ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ

|| ମୃଣାଳ || ପୃଥିବୀର ଶେଷ ଚଢ଼େଇଟି କହିଲା ପୃଥିବୀର ଶେଷ ମଣିଷକୁ, ଭାଇ ତୁମେ ମୋତେ ତୁମ ସାଙ୍ଗରେ ନେଇଯିବ? ସମୟ ହେଉଛି ୨୦୫୦ । ପୃଥିବୀ ଏବେ ମଣିଷ ଓ ଜୀବଜନ୍ତୁ ଶୂନ୍ୟ ହୋଇଯାଇଛି । କ୍ରମାଗତ ପ୍ରଦୂଷଣ …

ପୃଥିବୀର ଶେଷ ମଣିଷ ଓ ଶେଷ ଚଢ଼େଇ Read More

ମଣିଷ

ମୂଳ ହିନ୍ଦୀ : ଇସାକ ମହମ୍ମଦ || ଓଡ଼ିଆ ଅନୁବାଦ: ମୃଣାଳ ସେ ନିଜକୁ ହିନ୍ଦୁ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଶିଖା ରଖିଲା । ମୁଁ ବି ନିଜକୁ ମୁସଲମାନ ବୋଲି ଦେଖେଇବା ପାଇଁ ମୁଣ୍ଡରେ ଟୋପି ପିନ୍ଧି ପକେଇଲି। …

ମଣିଷ Read More

ନୂଆବର୍ଷର ପ୍ରଥମ ଗଳ୍ପ

ଦୁଇ ପାଖରେ ଉଚ୍ଚ ଉଚ୍ଚ ପାହାଡ଼ । ମଝିରେ ରାସ୍ତା । ସେ ରାସ୍ତାରେ ମୁଁ ଚାଲିଛି । ଲକ୍ଷହୀନ, ଉଦେଶ୍ୟହୀନ । ହଠାତ ପାହାଡ଼ ଉପରୁ ବଡ଼ ପଥର ଖଣ୍ଡେ ଗଡ଼ି ଗଡ଼ି ଆସି ଠିକ ମୋ ସାମ୍ନାରେ ଆସି …

ନୂଆବର୍ଷର ପ୍ରଥମ ଗଳ୍ପ Read More

ଚିଠି

ମୂଳ ଲେଖା -ମାଇକେଲ ମୋପୂରଗୋ || ଅନୁବାଦ -ସୁମନ ଦାଶ ମୁଁ କେବେବି ମୋର ଦଶମ ଜନ୍ମଦିନ ଭୁଲି ପାରିବି ନାହିଁ । ମୋର ଆଉସବୁ ଜନ୍ମଦିନ ନିଜସ୍ଵ ଚିରାଚରିତ ଘଟଣାବଳୀ ପାଇଁ ଯେମିତି ଉପହାର ମିଳିବାର ଆଗ୍ରହ ,ଉପହାର ଖୋଳ …

ଚିଠି Read More

ଗଛଟି

ମୂଳ ବଙ୍ଗଳା: ଋତ୍ଵିକ ଘଟକ || ଓଡିଆ ଅନୁବାଦ: ମୃଣାଳ ଗାଁରୁ ଟିକିଏ ଦୂରରେ ଗୋଟେ ଛୋଟ ନଈ ଉପରେ ପ୍ରାୟ ହାମୁଡ଼ି ପଡିଥିବା ଗୋଟେ ବରଗଛ । ଗଛ ହିସାବରେ ସେଟା ଭୀଷଣ କିଛି ନୁହଁ । ବହୁ ପୁରୁଣା …

ଗଛଟି Read More

ଫ୍ରାନଜ କାଫକାଙ୍କ ପାଞ୍ଚଟି ଛୋଟ ଗପ

ଟ୍ରାମର ଶେଷ ବଗିରେ ଟ୍ରାମର ଶେଷ ବଗିରେ ମୁଁ ଏବେ ଛିଡା ଏବଂ ସମ୍ପୂର୍ଣ ଅନିଶ୍ଚିତ ପୃଥିବୀ ଉପରେ ମୋ ପାଦଙ୍କର ସ୍ଥିତିକୁ ନେଇ; ଏ ସହରରେ, ମୋ ପରିବାର ବର୍ଗଙ୍କ ମଧ୍ୟରେ ମୋ ସ୍ଥିତି ଉପସ୍ଥିତି ବିଷୟରେ | କୌଣସି …

ଫ୍ରାନଜ କାଫକାଙ୍କ ପାଞ୍ଚଟି ଛୋଟ ଗପ Read More

ଫ୍ରାନଜ କାଫକାକଂ ଦୁଇଟି କ୍ଷୁଦ୍ର ଗପ

ମୂଳ ରଚନା – ଫ୍ରାଞ୍ଜ କାଫକା II ଓଡ଼ିଆ ଭାଷାନ୍ତର – ଶୈଳେନ୍ଦ୍ର ପଟ୍ଟନାୟକ (1) ମହାମହିମ ସମ୍ରାଟକଂ ଠାରୁ ବାର୍ତ୍ତା ମହାମହିମ ସମ୍ରାଟ ତାଙ୍କର ଏକ ନିର୍ଦ୍ଧିଷ୍ଟ ବାର୍ତ୍ତା, ଏ ଭଳି ହୋଇପାରେ କାହାଣୀର ଚଳଣି ପ୍ରକାରେ, କରିଥାନ୍ତି ପ୍ରେରଣ …

ଫ୍ରାନଜ କାଫକାକଂ ଦୁଇଟି କ୍ଷୁଦ୍ର ଗପ Read More

 ରାବଣପୋଡି

       ଦଶହରା ଗଲାଣି ତଥାପି ଦେଖୁନ, ଗୁଳୁଗୁଳି କି ଗରମ କମିବାର ନାଁ ନେଉନି। ବାଥରୁମରୁ ଧୁଆଧୋଇ ହୋଇ ଆସି, ଗୋଡ ପୋଛୁପୋଛୁ ବେଡ୍ ଉପରେ ବସିଲା ରମ୍ୟା। ଓଃ! ଏ ସି ହଓ୍ବାଟା ବାଜି ଟିକେ ଆରାମ ଲାଗିଲା ତାକୁ। …

 ରାବଣପୋଡି Read More

ଯିଏ ହଜିଯାଏ

ମୂଳ ଲେଖା : ଆଲବେର୍ତୋ ଫୁଗୁଏତ || ଅନୁବାଦ : ଜ୍ୟୋତି ନନ୍ଦ ଯେଉଁ ଦେଶଟି ନିରୁଦ୍ଦିଷ୍ଟରେ ଭରା ସେଇଠି ଆଉ ଯାହା କିଛି ହେଉନା କାହିକି ହଜିଯିବା ଭାରି ସହଜ। ଯେତେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସବୁ କିଛି ରହିଥିବ ମୃତକଙ୍କ ଉପରେ,ତେଣୁ …

ଯିଏ ହଜିଯାଏ Read More