
ଓଂ ନମୋ ଆଦ୍ୟାୟୈ
ଓଂ ନମୋ ଆଦ୍ୟାୟୈ।ହେ ଆଦ୍ୟରୂପା ମୁଁ ତମକୁ ପ୍ରଣିପାତ କରୁଅଛି । ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗର ତନ୍ତ୍ର ସାଧକ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କ ରଚିତ ଏକ ବିଖ୍ୟାତ ପୁସ୍ତକ ହେଉଛି ” ତନ୍ତ୍ରସାର” …
ଓଂ ନମୋ ଆଦ୍ୟାୟୈ Read Moreଓଂ ନମୋ ଆଦ୍ୟାୟୈ।ହେ ଆଦ୍ୟରୂପା ମୁଁ ତମକୁ ପ୍ରଣିପାତ କରୁଅଛି । ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଆଦ୍ୟ ଭାଗର ତନ୍ତ୍ର ସାଧକ ଶ୍ରୀଶ୍ରୀ କୃଷ୍ଣାନନ୍ଦ ଆଗମବାଗୀଶ ଙ୍କ ରଚିତ ଏକ ବିଖ୍ୟାତ ପୁସ୍ତକ ହେଉଛି ” ତନ୍ତ୍ରସାର” …
ଓଂ ନମୋ ଆଦ୍ୟାୟୈ Read Moreଦକ୍ଷିଣ ଓଡ଼ିଶା ବିଶେଷକରି ଓଡ଼ିଶାର ଦକ୍ଷିଣରେ ଥିବା ଗଞ୍ଜାମ,ଗଜପତି, ଫୁଲବାଣୀ ଓ କୋରାପୁଟ ଜିଲ୍ଲାକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, ଉପକୂଳ, ସମତଳ ଓ ପାର୍ବତ୍ୟାଞ୍ଚଳର ସମାହାରକୁ ନେଇ ଏ ଅଞ୍ଚଳ ଗଠିତ । ତେଣୁ ଏହାର ସଂସ୍କୃତି …
ଦକ୍ଷିଣ ଓଡ଼ିଶାର ପଶୁମୁଖା ନାଚ Read Moreମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି ନନ୍ଦ ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ : ୧. ମୁଁ ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ …
ସେଇ ସାଦା ବହି Read Moreମୂଳ ରଚନା – ଫ୍ରାଞ୍ଜ କାଫକା II ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ (1) ମହାମହିମ ସମ୍ରାଟକଂ ଠାରୁ ବାର୍ତ୍ତା ମହାମହିମ ସମ୍ରାଟ ତାଙ୍କର ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା, ଏ ଭଳି ହୋଇପାରେ କାହାଣୀର ଚଳଣି ପ୍ରକାରେ, କରିଥାନ୍ତି ପ୍ରେରଣ …
ଫ୍ରାନଜ କାଫକାକଂ ଦୁଇଟି କ୍ଷୁଦ୍ର ଗପ Read Moreବନ୍ଧୁମାନେ ଯେ କେବଳ ସମବୟସ୍କ ହେବେ ସେଭଳି କୌଣସି ବାଧ୍ୟବାଧକତା ନାହିଁ | ମୋର ଏଭଳି ଅନେକ ବନ୍ଧୁ ଅଛନ୍ତି ଯେଉଁମାନେ ମୂଳତଃ ମୋ ନନା କିମ୍ବା କକେଇଙ୍କ ବନ୍ଧୁ | ସେଭଳି ଜଣେ ବନ୍ଧୁ ଥିଲେ ଡକ୍ଟର ବିଜୟ ପ୍ରସାଦ …
ବିସ୍ମୃତ ବିଜୟ Read Moreମୂଳ ଲେଖା : କ୍ରିସ୍ ଲି || ଅନୁବାଦ : ଜ୍ୟୋତି ନନ୍ଦ ପୃଥିବୀର ଅନ୍ୟତମ ବିଶିଷ୍ଟ ସାହିତ୍ୟ ପତ୍ରିକା “ଦି ୱାର୍ଡ ଲିଟେରେଚର ଟୁଡେ” ତରଫରୁ ଜାନୁଆରୀ ମାସ ୨୦୧୬ ସଂଖ୍ୟାରେ ସଂପ୍ରତି ୨୦୨୪ ରେ ସାହିତ୍ୟ ରେ ନୋବେଲ …
ସାହିତ୍ୟରେ ନୋବେଲ ବିଜୟିନୀ ହାନ କ୍ୟାଂ ଙ୍କର ଏକ ବିଶେଷ ସାକ୍ଷାତକାର Read Moreମୂଳ ଲେଖା : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଆଉ ଦିନକର ଅପେକ୍ଷା, ଆମରକବିମାନଙ୍କୁ ଖୋଜି ଲୋଡି ଆଉ ସେମାନେ ସଭିଏଁଅବିକା କ’ଣ କହିବେ ଆମ ସଂପର୍କରେ। ବଡ କଷ୍ଟ ବୋଲି ହୁଏତସେମାନେ ରହିଥିବେ ଭିତର ଘରେ …
ଶୋଭାଯାତ୍ରା Read Moreପିଲଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ …
ପାମ୍ପଡ଼ ଗପ Read Moreଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି। ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା। ଓଃ! ଏ ସି ହଓ୍ବାଟା ବାଜି ଟିକେ ଆରାମ ଲାଗିଲା ତାକୁ। …
ରାବଣପୋଡି Read Moreଆନିମେସନ୍ ଫିଲ୍ମକୁ ଅନେକ କାର୍ଟୁନ୍ ଫିଲ୍ମ ବୋଲି କୁହନ୍ତି । ଆମେ ସବୁ ପିଲାଦିନେ ଏ କାର୍ଟୁନ୍ ଫିଲ୍ମ କ’ଣ ଓ କେମିତିକା କିନ୍ତୁ ଜାଣିନଥିଲୁ । ବହୁତ ପରେ ଏସବୁ ବିଷୟରେ ଜାଣିଲୁ । ବିଭୂତି କାନୁନଗୋ କଳା ମହାବିଦ୍ୟାଳୟରେ …
ଭାରତୀୟ ଆନିମେସନ୍ ଓ ରାମମୋହନ Read More