ବାଲତାସାର୍’ର ବିଚିତ୍ର ଦ୍ୱିପ୍ରହର :

ମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜ || ଅନୁବାଦ : ଜ୍ୟୋତି ନନ୍ଦ ପଞ୍ଜୁରୀ ତିଆରି ଶେଷ। ଆଗରୁ ଠିକ୍ କରିଥିବା ଅନୁସାରେ ଏଥର ବାଲତାସାର ଝରକାର ପାଖାପାଖି କାନ୍ଥରେ ଥିବା ହୁକ ଉପରେ ପଂଜୁରୀଟିକୁ ଝୁଲାଇ ଦେଲା। ଦ୍ୱିପ୍ରହରର …

ବାଲତାସାର୍’ର ବିଚିତ୍ର ଦ୍ୱିପ୍ରହର : Read More

ଛବି ଦେଖିବାର କଳା (୨)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଜନସାଧାରଣ କୌଣସିଦିନ ପ୍ରକୃତପକ୍ଷରେ ଠିକ୍ ମତ ଦେଖିବା ଶିଖିନାହାଁନ୍ତି  ବୋଲି ହିଁ ଏଇସବୁ ଭୁଲ୍ ଓ ଗୋଳମାଳ ଆହୁରି ପ୍ରଶ୍ରୟ ପାଏ । ସାଧାରଣ ଲୋକେ ଚିହ୍ନାଜଣା …

ଛବି ଦେଖିବାର କଳା (୨) Read More

ଛବି ଦେଖିବାର କଳା (୧)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ ଯେ କୌଣସି ଦେଶ ଆଉ କାଳରେ ଚିତ୍ରକଳାର ରସ କେଉଁଭଳି ଆସ୍ୱାଦନ କରିବାକୁ ହୁଏ, ସେଇ ରସ-ଆସ୍ୱାଦ ର ମୂଳରେ କ’ଣ କ’ଣ ଥାଏ ,ଏଇଠି ସେଇ …

ଛବି ଦେଖିବାର କଳା (୧) Read More

ଆତ୍ମୀୟ

ଗଛଟାରେ ବିଲକୁଲ ଫୁଲ ଫୁଟୁ ନଥିଲା। ଯେତେ ଯତ୍ନ କଲେ ବି। ଯେତେ ସାଇଜ୍ କରି କଟାକଟି କଲେ ବି। ପ୍ରତି ଥର କଟା ଯିବା ପରେ ଛନଛନେଇ ଉଠୁଥିଲା ଗଛଟା। ଇଷତ୍ ନାଲି ମିଶା ଖଇରିଆ ରଙ୍ଗର କଅଁଳିଆ ପତ୍ର …

ଆତ୍ମୀୟ Read More

ଏ.ଆଇ ଫଟୋଗ୍ରାଫିକୁ ନେଇ ବିବାଦ

ଏ.ଆଇ କୁ ନେଇ ଆଜି କାଲି କେତେ କ’ଣ ଚର୍ଚ୍ଚା । ଆମମାନଙ୍କ ଅଜଣାତରେ ଆମେ ଏ.ଆଇ ସହ ଅନେକ ଦିନରୁ ସଂପୃକ୍ତ ହେଇସାରିଛେ । ଏ.ଆଇ ମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଯେବେଠାରୁ ସ୍ମାର୍ଟ ଫୋନ୍ ଆମମାନଙ୍କ ଜୀବନ ସହ …

ଏ.ଆଇ ଫଟୋଗ୍ରାଫିକୁ ନେଇ ବିବାଦ Read More

ଲଣ୍ଠନ

ଖୋଜି ପାଉନି ମୋ ରୂପ, ବୟସ ଓ ଅସ୍ତିତ୍ୱଇତିହାସର କେଉଁ ପୃଷ୍ଠାରେ,ଘନ ଅନ୍ଧାରର ଆଲୁଅ ମୁଣ୍ଡାଏଁଜଳି ଉଠେ ସୂର୍ଯ୍ୟ ଡୁବିଲା ପରେଚାଖଣ୍ଡେ ରେଶମ ଡୋରି ଓ ଦୁଇ ବୁନ୍ଦା ଜାଳେଣିରେ,କାହା କୁଡ଼ିଆ ଘରେ, ନଈ ପଠାରେଆଉ କେବେ ରାଜ ଉଆସରେ !ଆଜି …

ଲଣ୍ଠନ Read More

ତଥାପି

ମୋ ମୁହଁରେ ବ୍ରଣ, ମୋ ଋତୁସ୍ରାରରେ କଷ୍ଟ, ମୋ ଦେହରେ ତତଲା ଚେଙ୍କ, କିମ୍ବା – ମୋ ଛାତିତଳେ ଭଙ୍ଗା ପ୍ରତିଶ୍ରୁତି; ଏ ସବୁ କିଛି ନଥାଇ ବି ମୁଁ ସୁନ୍ଦର ହୋଇପାରେ ଆଉ- ନାରୀଟିଏ ବୋଲାଇପାରେ! ମୁଁ କୌଣସି, ଦୁଃଖ …

ତଥାପି Read More

କୁସୁମପୁର’ର ବୁଢ଼ା

ମୂଳ ଲେଖା : ଅମର ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ [ଏଇଠି “କୁସୁମପୁର ର ବୁଢା” ଶୀର୍ଷକରେ ଯେଉଁ କାହାଣୀଟି ଅନୁସୃଜିତ ହୋଇ ସଂଲଗ୍ନ କରାଯାଇଛି ତାହା ମୂଳତଃ ଏକ ବଙ୍ଗଳାଭାଷାର କାହାଣୀ । ଏହି କାହାଣୀର ଲେଖକ …

କୁସୁମପୁର’ର ବୁଢ଼ା Read More

ବାର୍ବି

ମୁଁ ସ୍ମୟଙ୍କ୍ । ସ୍ମୟଙ୍କ୍ ଦାସଚୌଧୁରୀ । ଶ୍ରେଣୀ : ପଞ୍ଚମ ମନସ୍ଥିତି : ଅନେକ କଥା ନ ବୁଝିପାରିବା ଆଉ ବୁଝିବାର ଚେଷ୍ଟା ମଝିରେ ଝୁଲିବା…… ଦୋଳକ ଘଣ୍ଟାର ଗୋଲ ଝୁଲା ପରି …. ଥରେ ବାଁ ଆଉ ଥରକୁ …

ବାର୍ବି Read More

ଆଧୁନିକ ଭାରତୀୟ ଚିତ୍ରକଳାର ଭୂମିକା

ମୂଳ ଲେଖା : ଚିତ୍ତପ୍ରସାଦ || ଅନୁବାଦ : ଜ୍ୟୋତି ନନ୍ଦ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ଯାହାକୁ କହିବା ଇଂରେଜୀ ଅମଳ ସେହି ଭଳି ଇଂରେଜୀପଣକୁ  ଆମଦାନୀ କରେ। ଆଉ ଅଷ୍ଟାଦଶ ଶତକର ମଝାମଝି …

ଆଧୁନିକ ଭାରତୀୟ ଚିତ୍ରକଳାର ଭୂମିକା Read More