ଭ୍ରମଣ କାହାଣୀ ୮ (ଦ୍ୱାରକା)

ମୋ ଶଶୁର ବାପା ରାଜି ହେଲେନି ସମୁଦ୍ର ପାରି ହେଇ  ସେପଟକୁ ଯିବାକୁ, ଆଉ ମୋ ବାପା ଶାରୀରିକ ବାଧା ଯୋଗୁଁ ଯାଇପାରିଲେନି ।ତେଣୁ ଦୁଇ ସମୁଦିଙ୍କୁ ଡେକ୍ ଉପରେ ପର୍ଯ୍ୟଟକ ମାନଙ୍କ ଲାଗି ରଖାଯାଇଥିବା ବେଞ୍ଚ ରେ ବସେଇ ଆମେ …

ଭ୍ରମଣ କାହାଣୀ ୮ (ଦ୍ୱାରକା) Read More

ପାହାଡ ଅଛି ଯେତେ ଧଳାହାତୀସମ

ମୂଳ ଲେଖା : ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ || ଅନୁବାଦ : ଜ୍ୟୋତି ନନ୍ଦ ଏବ୍ରୋର ଉପତ୍ୟକା ନିକଟରେ ସାଦା ପାହାଡ ଗୁଡିକ ଧାଡିବାନ୍ଧି ଛିଡା ହୋଇଛନ୍ତି।ଏଇ ପଟରେ କୌଣସି ଛାଇ ନାହିଁ,ଗଛ ନାହିଁ, ଅଛି ଦୀର୍ଘ ରେଳଲାଇନ୍ ଆଉ ରେଳଲାଇନ୍ ମଝିରେ …

ପାହାଡ ଅଛି ଯେତେ ଧଳାହାତୀସମ Read More

ଦାହ(ସାତ)

ସକାଳୁ କାଉର କା’- କା’- ଡାକରେ କନିର ନିଦ ଭାଙ୍ଗିଲା। କୂଅମୂଳେ ଢୁ’ ଢୁ’ ପାଣି ଢାଳି ହୋଇ ମାଳ ଗାଧୋଉଛି। ତା’ ଗାଧେଇବା ଦୃଶ୍ୟ ଦେଖିଲେ କନିର ଆଖି ଲାଜରେ ବୁଜି ହୋଇ ଯାଏ। ଶୀତଦିନେ ବି ମାଳ ତିନିଥର …

ଦାହ(ସାତ) Read More

ମଣିପୁର: ଗୋଟାଏ ଅଭାଗିନୀ ମା’

ଦୃଶ୍ୟ-୧: ସ୍ତ୍ରୀ ମୋର ଆଠ ମାସର ଗର୍ଭବତୀ, ଆଗରୁ ଅଛନ୍ତି ଆଉ ଦୁଇଟା କୁନି କୁନି ଛୁଆ। ସେମାନଙ୍କ ଦୌଡ଼କୁଦରେ ଦିନେ ହସୁଥିଲା ଆମ ଘର-ଦୁଆର, ଛୋଟିଆ ମୋ’ ସୁଖୀ ସଂସାରକୁ ଦେଖି ମା’ ମୋର ଭଗବାନଙ୍କ ପାଖରେ ନିଇତି ମୁଣ୍ଡ …

ମଣିପୁର: ଗୋଟାଏ ଅଭାଗିନୀ ମା’ Read More

କବିତା କଳାପ : ଗୋବିନ୍ଦ ରଥ

ଚଟିବହିର ଚମକ : ୧ (କବିତା କଳାପ–ଗୋବିନ୍ଦ ରଥ) ପଣ୍ଡିତ ଗୋବିନ୍ଦ ରଥଙ୍କ ‘କବିତା କଳାପ'(ପ୍ରଥମ ଭାଗ) ପୁସ୍ତକଟି ୧୮୮୫ ମସିହାରେ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ତରଫରୁ ପ୍ରକାଶିତ। ୪୬ ପୃଷ୍ଠା କଳେବର ବିଶିଷ୍ଟ ଏହି ପୁସ୍ତକରେ ମାତ୍ର ୧୨ଟି କବିତା …

