ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା

ଏ ଲୋକକଥାଟି କାମ୍ବୋଡିଆର। ଅନେକ ବର୍ଷ ତଳର କଥା, ପରସ୍ପରକୁ ଖୁବ୍ ଭଲ ପାଉଥିବା ଦୁଇ ପ୍ରେମୀଙ୍କ କାହାଣୀ। ଦୁଇଜଣ ଘଡିଏ ପରସ୍ପରକୁ ଛାଡି ରହି ପାରନ୍ତିନି। ହେଲେ ଭାଗ୍ୟ ବେଳେବେଳେ ବଇରୀ ସାଜେ। କୌଣସି ଏକ କାରଣରୁ ପୁଅଟିର ଅକାଳ …

ସମର୍ପଣ ଓ ନିବିଡ ପ୍ରେମର ପ୍ରତୀକ: କାଠଚମ୍ପା Read More

ରଜ ପରବ

ରଜ ଦୋଳି ଭୂଇଁକୁ ନକରି ଖୋଳାଖୋଳି ଗଛ ଡ଼ାଳରେ ସେ ରହେ ଓହଳି ଦଉଡି ତା, ନଡ଼ିଆ କତାର ବଳି ସକାଳୁ ସଞ୍ଜ, ପିଲାଠୁ ବଡ କରନ୍ତି ଅତି ଗହଳି ହଉଥାଉ ଯେତେ ଉତ୍କଟ ଗୁଳୁଗୁଳି ସବା ସାନ ପିଲାଏ କରନ୍ତି …

ରଜ ପରବ Read More

୨୭୫ଟି ଫେରି ନଥିବା ସ୍ୱପ୍ନ

ନା’!ଆଉ ଖୋଲିବାକୁ ପଡିବନିନୂଆ ନୀଳ ଶାଢ଼ୀର ଜରି -ପିନ୍ଧି ଝଲସିଥିଲେ,ଦେଖି ବିଭୋର ହେବା ଲୋକଟା-ଆଉ ଫେରିବନି ଯେ!ଭାକ୍!ବେକାରେ, ବୋଉ ବସିବିରି-ଚାଉଳ ଭେଦଉଛି,ତା’ ସରୁ ଚକୁଳିରେ -କଣା ଗଣି ହିସାବ କରିବା ମଣିଷଟା ବାଆଜି ହିସାବ ରଖି ପାରିନି,ନିଜ ଦେହର ଛିଣ୍ଡି ଯାଇଥିବା …

୨୭୫ଟି ଫେରି ନଥିବା ସ୍ୱପ୍ନ Read More

କାହା ଭୁଲ୍ ପାଇଁ!

ଯେତେବେଳେ ସେ ଫସିଥିବା ବଗି ଭିତରୁ ମୁଁ ତା’ ହାତ ଧରି ବାହାରକୁ ଟାଣି ଆଣୁଥିଲି, ଯେତେବେଳେ ତା’ ମୁଣ୍ତରୁ ବୋହୁଥିବା ରକ୍ତଧାରକୁ ବନ୍ଦ କରିବା ପାଇଁ ତା’ ମୁଣ୍ଡରେ ମୋ’ ରୁମାଲ୍ କି ମୋ’ ସାର୍ଟ ଖୋଲି ପଟି ବାନ୍ଧୁଥିଲି, …

କାହା ଭୁଲ୍ ପାଇଁ! Read More

କବିତା – ଖାସ୍ ତୁମର ଲାଗି

ବୈଶାଖ୍ ମାସର୍ ତତ୍‌ଲା ଝାଞ୍ଜି ପବନ୍ ଥି ଉଡୁଥିବାର୍  ଧୁଇଲ୍ ଫାକି ଗଲା ଊତାରୁ ଦେଖ୍‌ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ ସମାଜ୍ ସାଂଗେ , ନିଜର୍ ସାଂଗେ ଖାସ୍ ତୁମର୍ ଲାଗି  ! କଳାବାଦଲ୍ , …

କବିତା – ଖାସ୍ ତୁମର ଲାଗି Read More

ଦରଜା ସେପଟେ ଆଲୁଅ

ହୁଏତ ମୋ’ କଥା ଆଦୌ ଶୁଭି ନ ପାରେ ତୁମକୁ! କିମ୍ବା ଶୁଣି କି ବି ନ ଶୁଣିବାର ଛଳନା କରିପାର ତୁମେ। ବିଲକୁଲ କିଛି ନ କହି ତୁମେ ପୂରା ନିରବ ରହିପାର, ମୋ’ ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି …

ଦରଜା ସେପଟେ ଆଲୁଅ Read More

ଲଣ୍ଠନ

ଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱଇତିହାସର କେଉଁ ପୃଷ୍ଠାରେ,ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁଜଳି ଉଠେ ସୂର୍ଯ୍ୟ ଡୁବିଲା ପରେଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,କାହା କୁଡ଼ିଆ ଘରେ, ନଈ ପଠାରେଆଉ କେବେ ରାଜ ଉଆସରେ !ଆଜି …

ଲଣ୍ଠନ Read More