ବସ୍ତାଏ ଚାଉଳ, ପେଟିଏ ବହି

୧୯୯୦ ମସିହାରେ ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆର ଓଡ଼ିଆ ଭାଷା ସମ୍ପାଦକ ଭାବେ ଯୋଗଦେବା ପର୍ଯ୍ୟନ୍ତ ଏହି ସଂସ୍ଥା ଓଡ଼ିଶାରେ ସେଭଳି ଜଣାଶୁଣା ନଥିଲା । ଗୋଟିଏ ସମୟରେ NBT ଏବଂ ମୋର ନାମ ଏକପ୍ରକାର ଅବିଚ୍ଛିନ୍ନ ଥିଲା କହିଲେ …

ବସ୍ତାଏ ଚାଉଳ, ପେଟିଏ ବହି Read More

ଏକ ଅବିସ୍ମରଣୀୟ ସାକ୍ଷାତ

୧୯୮୧ ମସିହାରେ ମୁଁ ଏକ ପୋଷ୍ଟକାର୍ଡ ଚିଠି ଡ. ବଂଶୀଧର ପଣ୍ଡାଙ୍କୁ ପଠାଇଥିଲି, ଯିଏକି ଥିଲେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ଶିଳ୍ପପତି । ସେ ମଧ୍ୟ ଥିଲେ ଓଡିଶାର ପ୍ରଥମ ସର୍ବୋଚ୍ଚ ଯୋଗ୍ୟତାପ୍ରାପ୍ତ ଧାତୁ ବିଶେଷଜ୍ଞ । ସେ …

ଏକ ଅବିସ୍ମରଣୀୟ ସାକ୍ଷାତ Read More

ବହିବିଚାର; ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା

ସମ୍ପାଦନା ଅନୁଭୂତି-୭ ପକେଟ୍ ମାଗାଜିନ୍ ‘ଚୁମା’ର ଅପୂର୍ବ ସଫଳତା ଓ ଲୋକପ୍ରିୟତାରେ ମନ ପୁରି ଉଠୁଥାଏ। ୨୦୦୩ ବେଳକୁ ମୋର ଗବେଷଣା ଶେଷ ହେଲା। ପୁସ୍ତକ ପଢିବା ଓ ତାର ସମୀକ୍ଷା କରିବା ମୋର ଗୋଟାଏ ଅଭ୍ୟାସରେ ପରିଣତ ହୋଇ ସାରିଥାଏ। …

ବହିବିଚାର; ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା Read More

ଚୁମା ପକେଟ୍ ମାଗାଜିନ୍

ସମ୍ପାଦନା ଅନୁଭୂତି-୬ ଭଞ୍ଜବିହାରରେ ଏମ୍ଏ ଶ୍ରେଣୀରେ ପଢିଲା ବେଳେ “ଯୁଗରୁଚି” ଓ “ଆକାଙକ୍ଷା” ସମ୍ପାଦନା କେବଳ ଓଡିଆ ବିଭାଗ ଭିତରେ ସୀମିତ ଥିଲାବେଳେ “ଅନନ୍ୟା”ର ସମ୍ପାଦନା ମାଧ୍ୟମରେ ଏକ ବୃହତ୍ତର ସାହିତ୍ୟଗୋଷ୍ଠୀ ସହ ମୋର ପରିଚୟ ହେଲା। ସ୍ନାତକୋତ୍ତର ପରେ ପରେ …

ଚୁମା ପକେଟ୍ ମାଗାଜିନ୍ Read More

ଅନନ୍ୟା : ପ୍ରଥମ ତ୍ରୟମାସିକ ପତ୍ରିକା

ସମ୍ପାଦନା ଅନୁଭୂତି-୫ ଭଞ୍ଜବିହାରରେ ଏମ୍ଏ ଶ୍ରେଣୀରେ ପଢିଲା ବେଳେ “ଯୁଗରୁଚି” ଓ “ଆକାଂକ୍ଷା” ସମ୍ପାଦନାର ଅନୁଭୂତି ମୋ ଭିତରେ ଭରିଦେଇଥିଲା ଅସରନ୍ତି ପ୍ରେରଣା। ସେ ସମୟରେ ଓଡିଆ ବିଭାଗ ପାଠଚକ୍ର ଲାଇବ୍ରେରୀକୁ ଓ କେନ୍ଦ୍ରୀୟ ଗ୍ରନ୍ଥାଗାରକୁ ଅନେକ ପତ୍ରିକା ଆସୁଥାଏ। ନୂଆ …