କବିତା କଳାପ : ଗୋବିନ୍ଦ ରଥ Read More

ଦାହ (ଛଅ)

ଚିଠି ପାଇ ଅତନୁ ରାଉରକେଲା ଯାଇଛି। ସେଠି ଭାଇଭାଉଜଙ୍କ ପାଖରେ ତା’ ବାପା ରୁହନ୍ତି। କନି କେବେ ରାଉରକେଲା ଦେଖିନି। ସାହି ଲେଖାରେ ଜଣେ ବଡ଼ବାପା ଚାକିରୀ କରୁଥିଲେ ସେଠି କୋଡିଏ ବର୍ଷ କି ତାଠାରୁ ଅଧିକ ହେବ ରିର୍ଟାୟର୍ଡ କଲେଣି। …

ଦାହ (ଛଅ) Read More

ମୃତକର ପାଦଚଲା ରାସ୍ତା

ମୂଳ ଲେଖା: ଚିନୁଆ ଆଚିବି || ଅନୁବାଦ: ଜ୍ୟୋତି ନନ୍ଦ ଏହାକୁ ଅନେକ ପରିମାଣରେ ଅକସ୍ମାତ ବୋଲି କହିହେବ ଯେ ପ୍ରତ୍ୟାଶିତ ସମୟଠାରୁ ବେଶ୍ ଆଗରୁ ମାଇକେଲ୍ ଅବି ର ସ୍ୱପ୍ନଟି ଯେମିତି ପୂରଣ ହୋଇଗଲା।୧୯୪୯ ସାଲରେ ସେ ନିଯୁକ୍ତ ହୋଇଗଲା …

ମୃତକର ପାଦଚଲା ରାସ୍ତା Read More

ଭ୍ରମଣ କାହାଣୀ – ୭ (ଦ୍ୱାରକା)

ମନ୍ଦିର ଅଗଣା ମଝିରେ ଏକ କୁଟିର ଥାଏ ।ସେଇ କୁଟୀର ଭିତରେ ଏକ ଯଜ୍ଞକୁଣ୍ଡ ଯୋଉଠି ଲେଲିହାନ ଶିଖା ରେ ଘୃତାହୁତି ଦେଉଥାନ୍ତି ମହତସାଧୁଗଣ ।ଲୋକେ ଯାଉଥାନ୍ତି ଦୁରରୁ ପ୍ରଣାମକରି ଯୋଡହସ୍ତରେ ପ୍ରତ୍ଯାବର୍ତ୍ତନ କରୁଥାନ୍ତି ଅଗଣା କୁ ଓ ମେଲାରେ ଖୁସି …

ଭ୍ରମଣ କାହାଣୀ – ୭ (ଦ୍ୱାରକା) Read More

ଚିରନ୍ତନ ପ୍ରେମର ପ୍ରତୀକ: କରବୀର

     ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା …

ଚିରନ୍ତନ ପ୍ରେମର ପ୍ରତୀକ: କରବୀର Read More

ଭ୍ରମଣ କାହାଣୀ – ୬ (ଦ୍ୱାରକା)

ରଙ୍ଗିଲା ର ସ୍ବପ୍ନ ଓ ବର୍ତ୍ତମାନ ର ଆମ ଦୁନିଆର ମଝିରେ ଗାଡି ର ଚକ ତିନୋଟି ଗଡି ଚାଲିଥାଏ।ସହର ଠୁ ବହୁତ ଦୂର ।ଗହଳି କି  ଚହଲପହଲ ପ୍ରାୟ ନାହିଁ କହିଲେ ଚଳିବ । ଆମରି ଗାଡି ପରି ଆହୁରି …

ଭ୍ରମଣ କାହାଣୀ – ୬ (ଦ୍ୱାରକା) Read More