ଲାଜକୁଳା

ଅଲଜ୍ଯା କହ କି ବେଲଜ୍ଯାମୋ ଫ୍ରେଣ୍ଡ୍ ତାଲିକାରେ ରହୁ ତମ ନାଆଁବୋର୍ କରିବିନି, ଲେଖିବିନି,ପଚାରିବିନି କିଛି ବି ତମକୁକ’ଣ କରୁଚ କି ଗାଆଁ। ଏ. ଆଇ-ଫଟୋ ହଉ ପଛେ ସେଇଟା ଇ କାମନା। ମୁଁ ତମକୁ ସିଧା କହିଚି କି ମେସେଞ୍ଜରରେ …

ଲାଜକୁଳା Read More

ବହି : ଦିନ ଦିନାନ୍ତର

ଏକ ୨୩ ଏପ୍ରିଲ୍ କୁ ବହିଦିନ ହିସାବରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରାଯାଏ । ପ୍ରସିଦ୍ଧ ନାଟ୍ୟକାର ଉଇଲିଅମ ଶେକସପିଅରଙ୍କ ଉଭୟ ଜନ୍ମ ଆଉ ମୃତ୍ୟୁଦିନ ହେଉଛି ଏଇ ୨୩ ଏପ୍ରିଲ୍ । ଏମିତିରେ କହିବାକୁ ଗଲେ ୧୫୬୪ ଖ୍ରୀଅ …

ବହି : ଦିନ ଦିନାନ୍ତର Read More

ଧରିତ୍ରୀ ଦିବସ,ଏପ୍ରିଲ ୨୨

ଏପ୍ରିଲ ୨୨ ତାରିଖ ।ଧରିତ୍ରୀ ଦିବସ। ସର୍ବପ୍ରଥମ ଧରିତ୍ରୀ ଦିବସ,ଏକ ବିଶ୍ୱବ୍ୟାପୀ ସାମ୍ବତ୍ସରିକ ଆୟୋଜନ , ବିଶେଷ ଭାବରେ ପୃଥିବୀର ଜଳବାୟୁ ଆଉ ପାରିପାର୍ଶ୍ୱିକତା ସଂପର୍କିତ ଚିନ୍ତନ ମନନ ନିମନ୍ତେ ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଅନୁଷ୍ଠିତ …

ଧରିତ୍ରୀ ଦିବସ,ଏପ୍ରିଲ ୨୨ Read More

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ …

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା Read More

ମେକିଂ ଅଫ୍ ‘ପଥେର ପାଁଚାଲୀ’ ଓ ‘ଅପରାଜିତ’ ସିନେମା

ସତ୍ୟଜିତ ରାୟ ୧୯୫୫ ମସିହାରେ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସକୁ ନେଇ ବଙ୍ଗଳା ଭାଷାରେ ‘ପଥେର ପାଁଚାଲୀ’ ନାମରେ ଗୋଟେ ସିନେମା ତିଆରି କରିଥିଲେ । ସିନେମା ନିର୍ମାଣର କୌଣସି ବିଧିବଦ୍ଧ ତାଲିମ ନେଇନଥିବା ସତ୍ୟଜିତଙ୍କ ‘ପଥେର ପାଁଚାଲୀ’ ସିନେମା ଭାରତୀୟ …

ମେକିଂ ଅଫ୍ ‘ପଥେର ପାଁଚାଲୀ’ ଓ ‘ଅପରାଜିତ’ ସିନେମା Read More

ରବୀନ୍ଦ୍ରନାଥ ଓ ଭ୍ରମଣ

ରବୀନ୍ଦ୍ରନାଥ ଭ୍ରମଣକୁ କେବଳ ସ୍ଥାନାନ୍ତରଣର ଏକ ମାଧ୍ୟମ ବୋଲି ଭାବିନଥିଲେ, ବରଂ ଏହା ଥିଲା ତାଙ୍କର ସୃଷ୍ଟିଶୀଳତାର ଏକ ବିଶାଳ କ୍ଷେତ୍ର। ଭ୍ରମଣ ତାଙ୍କୁ ନୂଆ ନୂଆଁ ଅଭିଜ୍ଞତା, ସଂସ୍କୃତି ଓ ମଣିଷର ସଂସ୍ପର୍ଶରେ ଆଣୁଥିଲା, ଯାହା ତାଙ୍କ ସାହିତ୍ୟ, ସଂଗୀତ, …

ରବୀନ୍ଦ୍ରନାଥ ଓ ଭ୍ରମଣ Read More

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ …

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା Read More

ମେଣ୍ଢା

–ସେ ଦେଖୁଥିଲା,ଠିକ୍ ଲକ୍ଷ୍ୟ କରୁଥିଲା;କେମିତି ଧୀରେ ଧୀରେ ତା’ ଆଖପାଖର ଅନେକପରିଣତ ହୋଇଯାଉଛନ୍ତି ମେଣ୍ଢାରେ!ସେମାନେ ମେଣ୍ଢା ପାଲଟିବାରେ ହୁଏତତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି! ହେଲେ ସେ ଲକ୍ଷ୍ୟ କରୁଥିଲା,ସେମାନେ କେମିତି କ୍ରମେହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ …

ମେଣ୍ଢା Read More