
ମହାକୁମ୍ଭ
ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …
ମହାକୁମ୍ଭ Read Moreମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …
ମହାକୁମ୍ଭ Read More|| ମୃଣାଳ || ପୃଥିବୀର ଶେଷ ଚଢ଼େଇଟି କହିଲା ପୃଥିବୀର ଶେଷ ମଣିଷକୁ, ଭାଇ ତୁମେ ମୋତେ ତୁମ ସାଙ୍ଗରେ ନେଇଯିବ? ସମୟ ହେଉଛି ୨୦୫୦ । ପୃଥିବୀ ଏବେ ମଣିଷ ଓ ଜୀବଜନ୍ତୁ ଶୂନ୍ୟ ହୋଇଯାଇଛି । କ୍ରମାଗତ ପ୍ରଦୂଷଣ …
ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ Read Moreମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା । ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି। …
ମଣିଷ Read Moreଦୁଇ ପାଖରେ ଉଚ୍ଚ ଉଚ୍ଚ ପାହାଡ଼ । ମଝିରେ ରାସ୍ତା । ସେ ରାସ୍ତାରେ ମୁଁ ଚାଲିଛି । ଲକ୍ଷହୀନ, ଉଦେଶ୍ୟହୀନ । ହଠାତ ପାହାଡ଼ ଉପରୁ ବଡ଼ ପଥର ଖଣ୍ଡେ ଗଡ଼ି ଗଡ଼ି ଆସି ଠିକ ମୋ ସାମ୍ନାରେ ଆସି …
ନୂଆବର୍ଷର ପ୍ରଥମ ଗଳ୍ପ Read Moreଆଉ ଗୋଟେ ବର୍ଷ ସରିବାକୁ ଯାଉଛି । ଆଉ ଗୋଟେ ଅରଖ ନୂଆ ବର୍ଷ ଆରମ୍ଭ ହେବ । ନୂଆବର୍ଷକୁ ଧୁମ ଧାମରେ ପାଳନ କରିବାର ପ୍ରସ୍ତୁତି ଏବେଠୁଁ ଆରମ୍ଭ ହୋଇଗଲାଣି । ଯେ କୌଣସି ଉତ୍ସବର ସାମଜିକୀକରଣ ଏବଂ ଵାଣିଜ୍ୟକରଣ …
ନୂଆ ବର୍ଷ Read Moreଶୀତଦିନେ ଗାଧୋଇବାଟା ଯେ କି କଷ୍ଟ କାମ ତାହା ଭୁକ୍ତଭୋଗୀ ମାତ୍ରକେ ଜାଣନ୍ତି । ଏମିତିରେ ଶୀତଦିନେ ସକାଳେ ଉଠିବା କଷ୍ଟ । କମ୍ବଳ, ରେଜେଇ ଯେମିତି ଚୁମ୍ବକ ଭଳିଆ ଦେହଟାକୁ ଟାଣି ଧରିଥାଏ । ସେ ଆକର୍ଷଣରୁ ନିଜକୁ ମୁକ୍ତ …
ଶୀତଦିନେ ଗାଧୁଆ Read More