ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ

ଏକଶାନ୍ତି ବୁଝାମଣା ସବଳ ଆଉ ଦୁର୍ବଳ ଗୋଟିଏ ଶାନ୍ତି ବୁଝାମଣାରେ ସନ୍ତକ କରିଥିଲେ; ଦୁର୍ବଳ ସେଇ ଦଲିଲଟିକୁ ଖୁବ୍ ସୁନ୍ଦର ଗୋଟିଏ ସୁନେଲି ଫ୍ରେମ୍ ରେ ବନ୍ଧେଇକରି ରଖିଥିଲା ଆଉ ସେଇଟିକୁ ସେ ନିଜର ବୈଠକଖାନାରେ ଏମିତି ଜାଗାରେ ରଖିଥିଲାଯେଉଁଠି କି …

ଓସାମା ଆଲୋମାରଙ୍କଏକୋଇଶଟି ଗଳ୍ପ Read More

ଜେନୀର ପ୍ରେମିକ

ଏକ ଜେନୀ ର କଥା ଟିକିଏ ପରେ । ଜେନୀ କୁ ନେଇ ରଚିତ ଏଇ ପ୍ରେମ ଛଳଛଳ କବିତାଟିକୁ ଆଗ ପଢାଯାଉ । ଜେନୀ କୁ ଜେନୀ ! ତମେ ଯତ୍ନର ସହ ଟିକିଏ ଖୋଜି ଦେଖକାହିଁକି ମୁଁ ମୋର …

ଜେନୀର ପ୍ରେମିକ Read More

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ

ରମାକାନ୍ତ ରଥ ଜହ୍ନରାତି ପଚାରିଲାମୋର ଅସରନ୍ତି ବିସ୍ତାର ର ଆଲିଙ୍ଗନସେଥିରେ ତୁ କେଉଁଠି ଅଛୁ ? କେଉଁ ଏରୁଣ୍ଡିକୁ ଡେଇଁବା ଆଗରୁନିଜର ଲୁଗାପଟାକୁ ସଜାଡି ନେଇବାହାରେ ଅପେକ୍ଷାରତ ବିବେକନାମାପୁଲିସକୁ କହିବା ପାଇଁତୁ ଯେଉଁ ନାଆଁଟି ବାଛିନେଇଥିଲୁମୋତେ ସେକଥା ବି ଜଣା । …

ରମାକାନ୍ତ ରଥ :ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳୀ Read More

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଶାନ୍ତିନିକେତନର ନନ୍ଦନମେଳା

ଶାନ୍ତିନିକେତନରେ ବର୍ଷସାରା ଅନୁଷ୍ଠିତ ହେଉଥିବା ମେଳା ମଉଛବମାନଙ୍କ ମଧ୍ୟରେ ନନ୍ଦନମେଳା ଅନ୍ୟତମ। ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ କଳାଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ। | କଳାଭବନର ଛାତ୍ରଛାତ୍ରୀମାନେ ବର୍ଷସାରା ଯେଉଁ ପେଣ୍ଟିଙ୍ଗ୍, ଗ୍ରାଫିକ୍ ଡିଜାଇନ୍, …

ଶାନ୍ତିନିକେତନର ନନ୍ଦନମେଳା Read More

ଏଲିଅଟଙ୍କ ଚିଠି

ମୂଳ ରଚନା : ଟି. ଏସ. ଏଲିଅଟ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ୧୩ ଜୁଲାଇ ୧୯୪୪ ପ୍ରିୟ ଅରୱେଲ୍ ମୁଁ ଜାଣିବାକୁ ପାଉଛି ଯେ ଆପଣ “ଆନିମାଲ୍ ଫାର୍ମ” ଉପରେ ଏକ ତ୍ୱରିତ ନିର୍ଣ୍ଣୟ ଚାହୁଁଛନ୍ତି ; …

ଏଲିଅଟଙ୍କ ଚିଠି Read More

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର

ଏକ ମାର୍ଚ୍ଚମାସ ଆଠ ତାରିଖ ହେଉଛି ଆନ୍ତର୍ଜାତିକ ନାରୀ ଦିବସ। ନାରୀର ମୌଳିକ ଅଧିକାର କୁ ନେଇ ଚର୍ଚ୍ଚା କରିବା ପାଇଁ ଏଇ ଦିବସ ଟିର ପରିକଳ୍ପନା। ନାରୀର ଅଧିକାର ର ସ୍ୱରୂପ କେମିତି ତାହାକୁ ବୁଝିବା ପାଇଁ ତଥା ଆମର …

ଆନ୍ତର୍ଜାତିକ ନାରୀ ଦିବସ:ଆବେଗ ଓ ଅଧିକାର Read More

ଶାନ୍ତି ନିକେତନ ଉତ୍ସବ : ମାଘମେଳା

ଶାନ୍ତି ନିକେତନରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ମାଘୋତ୍ସବ ଅନ୍ୟତମ। ଏହାକୁ ମାଘମେଳା ବୋଲି ମଧ୍ୟ କୁହାଯାଏ। ଶାନ୍ତି ନିକେତନରେ ଥିବା ଦୁଇଟି କ୍ୟାମ୍ପସ ମଧ୍ୟରୁ ଗୋଟିଏ କ୍ୟାମ୍ପସ୍ ଶାନ୍ତି ନିକେତନରେ ପୌଷମେଳା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ …

ଶାନ୍ତି ନିକେତନ ଉତ୍ସବ : ମାଘମେଳା Read More

ସେଇ ଝିଟିପିଟି ଟି

ମୂଳ ରଚନା : ହୋସେ ସାରାମାଗୁ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଏଇଟି ଗୋଟିଏ ପରୀକଥା। ଏକଥା ନୁହଁ ଯେ କୌଣସି ପରୀ ଏଥିରେ ଉପସ୍ଥିତ ହେବେ(ନା ମୁଁ କହୁଚି ଯେ ସେମାନେ ଉପସ୍ଥିତ ହେବେ),ହେଲେ ଏହା କେଉଁପରିକା …

ସେଇ ଝିଟିପିଟି ଟି Read More