ପଖାଳ କଂସା ଓ ଆମର ଯାବତୀୟ ହଂସାମାନ

ପ୍ରଥମେ ଗୋଟିଏ ଦୀର୍ଘ ଉଦ୍ଧୃତି। ପ୍ରସଙ୍ଗଟି ସେଇଠୁ ଆରମ୍ଭ।ଦୟାକରି ଏଇ ଉଦ୍ଧୃତିଟିକୁ ଟିକିଏ ମନୋଯୋଗ ଦେଇ ଦେଖନ୍ତୁ । ” ଖ୍ରୀଅ ୬୦୦ ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡିଶାରେ ମୂଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ,ଗହମ ଓ ବାର୍ଲି । କଳିଙ୍ଗର …

ପଖାଳ କଂସା ଓ ଆମର ଯାବତୀୟ ହଂସାମାନ Read More

ଏକ ରଂଗୋତ୍ସବ ର ସମାଜତତ୍ତ୍ବ

ଏକ ଶ୍ରୀ ଗୌରୀ ଉବାଚ: ଅଥଃ କୈଳାଶଶିଖରାସୀନ ଗୌରୀ ପୃଚ୍ଛତି ଶଙ୍କରଅଧୁନା ବୃହି ମେ ନାଥ ନବପଂଜି ଶୁଭାଶୁଭମ୍। ଶ୍ରୀ ଶଙ୍କର ଉବାଚ: ଶୃଣୁ ଦେବୀ ପ୍ରବକ୍ଷାମି ନବପଂଜି ଶୁଭାଶୁଭମ୍ଯସ୍ଯ ଶ୍ରବଣ ମାତ୍ରେଣ ଦିବ୍ଯଜ୍ଞାନ ଭବେନ୍ନର। ଦୋଳପୂର୍ଣ୍ଣମୀ । ଦୋଳପୂର୍ଣ୍ଣମୀର ସଂଜରେ …

ଏକ ରଂଗୋତ୍ସବ ର ସମାଜତତ୍ତ୍ବ Read More

ଶାନ୍ତିନିକେତନର ନନ୍ଦନମେଳା

ଶାନ୍ତିନିକେତନରେ ବର୍ଷସାରା ଅନୁଷ୍ଠିତ ହେଉଥିବା ମେଳା ମଉଛବମାନଙ୍କ ମଧ୍ୟରେ ନନ୍ଦନମେଳା ଅନ୍ୟତମ। ଏହା ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ କଳାଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୁଏ। | କଳାଭବନର ଛାତ୍ରଛାତ୍ରୀମାନେ ବର୍ଷସାରା ଯେଉଁ ପେଣ୍ଟିଙ୍ଗ୍, ଗ୍ରାଫିକ୍ ଡିଜାଇନ୍, …

ଶାନ୍ତିନିକେତନର ନନ୍ଦନମେଳା Read More

ମହାକୁମ୍ଭ

ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …

ମହାକୁମ୍ଭ Read More

ଶାନ୍ତି ନିକେତନ ଉତ୍ସବ : ମାଘମେଳା

ଶାନ୍ତି ନିକେତନରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ମାଘୋତ୍ସବ ଅନ୍ୟତମ। ଏହାକୁ ମାଘମେଳା ବୋଲି ମଧ୍ୟ କୁହାଯାଏ। ଶାନ୍ତି ନିକେତନରେ ଥିବା ଦୁଇଟି କ୍ୟାମ୍ପସ ମଧ୍ୟରୁ ଗୋଟିଏ କ୍ୟାମ୍ପସ୍ ଶାନ୍ତି ନିକେତନରେ ପୌଷମେଳା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ …

ଶାନ୍ତି ନିକେତନ ଉତ୍ସବ : ମାଘମେଳା Read More

ମହିଷାସୁରର ସହରରେ ପାର୍ବଣ ଋତୁ

       ପାହାଡ଼ ମୁଣ୍ଡିଆ ଉପରେ ଗୋଟିଏ ଖୋଲା ସ୍ଥାନ, ସେଠି ଗୋଲ୍ ହୋଇ ଘେରେଇ ହୋଇଥିବ ଗୋଟିଏ ଫାଙ୍କାଫାଙ୍କା ଓ ଅନୁଚ୍ଚ ଗ୍ରୀଲ୍। ସେ ଗ୍ରୀଲ୍ ଭିତରେ ଡାହାଣ ହାତରେ ଖଣ୍ଡା ଏବଂ ବାମ ହାତରେ ଗୋଟିଏ ଲହଲହ ଜିଭ କାଢିଥିବା …

ମହିଷାସୁରର ସହରରେ ପାର୍ବଣ ଋତୁ Read More

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା

ଦେବତାର ସବୁବେଳେ ଥାଏ ଆରମ୍ଭ ଅର୍ଥାତ୍ ଜନ୍ମ, କେବଳ ବିସ୍ତାରିତ ଜନ୍ମ; ଆଉ ଯଦି ତାହାର ଶେଷ ଅଛି ଅଥବା ଅସ୍ତ ହୋଇଯାଏ ସେ ତାହାହେଲେ ସେ ଆଉ ଦେବତା ହୋଇ ରହିବ ନାହିଁ । ମଣିଷ ପାଲଟିଯିବ ଘଡ଼ିକରେ। ତେଣୁ …

ଦେବତାର ଜନ୍ମବୃତ୍ତାନ୍ତ ଓ ଜଣେ ଗଣଦେବତା Read More

ବଡଦେଉଳେ ଶ୍ରୀ କୃଷ୍ଣ ଜନ୍ମ : ଲୀଳା ଓ ବେଶ ସମୂହ (ଭାଗ ୩ )

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଚାରିଦିନ ଯାଏଁ ମହାପ୍ରଭୁଙ୍କର ଗୋପଲୀଳା ଓ ବିଭିନ୍ନ ବେଶ ସମ୍ପାଦନ ନୀତି ଅନୁଷ୍ଠିତ ହୋଇଥାନ୍ତି । ଗୋବିନ୍ଦ ଲୀଳା ର ପ୍ରତ୍ୟକ୍ଷ ସାନିଧ୍ଯ ପ୍ରାପ୍ତି ହେବା ସହ ନିଜକୁ ଗୋପୀ ଭାବରେ ମଜ୍ଜେଇ ଦବାର ଏହା ଏକ …

ବଡଦେଉଳେ ଶ୍ରୀ କୃଷ୍ଣ ଜନ୍ମ : ଲୀଳା ଓ ବେଶ ସମୂହ (ଭାଗ ୩ ) Read More