ଅନନ୍ୟା : ପ୍ରଥମ ତ୍ରୟମାସିକ ପତ୍ରିକା Read More

ଆକାଂକ୍ଷା ପ୍ରଥମ ସମ୍ପାଦିତ (ପ୍ରକାଶିତ) ପତ୍ରିକା

ସମ୍ପାଦନା ଅନୁଭୂତି -୪ ଭଞ୍ଜବିହାର ଓଡିଆ ବିଭାଗରେ ‘ଯୁଗରୁଚି’ ସାମୟିକ ଭାବେ ପ୍ରାତୀର ପତ୍ରିକା ରୂପରେ ପ୍ରକାଶ ପାଉଥିଲା ବେଳେ ଓଡିଆ ବିଭାଗ ପାଠଚକ୍ର ତରଫରୁ “ଆକାଂକ୍ଷା” ନାମରେ ଏକ ବାର୍ଷିକ ପତ୍ରିକା ପ୍ରକାଶ ପାଉଥିଲା। “ଆକାଂକ୍ଷା” ପତ୍ରିକାଟି ବି ଥିଲା …

ଆକାଂକ୍ଷା ପ୍ରଥମ ସମ୍ପାଦିତ (ପ୍ରକାଶିତ) ପତ୍ରିକା Read More

ଯୁଗରୁଚି ପ୍ରାଚୀର ପତ୍ରିକା

ସମ୍ପାଦନା ଅନୁଭୂତି-୩ ଭଞ୍ଜନଗରରେ ‘ତଥାପି’ ଓ ଗାଁରେ ‘କବିସୂର୍ଯ୍ୟବାଣୀ’ ହାତଲେଖା ପତ୍ରିକାର ସମ୍ପାଦନା କରିବାର ଅନୁଭୂତି ମୋ ଭିତରେ ବସା ବାନ୍ଧିବା ବେଳକୁ ମୁଁ ଏମ.ଏ. ପଢିବା ପାଇଁ ୧୯୯୫ ମସିହାରେ ଭଞ୍ଜବିହାର ଗଲି। ଭଞ୍ଜବିହାର ଓଡିଆ ବିଭାଗରେ ଜଏନ୍ ହେବା …

ଯୁଗରୁଚି ପ୍ରାଚୀର ପତ୍ରିକା Read More

କବିସୂର୍ଯ୍ୟବାଣୀ: ଜନ୍ମକାହାଣୀ

ସମ୍ପାଦନା ଅନୁଭୂତି-୨ ମୋର ପ୍ରଥମ ସମ୍ପାଦନା ହାତଲେଖା ପତ୍ରିକା “ତଥାପି” ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମ଼ହାବିଦ୍ୟାଳୟ, ଓଡିଆ ବିଭାଗରୁ ପ୍ରକାଶ ପାଉଥିଲା। ତାହା କେବଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ମହଲରେ ସୀମିତ ଥିଲା। ତେବେ ହଠାତ୍ ୧୯୯୩ ମସିହାରେ ଏହାର …

କବିସୂର୍ଯ୍ୟବାଣୀ: ଜନ୍ମକାହାଣୀ Read More

ପତ୍ରିକା ସମ୍ପାଦନାର ପ୍ରଥମ ପ୍ରେରଣା ଓ ପାଢୀ ସାର୍

ସମ୍ପାଦନା ଅନୁଭୂତି-୧ ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ଅନ୍ତରଙ୍ଗତା ସ୍ଥାପନ କରିବାରେ ଯେଉ ଦୁଇଟି ଅଞ୍ଚଳ ମୋ ଜୀବନରେ ଗୁରୁତ୍ବ ବହନ କରି ଆସିଛି, ସେ ଦୁଇଟି ହେଲା, ଭଞ୍ଜନଗର ଓ ଭଞ୍ଜବିହାର।  ଭଞ୍ଜନଗରରେ ପଢିବା ମୋ ସାହିତ୍ୟିକ ଜୀବନ ପାଇ …

ପତ୍ରିକା ସମ୍ପାଦନାର ପ୍ରଥମ ପ୍ରେରଣା ଓ ପାଢୀ ସାର୍ Read More

କାରିଗର

ବିଶେଷ କରି ଆମ ଓଡ଼ିଆ ଚିତ୍ରଶିଳ୍ପୀମାନେ ସାକ୍ଷାତକାର ସମୟରେ, କିମ୍ବା ନିଜ ନିଜର ଚିତ୍ର ଜୀବନର ପ୍ରାରମ୍ଭିକ ବିନ୍ଦୁ ସମ୍ପର୍କରେ କୁହନ୍ତି, ସେମାନେ ତାଙ୍କ ମାଆଙ୍କ ଝୋଟିଚିତାରୁ ହିଁ ତାଙ୍କ ଚିତ୍ର ଅଙ୍କାର ପ୍ରଥମ ପ୍ରେରଣା ପାଇଥିଲେ । ମୁଁ କିନ୍ତୁ …

କାରିଗର Read More