୁଭୂତି-୩ ଭଞ୍ଜନଗରରେ ‘ତଥାପି’ ଓ ଗାଁରେ ‘କବିସୂର୍ଯ୍ୟବାଣୀ’ ହାତଲେଖା ପତ୍ରିକାର ସମ୍ପାଦନା କରିବାର ଅନୁଭୂତି ମୋ ଭିତରେ ବସା ବାନ୍ଧିବା ବେଳକୁ ମୁଁ ଏମ.ଏ. ପଢିବା ପାଇଁ ୧୯୯୫ ମସିହାରେ ଭଞ୍ଜବିହାର ଗଲି। ଭଞ୍ଜବିହାର ଓଡିଆ ବିଭାଗରେ ଜଏନ୍ ହେବା …
ଯୁଗରୁଚି ପ୍ରାଚୀର ପତ୍ରିକା Read Moreମୂଳ ଲେଖା : ହୁମାୟୁନ ଅହମେଦ || ଅନୁବାଦ : ଜ୍ୟୋତି ନନ୍ଦ ସେମାନେ ଆସିଗଲେ ସଂଜ ହେବା ଆଗରୁ ଆଗରୁ। ବିରାଟ ଗୋଟିଏ ଦଳ। ମାର୍ଚ ଟାର୍ଚ କିଛି ନାଇଁ। ସେମିତି କିଛି ଶୃଙ୍ଖଳା ନାହିଁ ଚାଲି ଚାଲି ପାଦରେ। …
ଊଣେଇଶଶ’ ଏକସ୍ତରୀ Read Moreକିଛି ଅନୁଭୂତିରୁ ଚେନାଏ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ନୀତି ବର୍ଣ୍ଣନାରେ କେତୋଟି କଥା ରହିଯାଇଥିଲେ ଯାହା ମୋର ପରେ ସ୍ମରଣରେ ଆସିଲା । ୧ . ମହାପ୍ରଭୁଙ୍କର ମା ଦେବକୀ ରୂପେ ପ୍ରସବ ବେଦନା ପ୍ରସମଣ ନିମନ୍ତେ ମୋଦକ (ଆୟୁର୍ବେଦିୟ ପଥ୍ଯ ଗୋଲି …
ବଡଦେଉଳେ ଶ୍ରୀକୃଷ୍ଣ ଜନ୍ମ : ଲୀଳା ଓ ବେଶସମୂହ (ଭାଗ ୨) Read Moreସମ୍ପାଦନା ଅନୁଭୂତି-୨ ମୋର ପ୍ରଥମ ସମ୍ପାଦନା ହାତଲେଖା ପତ୍ରିକା “ତଥାପି” ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମ଼ହାବିଦ୍ୟାଳୟ, ଓଡିଆ ବିଭାଗରୁ ପ୍ରକାଶ ପାଉଥିଲା। ତାହା କେବଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ ସୀମିତ ଥିଲା। ତେବେ ହଠାତ୍ ୧୯୯୩ ମସିହାରେ ଏହାର …
କବିସୂର୍ଯ୍ୟବାଣୀ: ଜନ୍ମକାହାଣୀ Read Moreହରିବୋଲ, ହରିବୋଲ ।। ଆଜି ଗୋପିକା ବଲ୍ଲଭ ଶ୍ରୀ ଗୋବିନ୍ଦ ଓ ମା ଜଗଦମ୍ବା ଜଗତ ଜନନୀ ମହାମାୟାଙ୍କର ଜନ୍ମ ତିଥି । ଭାଗ୍ୟ ରେ ଥିଲେ, ହରି କୃପା ହେଲେ ହରି କଥା କଥନ, ଶ୍ରବଣ, ବର୍ଣ୍ଣିନ, ସେବା, ମନନ, …
ବଡଦେଉଳେ କୃଷ୍ଣ ଜନ୍ମ ପାଳନ ( ୧ ) Read More