ମହାକୁମ୍ଭ

ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …

ମହାକୁମ୍ଭ Read More

କବିର ସମ୍ପର୍କ

ବେସମେଣ୍ଟର-ଯେଉଁ ଅଣଓସାରିଆ ଅଧା ବଖରାରେ ସେ ରହୁଥିଲା,ସେଠି ରିତିମତ ମୂଷା, ଚୁଚୁନ୍ଦ୍ରା ଆଉ ଅସରପାଙ୍କ ରେସ୍ ଚାଲେ!କୋଉ ଛଟକରେ ମୂଷାଟେ ଦଉଡି ଆସିଫାଳେ ବ୍ରେଡ ଧରି ଚାଲି ଯିବ – ତୁମେ ଆଦୌ ଜାଣି ପାରିବନି!ଖୁବ୍ ସହଜ, ସରଳ ଆଉ ଗତାନୁଗତିକ …

କବିର ସମ୍ପର୍କ Read More

ଶୋଭାଯାତ୍ରା

ମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …

ଶୋଭାଯାତ୍ରା Read More

ହାନ କ୍ୟାଂ ଙ୍କ ଚାରୋଟି କବିତା

ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି  ନନ୍ଦ -ଏକ-ଗାଢ କଳା ଆଲୁଅର ଘର ସେଇ ଯେଉଁଦିନ ଉଇ-ଡଙ୍ଗ୍ ରେବରଫ ବର୍ଷା ହୋଇଥିଲାସେଦିନ ମୋର ଶରୀର,ଆତ୍ମାର ସହଚରପ୍ରତିଟି ଝରିପଡୁଥିବା ଅଶ୍ରୁବିନ୍ଦୁର ସହକମ୍ପି ଉଠୁଥିଲା ଥରକୁ ଥର। ଯାଅ,ଆଗେଇ …

ହାନ କ୍ୟାଂ ଙ୍କ ଚାରୋଟି କବିତା Read More

ପ୍ରବାସକାଳ

ମୂଳ ଲେଖା : କେକି ଏନ୍ ଦାରୁୱାଲା || ଅନୁବାଦ : ଜ୍ୟୋତି  ନନ୍ଦ ପ୍ରବାସକାଳ ସବୁବେଳେ ବଡ କଷ୍ଟରପଚାର ଯେ କୌଣସି ମରୁଡିକୁ,କୌଣସି ମଡକକୁ;ପଚାର ସନ ଊଣେଇଶ ସତଚାଳିଶକୁ।ପଚାର ସେଇ କ୍ରମାନ୍ୱୟରେ ଲିପିବଦ୍ଧ ବିବରଣୀକୁ;ଯଦି ନଥାନ୍ତା କୌଣସି ପ୍ରବାସର କାଳତାହେଲେ …

ପ୍ରବାସକାଳ Read More

ଜୟନ୍ତ କବିତା ପାଠ :

ଜୟନ୍ତ ମହାପାତ୍ରଙ୍କ ଦୁଇଟି କବିତା ୧ଜେଜେ ଖଣ୍ଡିଏ ମଳିଛିଆ ଖାତା ଓଡିଆରେ ତୁନିତୁନି କଥା କହେ,ସେଥିରେ ଥାଏ ଭୁଲିହୋଇଯାଇଥିବା ଗୋଟିଏ ତୃଣଭୂମୀବଧିର କାନ୍ଦଣା ଅଛି ମୋତେ ବାଧ୍ୟକରେ ଯାହା ଶୁଣିବାକୁ ସେଇ ସ୍ୱର ।ଏବେ ମୁଁ ଝୁଣ୍ଟୁଥାଏ ତମେ ଯେବେ କଳାପୃଷ୍ଠାରେ …

ଜୟନ୍ତ କବିତା ପାଠ : Read More

ଅରକ୍ଷିତ ସାହାଣୀ

ଅରକ୍ଷିତ ସାହାଣୀର ଜୀବନ ଅଲିଖିତ ଇତିହାସର ଫର୍ଦ୍ଦେ ଛିଣ୍ଡା କାଗଜ ସାମାନ୍ୟ ସୁଲୁକାସୁଲୁକା ପବନରେ ତା’ ଚାରିପାଖେ ଘାଉଁରୀ ଖାଉଥାଏ ଦିନ ତମାମ l ତା’ ଜୀବନ ପଞ୍ଜିକାରେ କିଏ ଲଟକେଇ ଦେଇଛି ଏକ ପ୍ରଶ୍ନ ଚିହ୍ନ ହାତର ଆୟୁରେଖା ଗାଢ …

ଅରକ୍ଷିତ ସାହାଣୀ Read More