
ପୁରୁଣା ଫଟୋ
କିଛି ମୁହଁ ଏମିତି ଲାଗନ୍ତି ଯେମିତି ବହୁଦିନରପୁରୁଣା ରାସ୍ତା ପୁରୁଣା ପୋଲ,କଟିଚି ପଚାଶ ବର୍ଷ କି ତାଠୁ ଅଧିକ କାଳ ! ସେମାନେ ଦେଖନ୍ତି ଅନ୍ଯ କେତେ ମୁହଁ, ଗୋଟିଗୋଟିଦେଖନ୍ତିନି କେହି ଅଥଚ ସେମାନଙ୍କୁ ଥରେ!ବନ୍ଧକ ପଡ଼ିଚନ୍ତି ସମସ୍ତେ କେମିତି ନା …
ପୁରୁଣା ଫଟୋ Read Moreକିଛି ମୁହଁ ଏମିତି ଲାଗନ୍ତି ଯେମିତି ବହୁଦିନରପୁରୁଣା ରାସ୍ତା ପୁରୁଣା ପୋଲ,କଟିଚି ପଚାଶ ବର୍ଷ କି ତାଠୁ ଅଧିକ କାଳ ! ସେମାନେ ଦେଖନ୍ତି ଅନ୍ଯ କେତେ ମୁହଁ, ଗୋଟିଗୋଟିଦେଖନ୍ତିନି କେହି ଅଥଚ ସେମାନଙ୍କୁ ଥରେ!ବନ୍ଧକ ପଡ଼ିଚନ୍ତି ସମସ୍ତେ କେମିତି ନା …
ପୁରୁଣା ଫଟୋ Read Moreଆଜିଠୁ ପାଞ୍ଚବର୍ଷ ତଳେଗୋଟିଏ ସନ୍ଧ୍ୟାରେ-ଗରମ ବାମ୍ଫ ଉଠୁଥିବା କଫି କପ୍ ରଆର ପାଖରୁ ଉଠି ଚାଲି ଯାଇଥିଲା ଫାଲ୍ଗୁନୀ! କାଗଜ କପର ଧାରରେ ତଥାପି ଲାଗି ରହିଥିଲାତା’ ଓଠର ନାଲିଆ ରଙ୍ଗ!କଫି କପର ବାମ୍ଫ ମାନେଥଣ୍ଡା ପଡି ଲଟକି ପଡିଥିଲେଅବିନାଶର ପଲକରେ …
କଫି କପ୍ ଆଉ ତା’ ଓଠର ନାଲି ରଙ୍ଗ Read More–Morning comesas it always does.I wake to the familiar shuffleof light spilling in through narrow spaces. My day is already decided-a bowl filled with clean water,pellets shaped from nutritious food …
Caged Read Moreଅଲଜ୍ଯା କହ କି ବେଲଜ୍ଯାମୋ ଫ୍ରେଣ୍ଡ୍ ତାଲିକାରେ ରହୁ ତମ ନାଆଁବୋର୍ କରିବିନି, ଲେଖିବିନି,ପଚାରିବିନି କିଛି ବି ତମକୁକ’ଣ କରୁଚ କି ଗାଆଁ। ଏ. ଆଇ-ଫଟୋ ହଉ ପଛେ ସେଇଟା ଇ କାମନା। ମୁଁ ତମକୁ ସିଧା କହିଚି କି ମେସେଞ୍ଜରରେ …
ଲାଜକୁଳା Read MoreI’m there –Every time the train whistleAnd even after its echos had faded,I’m there-in the silenceand in the darkness that prevails around!In the rush of thousands of feet,heading home –I’m …
I’m There Read More–ସେ ଦେଖୁଥିଲା,ଠିକ୍ ଲକ୍ଷ୍ୟ କରୁଥିଲା;କେମିତି ଧୀରେ ଧୀରେ ତା’ ଆଖପାଖର ଅନେକପରିଣତ ହୋଇଯାଉଛନ୍ତି ମେଣ୍ଢାରେ!ସେମାନେ ମେଣ୍ଢା ପାଲଟିବାରେ ହୁଏତତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି! ହେଲେ ସେ ଲକ୍ଷ୍ୟ କରୁଥିଲା,ସେମାନେ କେମିତି କ୍ରମେହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ …
ମେଣ୍ଢା Read Moreଏକସବୁଠୁ ଅଧିକ ଉଚ୍ଚ ସବୁଠୁ ଅଧିକ ଉଚ୍ଚତାତାହା କେଉଁଭଳି ମୋତେ ଜଣାନାହିଁ। ଚଢିଲେ ହେବ କ’ଣ ପାହାଡର ସବୁଠୁ ଉଚ୍ଚ ଶୀର୍ଷକୁହାତରେ ଛୁଇଁଲେହିମାଳୟ ସାଗରମଥାଜର ତ ନୁହଁ ।ଏତିକି ଥଣ୍ଡା ସେ ଉଚ୍ଚତାଯେ ଆଉ ସେମିତି ହେବାର ଆଶା ବି ନାହିଁ …
ବିନୋଦ କୁମାର ଶୁକ୍ଳଙ୍କ ସାତୋଟି କବିତା Read Moreମୂଳ ରଚନା : ଶ୍ରୀ ଅରବିନ୍ଦ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ କବିତାର ସତ୍ତା କହିଲେ କ’ଣ ? କବିତା ନିକଟରୁ ଆମେ ସର୍ବୋଚ୍ଚ କେଉଁ ପ୍ରତ୍ୟାଶା କରିପାରିବୁ ? କାବ୍ୟସୃଷ୍ଟି ଭଳି ଗଭୀର ଆଉ ଜଟିଳ ବିଷୟକୁ …
କବିତାର ସତ୍ତା Read Moreକେବେ ଶିଖେଇ ନାହଁ ଭାଙ୍ଗିବାର ସରଳ ବୀଜ ଗଣିତ ଶିଖେଇଥିଲ,ଭାଗଭାଗ ହେଇ ଏଣେତେଣେ ପଡିଥିବା କଣ୍ଢେଇର ଅବଶିଷ୍ଟାଂଶ ପାଇଁ ଜଟିଳ ପାଟିଗଣିତ l ଯୋଡିବା ଦୂରେ ଥାଉ,କିଏ ଶୁଣୁଛି? ଆହୁରି କେମିତି ଚାରି ଟୁକୁରା,ଆଠ ଟୁକୁରା ହବ, ସେଇ ଯୋଜନାରେ ବ୍ୟସ୍ତ …
କଣ୍ଢେଇ ଗଢ଼ାଳିର କଥା Read More–ସେ ଜାଣିଥିଲା,ତାଙ୍କ ଗାଁ ଡଙ୍ଗରରେ ରହନ୍ତିତା’ ପୂର୍ବପୁରୁଷଙ୍କ ଡୁମା ମାନେ।ସେ ଏକଥା ବି ଜାଣିଥିଲା,ସେ ଦୟାଳୁ ଡୁମାମାନେ ତାକୁ ରକ୍ଷା କରିବେରୋଗ-ଦୁଃଖ-ଶୋକରୁ,ତା’ ଛାତି ଭିତରେ ଭରି ଦେବେ ସାହସସବୁ ବିପଦ ସହ ମୁକାବିଲା କରିବାକୁ ଅଣ୍ଟା ଭିଡ଼ି,ତାକୁ ବତାଇ ଦେବେ ଆଗକୁ …
ବିଶ୍ୱାସ Read More