ଦାହ (ଦଶ)

ଗୋଠ ମେଲଣରୁ ଫେରି ଦେହ ହାତ ଦରଜରେ କନି ବିଛଣାରୁ ଉଠି ପାରିଲାନି। ଢେଲା ଆଉ କୋଇଲିଖିଆ କଣ୍ଟା ବାଜି ଗୋଡ଼ ସାରା ଖଣ୍ଡିଆ। ମାଳ କେତେଥର ତେଲ ଗରମ କରି ଘଷି ସାରିଲାଣି। କନିର ପାଦ ଦୁଇଟିକୁ କୋଳକୁ ଟାଣି …

ଦାହ (ଦଶ) Read More

କିମାଶ୍ଚର୍ଯ୍ୟମର ଦ୍ଵିତୀୟ ସଂସ୍କରଣ ପାଠକାର୍ପିତ

ଭୁବନେଶ୍ୱର(୧୨-୦୯) ଯୁବ ପ୍ରାବନ୍ଧିକ ଓ ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀଙ୍କ ପ୍ରବନ୍ଧ ସଂକଳନ ‘କିମାଶ୍ଚର୍ଯ୍ୟମ’ର ଦ୍ଵିତୀୟ ସଂସ୍କରଣର ପାଠକାର୍ପଣ ହୋଇଯାଇଛି। ଏହି ଉତ୍ସବରେ ଯୋଗଦେଇ ବରିଷ୍ଠ କଥାକାର ଅଜୟ ସ୍ୱାଇଁ କହିଥିଲେ ଯେ ‘କଣ’ ଅପେକ୍ଷା କାହିଁକି ଅଧିକ ଗୁରୁତ୍ୱପୂର୍ଣ୍ଣ। ଚିରାଚରିତ ଭାବେ …

କିମାଶ୍ଚର୍ଯ୍ୟମର ଦ୍ଵିତୀୟ ସଂସ୍କରଣ ପାଠକାର୍ପିତ Read More

ଆମେରିକାର ନିଖୋଜ ସନ୍ତାନଗଣ

ଲେଖକ : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଏଇଠି ଏଇ ଧୂଳିବାଲି ସନ୍ତସନ୍ତ ମେଲେରିଆ ଗଳି କଟକର ଯେଉଁଠି ବୟସମାନେ ଧିରେଧିରେ ହଜାଇ ବସୁଛନ୍ତି ଆପଣାର ଗୋପନତା ସେମାନେ ନିରୁଦ୍ଦେଶ ବୁଲାଚଲା କରୁଛନ୍ତି ଗଳିରୁ ଗଳିକୁ ବୋହି …

ଆମେରିକାର ନିଖୋଜ ସନ୍ତାନଗଣ Read More

ଦୁଇ ପ୍ୟାକେଟ୍ ମୁଗ

କୌଣସି ମଣିଷକୁ ଈଶ୍ୱର ଏତେ କାମ ନଦିଅନ୍ତୁ ଯେ, କୌଣସି କବିକୁ ଭେଟିବାକୁ ତା ପାଖରେ ସମୟ ନଥିବ। ହେ ଈଶ୍ୱର ! ତମେ ଆମକୁ ବ୍ୟସ୍ତ ରଖ, କିନ୍ତୁ ନିଜକୁ ନିଜ ସହ ଭେଟ ହେବାକୁ କୌଣସି କବିକୁ ବାରଣ …

ଦୁଇ ପ୍ୟାକେଟ୍ ମୁଗ Read More

ଦାହ (ନଅ)

ପାହାନ୍ତା ପହରୁ ଡାଳିବୁଡାଠାରୁ ଆରମ୍ଭ କରି ସଞ୍ଜ ଯାଏ ପର୍ବ ଆୟୋଜନରେ ଲାଗି ପଡି ଥିଲେ ପୁନି ଓ ମାଳ। କାମକୁ ପୁନି ସତରେ ଗୋଟିଏ ଲୋଟଣି ପାରା। ସଞ୍ଜ ବୁଡୁ ବୁଡୁ ନଣନ୍ଦ ଭାଉଜ ଦୁହେଁ ଛାତ ଉପରେ ବସି …

