ଗୋଟିଏ ଆଖି ଆଉ ଗୋଟିଏ ପାଦ

ମୂଳ ଲେଖା : ଫାରିଆ ବାଶାର || ଅନୁବାଦ : ଜ୍ୟୋତି ନନ୍ଦ ଯେବେ ମୋର  ଆଖିଟିଏ ମୋ ଆଖିଡୋଳାରୁ ଖସି ପଡିଲା,ମୁଁ ହଠାତ୍ ଡାକ ପକେଇଥିଲି ମୋ ମାଆକୁ। “ମାଆ !ମାଆ ! ଦେଖିଲୁ ମୋର ଇଏ କ’ଣ ହୋଇଯାଇଛି …

ଗୋଟିଏ ଆଖି ଆଉ ଗୋଟିଏ ପାଦ Read More

ସର୍ପବିଦ୍ୟା

ମୂଳ ବଙ୍ଗଳା: ଇକରାମ କବୀର II ଓଡ଼ିଆ ଅନୁବାଦ: ମୃଣାଳ ଭରତପୁର ଗ୍ରାମର ଅନିସ ମୁଲ୍ଲା ଜଣେ ପ୍ରଖ୍ୟାତ ଗୁଣିଆ । ସେ ସାପ ବିଷ ଝାଡେ ।କିନ୍ତୁ କେହି ଜାଣନ୍ତି ନାହିଁ ଯେ ରାତିରେ ସେ ନିଜେ ସାପ ହୋଇ …

ସର୍ପବିଦ୍ୟା Read More

କବିତାର ସ୍ବର ଓ ସମ୍ପର୍କୀୟ

ଆପଣ ବୁଲୁଛନ୍ତି, ଧରନ୍ତୁ ସେଇଟା କାର୍ତ୍ତିକର ଏକ ସୌମ୍ୟ ସକାଳ। ସକାଳକୁ ଆହୁରି ସୌନ୍ଦର୍ଯ୍ଯମୟ ଓ କମନୀୟ କରୁଛି ମାଈ କିରଣ। ଠାଏଠାଏ ଲାଗୁଛି ପାଣି, ଠାଏଠାଏ ଦିଶୁଛି କାକର, ଠାଏଠାଏ ପ୍ରତେ ହେଉଛି ଝାଳ, ଠାଏଠାଏ ଲାଗୁଛି ପାଣିଚିଆ ରକ୍ତ …

କବିତାର ସ୍ବର ଓ ସମ୍ପର୍କୀୟ Read More

ରବୀନ୍ଦ୍ରନାଥଙ୍କ ଛଦ୍ମନାମ

ର ବି କ ଥା -୧୩ ରବୀନ୍ଦ୍ରନାଥଙ୍କୁ ସମସ୍ତେ ବିଶ୍ବକବି, କବିଗୁରୁ, ଗୁରୁଦେବ ଆଦି ଅବିଧାରେ ଭୂଷିତ କରିଥାନ୍ତି। ତେବେ ରବୀନ୍ଦ୍ରନାଥ ତାଙ୍କ ନିଜ ନାମ ବ୍ୟତୀତ ଅନ୍ୟ ଅନେକ ଛଦ୍ମନାମରେ ଲେଖୁଥିଲେ। ଲକ୍ଷ୍ୟକଲେ ଜଣାଯାଏ, ସେ ୯ଟି ଛଦ୍ମନାମ ବ୍ୟବହାର …

ରବୀନ୍ଦ୍ରନାଥଙ୍କ ଛଦ୍ମନାମ Read More

କିଛି ଦୃଶ୍ୟ-କଥା ଓ ଛବିଟିର ନାଆଁ “ଇନ୍ଦ୍ରଧନୁ”

ଛବିଟିର ନାଆଁ “ଇନ୍ଦ୍ରଧନୁ”। ତରୁଣ କବି ଆଉ କଥାକାର ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ପରିକଳ୍ପିତ,ତରୁଣ ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟଙ୍କ ନିର୍ଦ୍ଦେଶିତ ତଥା ତରୁଣ କଥାକାର ନିଖିଳେଶ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ସରୋଜ ବଳ ଏବଂ ବାଦଲ ମହାନ୍ତିଙ୍କ ଲିଖିତ ସ୍ୱତନ୍ତ୍ର ଗୋଟିଏ ଗୋଟିଏ …

