
ପ୍ରକୃତିର ନିଜସ୍ୱ ଅଧିକାର
ପ୍ରକୃତିର କିଛି ନିଜସ୍ୱ ଅଧିକାର ଅଛି କି ?ଅର୍ଥାତ୍ ଆମେ ମାନେ ଯଦି କୌଣସି କାରଣବଶତଃ ଚାପଗ୍ରସ୍ତ ହେଉ ଆଉ ସେହିପରି ଚାପଗ୍ରସ୍ତ ହେବା ଯଦି ଆମର ଅକ୍ତିଆର୍ ର ବାହାରର କଥା ହୋଇଥାଏ ତେବେ ଆମେ ଆମର ମୌଳିକ ଅଧିକାର …
ପ୍ରକୃତିର ନିଜସ୍ୱ ଅଧିକାର Read Moreପ୍ରକୃତିର କିଛି ନିଜସ୍ୱ ଅଧିକାର ଅଛି କି ?ଅର୍ଥାତ୍ ଆମେ ମାନେ ଯଦି କୌଣସି କାରଣବଶତଃ ଚାପଗ୍ରସ୍ତ ହେଉ ଆଉ ସେହିପରି ଚାପଗ୍ରସ୍ତ ହେବା ଯଦି ଆମର ଅକ୍ତିଆର୍ ର ବାହାରର କଥା ହୋଇଥାଏ ତେବେ ଆମେ ଆମର ମୌଳିକ ଅଧିକାର …
ପ୍ରକୃତିର ନିଜସ୍ୱ ଅଧିକାର Read Moreମୂଳ ରଚନା : ହକୁ ଶାହ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ମଣିଷର କଥା ମୋତେ ଠିକ୍ ସେତିକି ନିଜର ଲାଗେ ଯେତିକି ପ୍ରକୃତି,ମାଟି,ଭୂ ଆଉ ମାଆ ର କଥା। ମୋର ପୁରା ବହିଟିରେ ଏହି ସବୁ ବୀଜକ-ବିନ୍ଦୁ …
ନିଜ କଥା : ହକୁ ଶାହ Read Moreରବିକଥା-୮ ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇବା ପରେ ତାଙ୍କର ଜନପ୍ରିୟତା ଏତେ ବଢ଼ିଯାଇଥିଲା ଯେ କହିହେବନି। ସେଥିପାଇଁ ନିଜର ଅଟୋଗ୍ରାଫ୍ ଦେବା ପାଇଁ ସେ ଟଙ୍କାଏ ଲେଖାଏଁ ନେଉଥିଲେ। ଅଟୋଗ୍ରାଫ୍ ନେବା ପାଇଁ ପ୍ରତିଦିନ ଅସଂଖ୍ୟ ଭକ୍ତ କବିଙ୍କ ପାଖକୁ ଆସୁଥିଲେ …
ରବୀନ୍ଦ୍ରନାଥଙ୍କ ଅଟୋଗ୍ରାଫ୍ Read Moreମୂଳ ରଚନା : ଏନଗୁଗି ୱା ଥିଆଙ୍ଗୋ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଗାଆଁର ପୁରୋହିତ ଜଶୁଆ ଆକାଶରେ ଖଣ୍ଡଖଣ୍ଡ କଳା ବଉଦ ଜମିଗଲାଣି ବୋଲି ଦେଖିଲା ବେଳକୁ ତା’ମନରେ ଆପେ ଆପେ ଗୁଣୁଗୁଣୁ ହୋଇ ଶବ୍ଦଟିଏ ଆସିଗଲା,ବୃଷ୍ଟି।ସେଖୁବ୍ ଧିରେ …
ଗାଆଁ ପୁରୋହିତ Read Moreମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ ଅଧା ଆଉଜା କବାଟ ଆଡକୁ ମେହରୁନ ପାଦ ବଢେଇଛି କି ନାହିଁ,ହୁଏତ ଭିତରକୁ ଗୋଟିଏ ପାଦ ପକାଇଛି ତ , ତାହାର ଅବ୍ବୁ ଯିଏ କି …
