ସତ୍ୟଜିତ ରାୟ ଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ଟୁ”ଏବଂ ତା’ର ଚିତ୍ରନାଟ୍ୟ

ଇଏସ୍ଏସ୍ଓ କଂପାନୀ ତାହାର ଟେଲିଭିଜନ୍ ର ପ୍ରଦର୍ଶନ ପାଇଁ ୧୯୬୪ ରେ ୱାର୍ଲଡ ଥିଏଟର୍ ପର୍ଯ୍ୟାୟରେ ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲା । ସେହି ପର୍ଯ୍ୟାୟର ଛବି ପାଇଁ ଭିନ୍ନ ଭିନ୍ନ ଦେଶ ଯଥା ଗ୍ରୀସ୍ , ସ୍ୱିଡେନ୍, ଇଂଲଣ୍ଡ ଇତ୍ୟାଦିରୁ …

ସତ୍ୟଜିତ ରାୟ ଙ୍କ କ୍ଷୁଦ୍ର ଚଳଚ୍ଚିତ୍ର “ଟୁ”ଏବଂ ତା’ର ଚିତ୍ରନାଟ୍ୟ Read More

ଶାଶ୍ବତପ୍ରେମରପ୍ରତୀକ: କୃଷ୍ଣଚୁଡା

           ଗତବର୍ଷ ଠିକ୍ ଏଇ ମାର୍ଚ୍ଚ-ଏପ୍ରିଲ ମାସ ହେବ, ଜଣେ ବନ୍ଧୁ ସକାଳୁ ସକାଳୁ ଗୋଟିଏ ଫଟୋ ପଠାଇଲେ। ଫଟୋଟି ଦେଖି ମୁଁ କିଛି ସମୟ ଆନନ୍ଦ ଆଉ ସନ୍ତୋଷରେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେଇ ପାରିଲି ନାହିଁ। ସବୁଜ କ୍ଷେତ …

ଶାଶ୍ବତପ୍ରେମରପ୍ରତୀକ: କୃଷ୍ଣଚୁଡା Read More

ବହି : ଦିନ ଦିନାନ୍ତର

ଏକ ୨୩ ଏପ୍ରିଲ୍ କୁ ବହିଦିନ ହିସାବରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରାଯାଏ । ପ୍ରସିଦ୍ଧ ନାଟ୍ୟକାର ଉଇଲିଅମ ଶେକସପିଅରଙ୍କ ଉଭୟ ଜନ୍ମ ଆଉ ମୃତ୍ୟୁଦିନ ହେଉଛି ଏଇ ୨୩ ଏପ୍ରିଲ୍ । ଏମିତିରେ କହିବାକୁ ଗଲେ ୧୫୬୪ ଖ୍ରୀଅ …

ବହି : ଦିନ ଦିନାନ୍ତର Read More

ଧରିତ୍ରୀ ଦିବସ,ଏପ୍ରିଲ ୨୨

ଏପ୍ରିଲ ୨୨ ତାରିଖ ।ଧରିତ୍ରୀ ଦିବସ। ସର୍ବପ୍ରଥମ ଧରିତ୍ରୀ ଦିବସ,ଏକ ବିଶ୍ୱବ୍ୟାପୀ ସାମ୍ବତ୍ସରିକ ଆୟୋଜନ , ବିଶେଷ ଭାବରେ ପୃଥିବୀର ଜଳବାୟୁ ଆଉ ପାରିପାର୍ଶ୍ୱିକତା ସଂପର୍କିତ ଚିନ୍ତନ ମନନ ନିମନ୍ତେ ୧୯୭୦ ମସିହା ଏପ୍ରିଲ ମାସ ୨୨ ତାରିଖ ଦିନ ଅନୁଷ୍ଠିତ …

