ସେଇ ସାଦା ବହି
ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି। ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା। ଓଃ! ଏ ସି ହଓ୍ବାଟା ବାଜି ଟିକେ ଆରାମ ଲାଗିଲା ତାକୁ। …
ରାବଣପୋଡି Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ -ଏକ-ଗାଢ କଳା ଆଲୁଅର ଘର ସେଇ ଯେଉଁଦିନ ଉଇ-ଡଙ୍ଗ୍ ରେବରଫ ବର୍ଷା ହୋଇଥିଲାସେଦିନ ମୋର ଶରୀର,ଆତ୍ମାର ସହଚରପ୍ରତିଟି ଝରିପଡୁଥିବା ଅଶ୍ରୁବିନ୍ଦୁର ସହକମ୍ପି ଉଠୁଥିଲା ଥରକୁ ଥର। ଯାଅ,ଆଗେଇ …
ହାନ କ୍ୟାଂ ଙ୍କ ଚାରୋଟି କବିତା Read More୧୯୯୦ ମସିହାରେ ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆର ଓଡ଼ିଆ ଭାଷା ସମ୍ପାଦକ ଭାବେ ଯୋଗଦେବା ପର୍ଯ୍ୟନ୍ତ ଏହି ସଂସ୍ଥା ଓଡ଼ିଶାରେ ସେଭଳି ଜଣାଶୁଣା ନଥିଲା । ଗୋଟିଏ ସମୟରେ NBT ଏବଂ ମୋର ନାମ ଏକପ୍ରକାର ଅବିଚ୍ଛିନ୍ନ ଥିଲା କହିଲେ …
ବସ୍ତାଏ ଚାଉଳ, ପେଟିଏ ବହି Read Moreଆମର ଏହି ମହାପାର୍ବଣର ସାଂସ୍କୃତିକ ପ୍ରେକ୍ଷାପଟ ର ବିବର୍ତ୍ତନକୁ ବୁଝିବା ପାଇଁ ଏଇ ଲେଖାଟି ହେଉଛି ଗୋଟିଏ କ୍ଷୁଦ୍ର ପ୍ରୟାସ । ଏହାକୁ ସେହିଭଳି ସଦୟ ଦୃଷ୍ଟିରେ ଦେଖିବା ପାଇଁ ଅନୁରୋଧ । ଏହି ମହାପାର୍ବଣର ପ୍ରେକ୍ଷାପଟକୁ ଚର୍ଚ୍ଚା କଲାବେଳେ ପ୍ରଖ୍ୟାତ …
ଦେବୀକଥା: ଅକାଳ ବୋଧନ ଓ ଅନ୍ୟ ଅନ୍ୟ Read Moreମୂଳ ଲେଖା : କେକି ଏନ୍ ଦାରୁୱାଲା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରବାସକାଳ ସବୁବେଳେ ବଡ କଷ୍ଟରପଚାର ଯେ କୌଣସି ମରୁଡିକୁ,କୌଣସି ମଡକକୁ;ପଚାର ସନ ଊଣେଇଶ ସତଚାଳିଶକୁ।ପଚାର ସେଇ କ୍ରମାନ୍ୱୟରେ ଲିପିବଦ୍ଧ ବିବରଣୀକୁ;ଯଦି ନଥାନ୍ତା କୌଣସି ପ୍ରବାସର କାଳତାହେଲେ …
ପ୍ରବାସକାଳ Read More୧୯୮୧ ମସିହାରେ ମୁଁ ଏକ ପୋଷ୍ଟକାର୍ଡ ଚିଠି ଡ. ବଂଶୀଧର ପଣ୍ଡାଙ୍କୁ ପଠାଇଥିଲି, ଯିଏକି ଥିଲେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଶିଳ୍ପପତି । ସେ ମଧ୍ୟ ଥିଲେ ଓଡିଶାର ପ୍ରଥମ ସର୍ବୋଚ୍ଚ ଯୋଗ୍ୟତାପ୍ରାପ୍ତ ଧାତୁ ବିଶେଷଜ୍ଞ । ସେ …
ଏକ ଅବିସ୍ମରଣୀୟ ସାକ୍ଷାତ Read Moreମୂଳ ଲେଖା : ଆଲବେର୍ତୋ ଫୁଗୁଏତ || ଅନୁବାଦ : ଜ୍ୟୋତି ନନ୍ଦ ଯେଉଁ ଦେଶଟି ନିରୁଦ୍ଦିଷ୍ଟରେ ଭରା ସେଇଠି ଆଉ ଯାହା କିଛି ହେଉନା କାହିକି ହଜିଯିବା ଭାରି ସହଜ। ଯେତେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସବୁ କିଛି ରହିଥିବ ମୃତକଙ୍କ ଉପରେ,ତେଣୁ …
ଯିଏ ହଜିଯାଏ Read MoreOne day, on a particular moment (though she doesn’t remember the exact time and date)she decided in her heart thatshe won’t explain her actions,any of her actions, to just anybody!She …
Her silence was her weapon, her answer! Read More।। ୧୩ ।। ୟା ଭିତରେ ଏହି ହାଇପ୍ରୋଫାଇଲ୍ ଯୌତୁକ ନିର୍ଯାତନା ଘଟଣାକୁ ଅନେକ ବର୍ଷ ବିତିଯାଇଥିଲା । ପ୍ରାୟ ପନ୍ଦର ବର୍ଷ । ରାଜ୍ୟର ଉଭୟ ରାଜନୈତିକ ଓ ସାମାଜିକ ଦୃଶ୍ୟପଟ୍ଟରେ ବିରାଟ ପରିବର୍ତ୍ତନ ଆସିଥିଲା । ସବୁ ଦୁର୍ଗୁଣ …
ଶେଷ ଦୃଶ୍ୟ (ଭାଗ – ୧୩ ) Read More