ନବବର୍ଷ: ଏକ ଉତ୍ସବ ବିଚାର (ଦୁଇ)

ଇଏ ଏକ ବିଚିତ୍ର କୋଳାହଳର ସମୟ । ନବବର୍ଷର ପ୍ରାକ୍ କାଳ ହେଉଛି ଏମିତି ଗୋଟିଏ ରାତ୍ରୀ ଯେଉଁ ରାତ୍ରିଟି ହେଉଛି ଆମର ସବୁଠୁ ଶବ୍ଦବହୁଳ ରାତ୍ରୀ । ଆଉ କିଛି ସମୟ ପରେ ଆମେ ଆଉ ଗୋଟିଏ କାଳଖଣ୍ଡକୁ ଭେଟିବୁ। …

ନବବର୍ଷ: ଏକ ଉତ୍ସବ ବିଚାର (ଦୁଇ) Read More

ନବବର୍ଷ : କିଛି ଦର୍ଶନ, କିଛି ଇତିହାସ

ନବବର୍ଷର ସବୁଠାରୁ ସଂକ୍ଷିପ୍ତ ପରିଚିତିଟି ହେଉଛି ଏହା ଏକ ଆରମ୍ଭ । ଆରମ୍ଭ କହିଲେ ଆମେ ତତକ୍ଷଣାତ୍ ବୁଝିନେଉ ଏହା ଏକ ପ୍ରକାର ଅଭିଲାପଣ ଯାହା ଆଗରୁ ଆମକୁ ଦେଖାଯାଇନଥିଲା ,ଏବେ ଦୃଶ୍ୟ ହେଉଛି । ଦୃଶ୍ୟ ହେବା ପରେ ସେଇ …

ନବବର୍ଷ : କିଛି ଦର୍ଶନ, କିଛି ଇତିହାସ Read More

ନୂଆ ବର୍ଷ

ଆଉ ଗୋଟେ ବର୍ଷ ସରିବାକୁ ଯାଉଛି । ଆଉ ଗୋଟେ ଅରଖ ନୂଆ ବର୍ଷ ଆରମ୍ଭ ହେବ । ନୂଆବର୍ଷକୁ ଧୁମ ଧାମରେ ପାଳନ କରିବାର ପ୍ରସ୍ତୁତି ଏବେଠୁଁ ଆରମ୍ଭ ହୋଇଗଲାଣି । ଯେ କୌଣସି ଉତ୍ସବର ସାମଜିକୀକରଣ ଏବଂ ଵାଣିଜ୍ୟକରଣ …

ନୂଆ ବର୍ଷ Read More

ତ୍ରିରତ୍ନକୁ ଆବାହନ ଓ ଖ୍ରୀଷ୍ଟଜନ୍ମ କଥା

ବର୍ଷ ଯେମିତି ଶେଷ ହୋଇ ଆସେ ଆମକୁ ମନେପଡେ ଦୁଇଟି କଥା,ଶୀତ ଆଉ ଯୀଶୁଖ୍ରୀଷ୍ଟ । ଖୁବ୍ ଅଧିକ ଭାବରେ ମନେପଡେ ଏଇ ଦୁଇଟିର କଥା । ପ୍ରବଳ ଶୀତରେ କାଙ୍କୁରିକୁଙ୍କୁରି ହୋଇ ସାଧାରଣ ର ଭାରି ଅସ୍ତବ୍ୟସ୍ତ ଜୀବନ ଯେତେବେଳେ  …

ତ୍ରିରତ୍ନକୁ ଆବାହନ ଓ ଖ୍ରୀଷ୍ଟଜନ୍ମ କଥା Read More

ଶୀତଦିନେ ଗାଧୁଆ

ଶୀତଦିନେ ଗାଧୋଇବାଟା ଯେ କି କଷ୍ଟ କାମ ତାହା ଭୁକ୍ତଭୋଗୀ ମାତ୍ରକେ ଜାଣନ୍ତି । ଏମିତିରେ ଶୀତଦିନେ ସକାଳେ ଉଠିବା କଷ୍ଟ । କମ୍ବଳ, ରେଜେଇ ଯେମିତି ଚୁମ୍ବକ ଭଳିଆ ଦେହଟାକୁ ଟାଣି ଧରିଥାଏ । ସେ ଆକର୍ଷଣରୁ ନିଜକୁ ମୁକ୍ତ …

ଶୀତଦିନେ ଗାଧୁଆ Read More

ମୁଁ କେମିତି ଲେଖିବା ଆରମ୍ଭ କରିଥିଲି

ମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ II ଅନୁବାଦ: ଜ୍ୟୋତି ନନ୍ଦ ସବୁଠୁ ଆଗେ ମୁଁ କ୍ଷମା ମାଗି ନେଉଛି ଆପଣମାନଙ୍କର ସାମ୍ନାରେ ବସି କଥା କହିବା ପାଇଁ, କିନ୍ତୁ ସତ ଏୟା ଯେ, ଯଦି ମୁଁ ଠିଆ ହୋଇକି …

ମୁଁ କେମିତି ଲେଖିବା ଆରମ୍ଭ କରିଥିଲି Read More

ପ୍ରଜାପତିର ଦେଶ : ୩

ଚୁପ୍ ପୃଥିବୀର ସବୁଠାରୁ ଉଚ୍ଚକଣ୍ଠରେ ଉଚ୍ଚାରିତ ହୋଇଥିବା ଶବ୍ଦଟି ହେଉଛି, ଚୁପ୍। ଆମେ ମଣିଷମାନେ ଆମର ସାଧାରଣ ଗଳାରେ ଯେଉଁପରି କଥାବାର୍ତ୍ତା କରିଥାଉ ତାହାଠାରୁ ଯଥେଷ୍ଟ ଅଧିକ ଶକ୍ତିର ପ୍ରୟୋଗ କରି ନିଜକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ଆମେ ଆମର ପ୍ରତିପକ୍ଷର …

ପ୍ରଜାପତିର ଦେଶ : ୩ Read More

ପ୍ରଜାପତିର ଦେଶ : ୨

ରାଜା ଓ ଖେଳ ଏଇଠି ଯେଉଁ ରାଜା ଜଣକ ଏଇଟି ପ୍ରମୁଖ ଭାଗରେ ରହିଛନ୍ତି ତାଙ୍କର ନାଆଁ ସେଟେୱାୟୋ ଆଉ ଯେଉଁ ଖେଳର କଥା ଏଇଠି ଅବତାରଣା କରାଯିବ ତାହା ହେଉଛି ଆମ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟ ଫୁଟବଲ । ଏଇ …

ପ୍ରଜାପତିର ଦେଶ : ୨ Read More

କଲରିଜଙ୍କ ଫୁଲ

ମୂଳ ଲେଖା: ଜର୍ଜ ଲୁଇ ବୋରେସ || ଓଡ଼ିଆ ଅନୁବାଦ – ଶୈଳେନ୍ଦ୍ର ପଟ୍ଟନାୟକ (ସାହିତ୍ୟ କୃତି ଓ ସୃଜନଶୀଳତାର ଅଭ୍ୟନ୍ତରରେ ଯେଉଁ ଗୁଢ ରହସ୍ୟ  ତାହାର ଉନ୍ମୋଚନ ଦିଗରେ ଜର୍ଜ ଲୁଇ ବୋରେସକଂ ଏହି ପ୍ରସିଦ୍ଧ ପ୍ରବନ୍ଧ।)  1938 ବା …

କଲରିଜଙ୍କ ଫୁଲ Read More