
କବିତା – ଖାସ୍ ତୁମର ଲାଗି
ବୈଶାଖ୍ ମାସର୍ ତତ୍ଲା ଝାଞ୍ଜି ପବନ୍ ଥି ଉଡୁଥିବାର୍ ଧୁଇଲ୍ ଫାକି ଗଲା ଊତାରୁ ଦେଖ୍ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ ସମାଜ୍ ସାଂଗେ , ନିଜର୍ ସାଂଗେ ଖାସ୍ ତୁମର୍ ଲାଗି ! କଳାବାଦଲ୍ , …
କବିତା – ଖାସ୍ ତୁମର ଲାଗି Read Moreବୈଶାଖ୍ ମାସର୍ ତତ୍ଲା ଝାଞ୍ଜି ପବନ୍ ଥି ଉଡୁଥିବାର୍ ଧୁଇଲ୍ ଫାକି ଗଲା ଊତାରୁ ଦେଖ୍ବ ଜଣେ ଲଢ଼ୁଥିବା , ନିଡର , ନିସଂକୋଚ୍ ହେଇ ସମାଜ୍ ସାଂଗେ , ନିଜର୍ ସାଂଗେ ଖାସ୍ ତୁମର୍ ଲାଗି ! କଳାବାଦଲ୍ , …
କବିତା – ଖାସ୍ ତୁମର ଲାଗି Read Moreହୁଏତ ମୋ’ କଥା ଆଦୌ ଶୁଭି ନ ପାରେ ତୁମକୁ! କିମ୍ବା ଶୁଣି କି ବି ନ ଶୁଣିବାର ଛଳନା କରିପାର ତୁମେ। ବିଲକୁଲ କିଛି ନ କହି ତୁମେ ପୂରା ନିରବ ରହିପାର, ମୋ’ ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି …
ଦରଜା ସେପଟେ ଆଲୁଅ Read Moreଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱଇତିହାସର କେଉଁ ପୃଷ୍ଠାରେ,ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁଜଳି ଉଠେ ସୂର୍ଯ୍ୟ ଡୁବିଲା ପରେଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,କାହା କୁଡ଼ିଆ ଘରେ, ନଈ ପଠାରେଆଉ କେବେ ରାଜ ଉଆସରେ !ଆଜି …
ଲଣ୍ଠନ Read Moreମୋ ମୁହଁରେ ବ୍ରଣ, ମୋ ଋତୁସ୍ରାରରେ କଷ୍ଟ, ମୋ ଦେହରେ ତତଲା ଚେଙ୍କ, କିମ୍ବା – ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି; ଏ ସବୁ କିଛି ନଥାଇ ବି ମୁଁ ସୁନ୍ଦର ହୋଇପାରେ ଆଉ- ନାରୀଟିଏ ବୋଲାଇପାରେ! ମୁଁ କୌଣସି, ଦୁଃଖ …
ତଥାପି Read Moreଚାଲି ଚାଲି ଥକି ପଡ଼ିଲିଣି ବଡ ଦିକ୍ ଦାର ଲାଗିଲାଣି ଏଣିକି ଏସବୁ କାମ । କାହାକୁ ଗୋଟେ ଚୋଟ ମାରିବ ବୋଲି ଏତେ ଅପେକ୍ଷା ଛ୍ୟା ମୋତେ ଏସବୁ ଜମାରୁ ପସନ୍ଦ ନୁହେଁ ଚୋଟ ମାରିବ ତ ଫଣା ଟେକିବ …
ସାପ Read More