ତିନି ବୁନ୍ଦା ରକ୍ତ

ମୂଳ ଲେଖା: ସାଦେକ ହିଦାୟେତ || ଅନୁବାଦ: ଜ୍ୟୋତି ନନ୍ଦ ଗଲାକାଲି ସେମାନେ ମୋ ରୁମ୍ ଅଲଗା କରିଦେଇଛନ୍ତି, ଆଚ୍ଛା ସଚିବ ଯେମିତି କଥା ଦେଇଥିଲେ ମୁଁ କ’ଣ ସତକୁ ସତ ଭଲ ହୋଇଯାଇଛି ଆଉ ଆର ସପ୍ତାହରେ ଛାଡ ପାଇଯିବି …

ତିନି ବୁନ୍ଦା ରକ୍ତ Read More

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି

ଅନେକ ବର୍ଷ ତଳର କଥା। ଜଣେ ବଣିକ ବେପାର କରିବାକୁ ବାହାରିଲେ। ଘରୁ ବାହାରିବା ପୂର୍ବରୁ ସେ ନିଜ ତିନି ଝିଅଙ୍କୁ ଡାକି ପଚାରିଲେ ଫେରିଲା ବେଳେ କାହା ପାଇଁ କ’ଣ ଆଣିବେ। ବଡ ଝିଅ ଗୋଟିଏ ଧଳା ଘୋଡା ପାଇଁ …

ପ୍ରେମ ଓ ପ୍ରତୀକ୍ଷାର ଚିହ୍ନ : ବ୍ଲଡ୍ ଲିଲି Read More

ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା …

ଅନ୍ତର୍ଜାତୀୟ ଚା’ ଦିବସ Read More

ଜଣେ ଅନଶନ-ଶିଳ୍ପୀ

ମୂଳ ଲେଖା: ଫ୍ରାଞ୍ଜ କାଫକା || ଅନୁବାଦ: ଜ୍ୟୋତି ନନ୍ଦ ବିଗତ କେତେ ଦଶକ ଭିତରେ ମଣିଷର ଅନଶନ-ଶିଳ୍ପୀଙ୍କ ଉପରେ ଆଗ୍ରହ ଅନେକ ପରିମାଣରେ କମି ଯାଇଛି। ଆଗରୁ ଯେତେବେଳେ ଯିଏ କେହି ନିଜର ଉଦ୍ୟୋଗରେ ଏଇ ଭଳି ଗୋଟିଏ ପ୍ରଦର୍ଶନୀର …

ଜଣେ ଅନଶନ-ଶିଳ୍ପୀ Read More

ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ

ଯେ କୌଣସି ଜାଗା ବୁଲିବାକୁ ଯିବା ପୂର୍ବରୁ ମୋର ଗୋଟିଏ ପୁରୁଣା ଅଭ୍ୟାସ ହେଉଛି, ସେଠି ଥିବା ମ୍ୟୁଜିଅମ୍ ଗୁଡିକର ଲିଷ୍ଟ ପରଖି ନେବା। କାଇଁ କେଜାଣି ମ୍ୟୁଜିଅମ୍ ଭିତରେ ଦିନସାରା ସମୟ ବିତାଇଲେ ବି ବିରକ୍ତ ଲାଗେନି। ଏମତି ମ୍ୟୁଜିଅମ୍ …

ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ Read More

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ …

ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ Read More

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍

ଅନେକ ବର୍ଷ ତଳର କଥା। କେରଳର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ବସବାସ କରୁଥିବା ଅନେକ ଜନଜାତି ଭିତରୁ ଗୋଟିଏ ଜନଜାତିରେ ପ୍ରଚଳିତ ଲୋକକଥାଟିଏ। ସବୁ ଜନଜାତି ପରି ସେମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ଆଉ ଶିକାର କରି ପେଟ ପୋଷନ୍ତି। ଦିନସାରାର …

ସୁନା ବର୍ଷୁ ଥିବା ସୁନାରୀ: ଅମଲତାସ୍ Read More

ଚିତ୍ର ଆଉ ଯେତେକ ଚିତ୍ରକଳ୍ପ

ମୂଳ ଲେଖା: ଭ୍ଲାଦିମିର ନବୋକୋଭ୍ || ଅନୁବାଦ: ଜ୍ୟୋତି ନନ୍ଦ ଚିକିତ୍ସାର ବାହାରକୁ ଚାଲିଯାଇଥିବା ଏଇଭଳି ଜଣେ ପାଗଳ ଯୁବକକୁ ତାହାର ଜନ୍ମଦିନରେ କ’ଣ ଉପହାର ଦିଆଯାଇପାରେ,ଏଇ କଥାକୁ ନେଇ ଏଇ ଚାରିବର୍ଷରେ କହିବାକୁ ଗଲେ ଚାରି ଥର ସେଇ ସମାନ  …

ଚିତ୍ର ଆଉ ଯେତେକ ଚିତ୍ରକଳ୍ପ Read More