ଧରିତ୍ରୀ ଦିବସ,ଏପ୍ରିଲ ୨୨ Read More

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ …

ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା Read More

ମେକିଂ ଅଫ୍ ‘ପଥେର ପାଁଚାଲୀ’ ଓ ‘ଅପରାଜିତ’ ସିନେମା

ସତ୍ୟଜିତ ରାୟ ୧୯୫୫ ମସିହାରେ ବିଭୂତି ଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସକୁ ନେଇ ବଙ୍ଗଳା ଭାଷାରେ ‘ପଥେର ପାଁଚାଲୀ’ ନାମରେ ଗୋଟେ ସିନେମା ତିଆରି କରିଥିଲେ । ସିନେମା ନିର୍ମାଣର କୌଣସି ବିଧିବଦ୍ଧ ତାଲିମ ନେଇନଥିବା ସତ୍ୟଜିତଙ୍କ ‘ପଥେର ପାଁଚାଲୀ’ ସିନେମା ଭାରତୀୟ …

ମେକିଂ ଅଫ୍ ‘ପଥେର ପାଁଚାଲୀ’ ଓ ‘ଅପରାଜିତ’ ସିନେମା Read More

ରବୀନ୍ଦ୍ରନାଥ ଓ ଭ୍ରମଣ

ରବୀନ୍ଦ୍ରନାଥ ଭ୍ରମଣକୁ କେବଳ ସ୍ଥାନାନ୍ତରଣର ଏକ ମାଧ୍ୟମ ବୋଲି ଭାବିନଥିଲେ, ବରଂ ଏହା ଥିଲା ତାଙ୍କର ସୃଷ୍ଟିଶୀଳତାର ଏକ ବିଶାଳ କ୍ଷେତ୍ର। ଭ୍ରମଣ ତାଙ୍କୁ ନୂଆ ନୂଆଁ ଅଭିଜ୍ଞତା, ସଂସ୍କୃତି ଓ ମଣିଷର ସଂସ୍ପର୍ଶରେ ଆଣୁଥିଲା, ଯାହା ତାଙ୍କ ସାହିତ୍ୟ, ସଂଗୀତ, …

ରବୀନ୍ଦ୍ରନାଥ ଓ ଭ୍ରମଣ Read More

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ …

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା Read More

ନୀଳିମା ଡାଲମିଆ ଆଧାର : କସ୍ତୁରବାଙ୍କ ଗୋପନ ଡାଏରୀ

୧ ଆଗା ଖାନ୍ ପାଲେସ୍,୨୨ ଫେବ୍ରୁଆରୀ ୧୯୪୪ସଂଧ୍ୟା ଛଅଟା ହାତବୁଣା ଧଳାରଙ୍ଗର ଖଣ୍ଡିଏ ବହଳ ଖଦଡ ଶାଢୀ ,ଥରକୁ ଥର ସଫା ହେଉଛି ବୋଲି ଫିକା ପଡି ଆସିଲାଣି,ମୋର ଅଶକତ ହେବାକୁ ବସିଥିବା ଗୋଡ ଦୁଇଟି ସହ ବାରଂବାର ଘଷି ହେଉଥାଏ। …

ନୀଳିମା ଡାଲମିଆ ଆଧାର : କସ୍ତୁରବାଙ୍କ ଗୋପନ ଡାଏରୀ Read More

ରବୀନ୍ଦ୍ରନାଥ ଓ ପଦ୍ମାବୋଟ୍

ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନ ଓ ସାହିତ୍ୟ ଚର୍ଚ୍ଚାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ପଦ୍ମାବୋଟରେ କଟିଥିବା ଜୀବନ। ସେ ୧୮୮୯ରୁ ୧୮୯୫ସାଲ୍ ଭିତରେ ପ୍ରାୟ ଛଅ ବର୍ଷ ପଦ୍ମାନଦୀରେ ନୌକାଭ୍ରମଣ କରିଥିଲେ, ଯାହା ତାଙ୍କର ସାହିତ୍ୟ ଚର୍ଚ୍ଚା ଓ ଦାର୍ଶନିକ ଭାବନାର …

ରବୀନ୍ଦ୍ରନାଥ ଓ ପଦ୍ମାବୋଟ୍ Read More