କିଛି ଦୃଶ୍ୟ-କଥା ଓ ଛବିଟିର ନାଆଁ “ଇନ୍ଦ୍ରଧନୁ” Read More

ଠାର ଚିତ୍ର

କହିବେକହି ନ ପାରିଲେ କଟି ପକେଇ ରହିବେ-,ଘରେ,ମଲା ହାତ, ରଙ୍ଗଦିଆ ହୃଦୟ, ହାଡ଼ୁଆ ନମସ୍କାରଦିଅନା ଖୁସିରେମୁଁ ତ କବାଡିବାଲା ଜଣେ , ଶବ୍ଦ ମାତ୍ରା ଫଳାରେ ମୋ କାରବାର। ପୁରୁଣା ପୋକଖିଆ ଫିମ୍ପିମରା ଅକାମୀ ଅଖାଡୁଆଯେତେ ଯାହା ପଡ଼ିଚି କୋଉକାଳୁମୁଁ ବିନା …

ଠାର ଚିତ୍ର Read More

ଭୁଲବଶତଃ,ସାର୍

ଛବିଟି ସମ୍ଭବତଃ ସାର୍ ଙ୍କର ଏଯାବତ ମିଳିଥିବା ସବୁଠାରୁ ପୁରୁଣା ଛବି,ଟିକିଏ ସାଧୁଭାଷାରେ କହିଲେ,ସାର୍ ଙ୍କର ସର୍ବପ୍ରାଚୀନ ଚିତ୍ରାର୍ପିତ ରଂଗକର୍ମ। ଏହାର ସମୟ ୧୭୭୫ ଖ୍ରୀଅ। ସାର୍ ଙ୍କୁ ଏଇଠେ ଦେଖିବେ, ଆମେ ଯେମିତି ସାର୍ ଙ୍କୁ ଦେଖିବାରେ ଅଭ୍ୟସ୍ତ ସେମିତି …

ଭୁଲବଶତଃ,ସାର୍ Read More

କବିତାର ମନ୍ତ୍ର

ଯୋଉ ଶବ୍ଦପୁଂଜ ସମାନଭାବେ ଉଚ୍ଚାଟିତ କରେ ଗୋଟିଏ ଭାବ ଓ ଅର୍ଥ;ତା ମଂତ୍ର। କବିତା ସମାନଭାବେ ଭାବ ଓ ଅର୍ଥ ସମସ୍ତଂକୁ ପ୍ରଦାନ କରେନାଇଁ। ସ୍ଥାନାଂକର ପରିବର୍ତ୍ତନ ସ, ମାନସିକତାର ଭିନ୍ନତା ହେତୁ ଏହା ପ୍ରତ୍ଯେକଂକୁ ଅଲଗାଅଲଗା ସଂବେଦନା ଓ ଶିହରଣ …

କବିତାର ମନ୍ତ୍ର Read More

ଶ୍ରୀମନ୍ଦିର “ରେକର୍ଡ ଅଫ୍ ରାଇଟସ” ରେବାହୁଡାଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଯାହା ଯାହା ନୀତିକାନ୍ତି ଅନୁସୃତ ହୋଇଥାଏ ତାହାର ପ୍ରାମାଣିକ ତଥା ବିଧିବଦ୍ଧ ନଥି ତଥା ରେକର୍ଡ ଅଫ୍ ରାଇଟସ୍ ର ଏକ ସଫ୍ଟ କପି ସୃଜନିକା ସୌଜନ୍ୟ ରୁ ପ୍ରସ୍ତୁତ ହୋଇ odiabibhab.in ରେ ରହିଅଛି । …

ଶ୍ରୀମନ୍ଦିର “ରେକର୍ଡ ଅଫ୍ ରାଇଟସ” ରେବାହୁଡାଯାତ୍ରା Read More

ଓଡିଶାର ବରପୁତ୍ର ପଦ୍ମସମ୍ଭବ

              କରୋନା ମହାମାରୀର ସମୟରେ ୟୁଟ୍ୟୁବରେ ୧୯୯୭ ମସିହାର ବ୍ରାଡ ପିଟ ଓ ଡେଭିଡ ଥିଉଲିସ ଅଭିନିତ ଗୋଟେ ସିନେମା ଦେଖିଥିଲି । ସିନେମାର ନାଁ ହେଲା “ସେଭେନ ଇୟରସ ଇନ୍ ତିବ୍ବତ”। ଚଳଚ୍ଚିତ୍ରର କାହାଣୀ ଆରମ୍ଭ ହେଇଛି ୧୯୩୯ ମସିହା, …

ଓଡିଶାର ବରପୁତ୍ର ପଦ୍ମସମ୍ଭବ Read More