୧୭୫ ବର୍ଷରେ ଭାରତେନ୍ଦୁ ହରିଶ୍ଚନ୍ଦ୍ର ହିନ୍ଦୀ ସାହିତ୍ୟର ଅଗ୍ରଦୂତ

ଭାରତେନ୍ଦୁ ହରିଶ୍ଚନ୍ଦ୍ରଙ୍କୁ ଆଧୁନିକ ହିନ୍ଦୀ ସାହିତ୍ୟର ଅଗ୍ରଦୂତର ମାନ୍ୟତା ଦିଆଯାଏ | ମାତ୍ର ୩୫ ବର୍ଷର ସ୍ପଳ୍ପ ଆୟୁଷକାଳ ଭିତରେ ହିନ୍ଦୀ ସାହିତ୍ୟ ଭଣ୍ଡାରକୁ ନୂଆ ଭାଷା, ନୂଆ ସ୍ୱର ଏବଂ ନୂଆ ଦିଗ୍‌ଦର୍ଶନରେ ସମୃଦ୍ଧ କରିଥିଲେ ସେ । ସ୍ୱାଧୀନତା …

୧୭୫ ବର୍ଷରେ ଭାରତେନ୍ଦୁ ହରିଶ୍ଚନ୍ଦ୍ର ହିନ୍ଦୀ ସାହିତ୍ୟର ଅଗ୍ରଦୂତ Read More

ସାମ୍ବାଦିକଙ୍କ ମୃତ୍ୟୁ ପରେ

ମୂଳ ବଙ୍ଗଳା – ଏକରାମ କବୀର ।। ଓଡିଆ ଅନୁବାଦ – ମୃଣାଳ ଭରତପୁର ଗ୍ରାମର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ପରେ ଲୋକମାନେ ଭାବିଲେ, ଭଲ ହେଲା ଆଉଜଣକର ଖାଇବା ବଂଚିଗଲା । ଏକଥା ସେମାନେ ଭାବୁ ଭାବୁ ସାରା ଭରତପୁରରେ …

ସାମ୍ବାଦିକଙ୍କ ମୃତ୍ୟୁ ପରେ Read More

ସର୍ପବିଦ୍ୟା

ମୂଳ ବଙ୍ଗଳା: ଇକରାମ କବୀର II ଓଡ଼ିଆ ଅନୁବାଦ: ମୃଣାଳ ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ …

ସର୍ପବିଦ୍ୟା Read More

ପୃଥିବୀ

ଛାୟାପଥକୁ ଆକାଶଗଙ୍ଗା ବୋଲି ବି କହନ୍ତି ।ସେଠି ଅନେକ ତାରା, ଅନେକ ସୌରମଣ୍ଡଳ, ଅସଂଖ୍ୟ ଗ୍ରହ । ଅନେକ ଗ୍ରହର ନାମକରଣ ବି ହୋଇନି | ସେମିତି ଏକ ନାମହୀନ ଛୋଟ ଗ୍ରହର ଦୁଇଜଣ ତରୁଣ ଅଧିବାସୀ ପୃଥିବୀକୁ ବୁଲି ବାହାରିଲେ …

ପୃଥିବୀ Read More

ରଥଯାତ୍ରା

ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର | | ଓଡ଼ିଆ ଅନୁବାଦ: ମୃଣାଳ ରଥଯାତ୍ରା ଦିନ ପାଖେଇ ଆସିଲା ।ରାଣୀ ରାଜାଙ୍କୁ କହିଲେ, ଚାଲ ରଥ ଦେଖିବାକୁ ଯିବା ।ରାଜା କହିଲେ, ହେଉ ।ଘୋଡାଶାଳରୁ ଘୋଡ଼ା ବାହାରିଲା । ହାତୀଶାଳରୁ ହାତୀ …

ରଥଯାତ୍ରା Read More

ଗଛ

ଜଣେ ରାଜାଙ୍କର ଯାଦୁ ଗଛଟିଏ ଥିଲା । ସେ ଗଛକୁ ରାଜା ଯାହା ମାଗୁଥିଲେ, ଗଛ ତାଙ୍କୁ ଦଉଥିଲା। ରାଜା ଦିନେ କହିଲେ, ଗଛ ମୁଁ ପକ୍ଷୀ ହୋଇ ଟିକେ ଉଡନ୍ତି । ଗଛ କହିଲା ହଉ । ରାଜା ଖୁସି …

ଗଛ Read More

ମହାକୁମ୍ଭ

ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …

ମହାକୁମ୍ଭ Read More

ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ

|| ମୃଣାଳ || ପୃଥିବୀର ଶେଷ ଚଢ଼େଇଟି କହିଲା ପୃଥିବୀର ଶେଷ ମଣିଷକୁ, ଭାଇ ତୁମେ ମୋତେ ତୁମ ସାଙ୍ଗରେ ନେଇଯିବ? ସମୟ ହେଉଛି ୨୦୫୦ । ପୃଥିବୀ ଏବେ ମଣିଷ ଓ ଜୀବଜନ୍ତୁ ଶୂନ୍ୟ ହୋଇଯାଇଛି । କ୍ରମାଗତ ପ୍ରଦୂଷଣ …

ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ Read More

ମଣିଷ

ମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା । ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି। …

ମଣିଷ Read More