ହୃଦୟ ପ୍ରଦୀପ Read Moreପରମବ୍ରତା ସେ।ସେ ସାବିତ୍ରୀ।ପିତାମାତାର ଏକମାତ୍ର ଅଲିଅଳି ରାଜକୁମାରୀ।ସାବିତ୍ରୀ ଯିଏ ବ୍ରହ୍ଣାଣୀ,ବେଦମାତା ଆଉ ଗାୟତ୍ରୀ,ଯିଏ ନାରୀ ଆଉ ପୁରୁଷରେ ଦିଫାଳ ହୋଇ ସମସ୍ତ ସମ୍ଭାବିତ ଉଜ୍ଜଳତାରେ ପ୍ରସରି ଯାଇଛି ମନ୍ୱନ୍ତର ତାହାର ପ୍ରସାଦରୁ ଜନ୍ମ ବୋଲି ସେ ନାମ ବହନ କରିଛି ସାବିତ୍ରୀ।ତେଣୁ …
ଜଣେ ପରମବ୍ରତା : କିଛି କଥା ଆଉ କିଛି କଥାନ୍ତର Read Moreରବିକଥା-୭ ରବୀନ୍ଦ୍ରନାଥ ଖାଇବାକୁ ଓ ଖୁଆଇବାକୁ ବେଶୀ ଭଲ ପାଉଥିଲେ। ତେଣୁ ତାଙ୍କ ନାମ ସହିତ ଅନେକ ‘ଖାଦ୍ୟରସିକ’ ଶବ୍ଦଟି ଯୋଡ଼ି ଦେଇଥାନ୍ତି। ତେବେ ଏ ସମ୍ପର୍କରେ ରବୀନ୍ଦ୍ରନାଥଙ୍କ ସାହିତ୍ୟରେ କିମ୍ବା ରବୀନ୍ଦ୍ରନାଥଙ୍କୁ ନେଇ ଲେଖା ଥିବା ବିଭିନ୍ନ ଲେଖକଙ୍କର ସ୍ମୃତିରେ, …
ରବୀନ୍ଦ୍ରନାଥଙ୍କ ଖାଦ୍ୟଦର୍ଶନ Read Moreରବିକଥା- ୬ ସେ ରବୀନ୍ଦ୍ରନାଥଙ୍କୁ କହିଥିଲେ ମୁହଁରେ ଦାଢି ନରଖିବା ପାଇଁ । ହୁଏତ ସେ ସ୍ବରରେ ଥିଲା ଅନେକ ଅନୁରାଗ। କିଶୋର ରବୀନ୍ଦ୍ରନାଥଙ୍କ ସହିତ ସେହି ତରୁଣୀ ଆଣି ଦେଇଥିଲେ ପ୍ରଥମ ପ୍ରେମର ଜୁଆର।ସେ ଜୁଆର ଆସିଥିଲା ନିଶବ୍ଦରେ, ତରୁଣ …
ରବୀନ୍ଦ୍ରନାଥଙ୍କ ପ୍ରଥମ ପ୍ରେମ: ନିଶବ୍ଦ ସ୍ବର Read Moreପ୍ରବର୍ତ୍ତାଇପାରିବାର ଶକ୍ତି ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ଆପଣ ଠିକ୍ । ମୋର ପ୍ରଥମ କେତୋଟି ଚିଠିରେ ସାହିତ୍ୟବୃତ୍ତି ସଂପର୍କରେ ତଥା ଉପନ୍ୟାସର ବିଷୟବସ୍ତୁ ବା ଥିମ୍ କୁ …
ତରୁଣ ଔପନ୍ୟାସିକକୁ ପତ୍ର : ୩ Read Moreଦି କାଟୋବ୍ଲେପାସ୍ [The Catoblepas] ମୂଳ ଲେଖା : ମାରିଓ ଭର୍ଗାସ ୟୋସା || ଅନୁବାଦ : ଜ୍ୟୋତି ନନ୍ଦ ପ୍ରିୟ ବନ୍ଧୁ ମୁଁ ଏଇ କିଛି ଦିନ ଧରି ଏତେ ବ୍ୟସ୍ତ ରହିଥିଲି ଯେ,ତମର ଚିଠି ପାଇବାମାତ୍ରକେ ଯେତିକି ଶିଘ୍ର …
ତରୁଣ ଔପନ୍ୟାସିକକୁ ପତ୍ର : ୨ Read More