ମହାକୁମ୍ଭ
ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …
ମହାକୁମ୍ଭ Read More
ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ ୧ ଫେରିଲା ବେଳେବଢିଯାଏଯାତ୍ରାର ଜିନିଷପତ୍ର | ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦନଦୀଗର୍ଭବତୀ ବୋହୁ ପାଇଁପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁଶୁଦ୍ଧିକରଣ ପାଇଁ ଖଟ ଉପରେଖୁଁ ଖୁଁ କାଶରେ ଅଟକିଥବା …
ମହାକୁମ୍ଭ Read More
ଶାନ୍ତି ନିକେତନରେ ପାଳିତ ବିଭିନ୍ନ ଉତ୍ସବ ମଧ୍ୟରେ ମାଘୋତ୍ସବ ଅନ୍ୟତମ। ଏହାକୁ ମାଘମେଳା ବୋଲି ମଧ୍ୟ କୁହାଯାଏ। ଶାନ୍ତି ନିକେତନରେ ଥିବା ଦୁଇଟି କ୍ୟାମ୍ପସ ମଧ୍ୟରୁ ଗୋଟିଏ କ୍ୟାମ୍ପସ୍ ଶାନ୍ତି ନିକେତନରେ ପୌଷମେଳା ଅନୁଷ୍ଠିତ ହେଉଥିବା ବେଳେ ଦ୍ବିତୀୟ କ୍ୟାମ୍ପସ ଶ୍ରୀନିକେତନରେ …
ଶାନ୍ତି ନିକେତନ ଉତ୍ସବ : ମାଘମେଳା Read More
ମୂଳ ରଚନା : ହୋସେ ସାରାମାଗୁ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଏଇଟି ଗୋଟିଏ ପରୀକଥା। ଏକଥା ନୁହଁ ଯେ କୌଣସି ପରୀ ଏଥିରେ ଉପସ୍ଥିତ ହେବେ(ନା ମୁଁ କହୁଚି ଯେ ସେମାନେ ଉପସ୍ଥିତ ହେବେ),ହେଲେ ଏହା କେଉଁପରିକା …
ସେଇ ଝିଟିପିଟି ଟି Read More
ସ୍ଥାପତ୍ଯ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ଯାନ” ବା “ଏକୋଇଶ ର ଉଦ୍ଯାନ” ହିସାବରେ ଏକୋଇଶ ଫେବୃଆରୀ …
ମାତୃଭାଷା ଦିବସରରକ୍ତ କଥା Read More
ଓଡ଼ିଶାର ଆଧୁନିକ ଓ ସମସାୟିକ ଚିତ୍ରକଳାରେ ପ୍ରତିବାଦର ସ୍ୱର ବଡ଼ ଅସ୍ପଷ୍ଟ । ଆମ ଚିତ୍ରକରମାନେ କେବେ ବି ଜନପକ୍ଷ ନିଅନ୍ତିନି। ଜନପକ୍ଷରେ ଛିଡା ହୁଅନ୍ତିନି । ଜନପକ୍ଷ କାହିଁକି, କୌଣସି ପକ୍ଷ ନେବାକୁ ସେମାନେ ପସନ୍ଦ କରନ୍ତିନି । ଲୋକଙ୍କର …
ପ୍ରତିବାଦର ଚିତ୍ରଭାଷା ଓ ଆଲୋକ ବଳଙ୍କ ଭୂଦୃଶ୍ୟର ସଂରଚନା Read More
ଅଗନା ଅଗନି ବନସ୍ତ ଘଞ୍ଚ ପାଦପ ଭରା ଛନ୍ଦିୟିତ ପ୍ରକୃତିର ଲହରୀ ପର୍ବତ ଦେହରେ । ନେଳି ବୋଳିହେଇଯାଇଛି ଆକାଶର ଶେଷ ମୁଣ୍ଡ ଯାଏଁ । ଓହ୍ଲେଇ ଆସିଛି ଆକାଶର ନୀଳପଣ ପ୍ରିୟତମା ନଈ କୋଳକୁ । ଅଙ୍କା ବଙ୍କା ହେଇ …
ମହାଦେବୀ ଜ୍ଞାନଦା Read More
Dr Ramakanta Samantaray I had the opportunity to watch the Malayalam-language film Thampu (1978) written and directed by G. Aravindan, at the Bhubaneswar Film Festival 2025. Thampu (The Circus Tent) …
Thampu: A Journey Through Life’s Passing Shadows Read More
(The title of this article and its feelings are entirely borrowed from the maker of the recent Odia movie “Parab,” Chinmay Das.) “Gajapati is different—entirely different! It’s awesome! It’s …
A Trip to Heaven”: Journey of Gajapati via ‘Parab’ Read More
ବର୍ଷ ଯେମିତି ଶେଷ ହୋଇ ଆସେ ଆମକୁ ମନେପଡେ ଦୁଇଟି କଥା,ଶୀତ ଆଉ ଯୀଶୁଖ୍ରୀଷ୍ଟ । ଖୁବ୍ ଅଧିକ ଭାବରେ ମନେପଡେ ଏଇ ଦୁଇଟିର କଥା । ପ୍ରବଳ ଶୀତରେ କାଙ୍କୁରିକୁଙ୍କୁରି ହୋଇ ସାଧାରଣ ର ଭାରି ଅସ୍ତବ୍ୟସ୍ତ ଜୀବନ ଯେତେବେଳେ …
ତ୍ରିରତ୍ନକୁ ଆବାହନ ଓ ଖ୍ରୀଷ୍ଟଜନ୍ମ କଥା Read More
A flower blooms, spreads its fragrance, enchants many hearts with its beauty. But after some time it has to wither away while slowly losing its color, fragrance and vibrancy. And …
A Mystic World! Read More