ନିଜ କଥା : ହକୁ ଶାହ

ମୂଳ ରଚନା : ହକୁ ଶାହ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ମଣିଷର କଥା ମୋତେ ଠିକ୍ ସେତିକି ନିଜର ଲାଗେ ଯେତିକି ପ୍ରକୃତି,ମାଟି,ଭୂ ଆଉ ମାଆ ର କଥା। ମୋର ପୁରା ବହିଟିରେ ଏହି ସବୁ ବୀଜକ-ବିନ୍ଦୁ …

ନିଜ କଥା : ହକୁ ଶାହ Read More

ଗାଆଁ ପୁରୋହିତ

ମୂଳ ରଚନା : ଏନଗୁଗି ୱା ଥିଆଙ୍ଗୋ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଗାଆଁର ପୁରୋହିତ ଜଶୁଆ ଆକାଶରେ ଖଣ୍ଡଖଣ୍ଡ କଳା ବଉଦ ଜମିଗଲାଣି ବୋଲି ଦେଖିଲା ବେଳକୁ ତା’ମନରେ ଆପେ ଆପେ ଗୁଣୁଗୁଣୁ ହୋଇ ଶବ୍ଦଟିଏ ଆସିଗଲା,ବୃଷ୍ଟି।ସେଖୁବ୍ ଧିରେ …

ଗାଆଁ ପୁରୋହିତ Read More

ହୃଦୟ ପ୍ରଦୀପ

ମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଅଧା ଆଉଜା କବାଟ ଆଡକୁ ମେହରୁନ ପାଦ ବଢେଇଛି କି ନାହିଁ,ହୁଏତ ଭିତରକୁ ଗୋଟିଏ ପାଦ ପକାଇଛି ତ , ତାହାର ଅବ୍ବୁ ଯିଏ କି …

ହୃଦୟ ପ୍ରଦୀପ Read More

ଲାଲ ଲୁଙ୍ଗି

ମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଖରାଛୁଟି ହେଲେ ମାଆ ମାନେ ଯେଉଁ ସମସ୍ୟାର ସାମ୍ନା କରିଥାନ୍ତି ତାହାର ଅନ୍ତ ବୋଇଲେ କିଛି ନାହିଁ। ସବୁପିଲାଏ ସେତିକିବେଳେ ଘରେ; ଯଦି ସେମାନେ ଟିଭି …

ଲାଲ ଲୁଙ୍ଗି Read More

ତରୁଣ ଔପନ୍ୟାସିକକୁ ପତ୍ର : ୩

ପ୍ରବର୍ତ୍ତାଇପାରିବାର ଶକ୍ତି ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ଆପଣ ଠିକ୍ । ମୋର ପ୍ରଥମ କେତୋଟି ଚିଠିରେ ସାହିତ୍ୟବୃତ୍ତି ସଂପର୍କରେ ତଥା ଉପନ୍ୟାସର ବିଷୟବସ୍ତୁ ବା ଥିମ୍ କୁ …

ତରୁଣ ଔପନ୍ୟାସିକକୁ ପତ୍ର : ୩ Read More

ତରୁଣ ଔପନ୍ୟାସିକକୁ ପତ୍ର : ୨

ଦି କାଟୋବ୍ଲେପାସ୍ [The Catoblepas] ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ମୁଁ ଏଇ କିଛି ଦିନ ଧରି ଏତେ ବ୍ୟସ୍ତ ରହିଥିଲି ଯେ,ତମର ଚିଠି ପାଇବାମାତ୍ରକେ ଯେତିକି ଶିଘ୍ର …

ତରୁଣ ଔପନ୍ୟାସିକକୁ ପତ୍ର : ୨ Read More

ତରୁଣ ଔପନ୍ୟାସିକକୁ ପତ୍ର : ୧

ଗୋଟିଏ ଫିତାକୃମୀର ରୂପକଥା ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ଆପଣଙ୍କର ଚିଠି ପଡିବାପରେ ନିଜର ଭିତରେ ଆଲୋଡନର ସୁରାକ ପାଇଲି,କାରଣ ଆପଣଙ୍କ ଚିଠି ପଢି ମୁଁ ଲିମାରେ ନିଜର …

ତରୁଣ ଔପନ୍ୟାସିକକୁ ପତ୍ର : ୧ Read More

ଯୁଦ୍ଧ

ମୂଳ ଲେଖା : ଲୁଇଜି ପିରାନଦେଲୋ || ଅନୁବାଦ : ଜ୍ୟୋତି ନନ୍ଦ ଯେଉଁ ମାନେ ରୋମ୍ ରୁ ନାଇଟ ଏକ୍ସପ୍ରେସ ଧରିଥାନ୍ତି ସେଇ ଯାତ୍ରୀମାନଙ୍କ ପାଇଁ ଗାଡିର ରହଣୀ କହିବାକୁ ଗଲେ ସିଧା ଭୋର୍ ବେଳକୁ ହେବ,ଗୋଟିଏ ଛୋଟିଆ ଷ୍ଟେସନ …

ଯୁଦ୍ଧ Read More

ବିରହିଲିଓ ପିନିୟେରାଙ୍କ ଦୁଇଟି ଗଳ୍ପ

୧ମାଂସ ଘଟଣାଟି ଏକଦମ୍ ସାଦାମାଖା ଭାବରେ ଘଟିଥିଲା,ଏଥିରେ ନଥିଲା କୌଣସି ପ୍ରକାରର ଉପକ୍ରମ। ଯେଉଁ କାରଣଗୁଡିକ ପାଇଁ ଏଇ ଘଟଣାଟି ଘଟିଥିଲା ତାହାର ବିଷୟରେ ଯେହେତୁ ସେମିତି କିଛି କହିବା ଭଳି କାରଣ ରହିନାହିଁ,ତେଣୁ ଯାହା ହୋଇଥିଲା ସେଇ ଘଟଣାଟିକୁ ବରଂ …

ବିରହିଲିଓ ପିନିୟେରାଙ୍କ ଦୁଇଟି ଗଳ୍ପ Read More

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ …

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା Read More