ଦାହ (ନଅ) Read More

ସିକ୍ରେଟ୍ ଡିଜାୟାର୍ସ

ସନ୍ଧ୍ୟାବେଳୁ ବର୍ଷାଟା ଲାଗି ରହିଛି। ମଝିରେ ମଝିରେ ଅଟକି ଯାଇ, ପୁଣି ବହେ ଗାଳି ପକାଉଛି। ଡିନର୍ ପରେ ଯେତେ ଚେଷ୍ଟା କଲେ ବି ଘଡ଼ଘଡି ଆଉ ଛାତ ଉପରୁ ବର୍ଷାର ଛପର ଛପର ଶବ୍ଦରେ ବିଲକୁଲ୍ ନିଦ ହେଉନି। ଚାଦର …

ସିକ୍ରେଟ୍ ଡିଜାୟାର୍ସ Read More

ଶାରଦ ସୁମନ – ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ

ଚଟିବହିର ଚମକ : ୨ (ଶାରଦ ସୁମନ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ) ବୈଷ୍ଣବ କବିଚନ୍ଦ୍ର ରାଜଗୁରୁଙ୍କ ଦ୍ବାରା ରଚିତ ଶାରଦ ସୁମନ ପୁସ୍ତକଟି ୧୯୧୧ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଖେମୁଣ୍ଡିର ଗଜପତି ଭୀମଦେବ ପ୍ରେସରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ବାରା ପ୍ରକାଶିତ।ପୁସ୍ତକଟି …

ଶାରଦ ସୁମନ – ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ Read More

ଦାହ (ଆଠ)

ବିନ ଗଲାପରେ ପୁଣି ସେଇ ଅବସାଦ!ପୁଣି ସେଇ ଅକଳନ୍ତି ଶୂନ୍ୟତା!ଅତନୁ ଆଜିଯାଏ ଫେରିନି। ସମୟ କାଟିବାକୁ କନି ବେଶୀ ବେଶୀ ଅଫିସ କାମ କରେ। ଅଫିସରୁ ଡେରିରେ ଫେରେ। ହେଲେ ସନ୍ଧ୍ୟାବେଳଟା ତା’ ଉପରେ ବୋଝ ଭଳି ନଦି ହୋଇପଡେ। ରୋଷେଇ …

ଦାହ (ଆଠ) Read More

ଭ୍ରମଣ କାହାଣୀ ୯ (ଦ୍ୱାରକା)

ଆଜି ବହୁତ ଭିଡ ହେଇଥାଏ । ନୂଆ ଜାଗା । ସେପଟୁ ଶୁଣିକି ଆସିଥାଉ ଏଇଠି ଅଛନ୍ତି କାଳେ ପ୍ରକୃତ କୃଷ୍ଣ ।ଏ ମନ ବି ଏତେ ମୂଢ ଯେ ଥରେ ଭାବିପାରିଲା କି ଯେ ” କୃଷ୍ଣ ” ତ …

ଭ୍ରମଣ କାହାଣୀ ୯ (ଦ୍ୱାରକା) Read More

ଜଣେ ଲେଖକର ଏକକଚିତ୍ର ପ୍ରଦର୍ଶନୀ

ଲେଖକ ବୋଲି କୁହାଯାଉଛି ଯେତେବେଳେ ସେ ତେଣୁ ଲେଖକ ହିସାବରେ ଅଧିକ ଚର୍ଚ୍ଚିତ,ଚିତ୍ରକର ହିସାବରେ ନୁହଁ । ତଥାପି ବେଳେବେଳେ ସେଛବି ଆଙ୍କନ୍ତି ଆଉ ଚିତ୍ରକଳା ଉପରେ ନିଜର ବିଶ୍ଳେଷଣାତ୍ମକ ଲେଖା ଆଉ ବ୍ୟାଖ୍ୟାନ ପ୍ରଦାନ କରିଥାନ୍ତି । ସର୍ବମୋଟ କୋଡିଏ …

ଜଣେ ଲେଖକର ଏକକଚିତ୍ର ପ୍ରଦର୍ଶନୀ Read More